ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେସନ

ଭୁବନେଶ୍ୱର: ପ୍ରତିବର୍ଷ ପରି ଏଥର ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ତେବେ ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ…

Facebook ଇଣ୍ଡିଆ ମୁଖ୍ୟ ଅଜିତ ମୋହନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଗତ କିଛିଦିନ ଧରି ମେଟା ଅର୍ଥାତ ଫେସବୁକର ଖରାପ ସମୟ ଚାଲିଛି । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ ଖସି…

ନାକରେ ଆଙ୍ଗୁଠି ପୂରାଇଲେ ମସ୍ତିଷ୍କକୁ ଚାଲିଯିବେ ଭାଇରସ ଓ ବ୍ୟାକ୍ଟେରିଆ: Alzheimer ଓ Dementia ଆଶଙ୍କା ବଢ଼ିଯିବ- ରିସର୍ଚ୍ଚ

ନୂଆଦିଲ୍ଲୀ: ନାକରେ ଆଙ୍ଗୁଠି ପୂରାଇବା ଅନେକ ଲୋକଙ୍କର ଏକ ଅଭ୍ୟାସ ରହିଥାଏ । ତେବେ ଏହି କୁଅଭ୍ୟାସ ପାଇଁ ଆପଣମାନେ ଭୟଙ୍କର ବିମାରୀର ଶିକାର ପାଲଟି ପାରନ୍ତି । ମସ୍ତିଷ୍କର ଭିତର ଅଂଶର ଅତି ନିକଟରେ ନାକ ରହିଥାଏ ।…

Online Ph.D ପ୍ରତି ସତର୍କ ରୁହନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ନୋଟିସ୍ ଜାରି କଲେ UGC ଓ AICTE

ନୂଆଦିଲ୍ଲୀ: ଆଜିକାଲି ପିଏଚ.ଡି ଡିଗ୍ରୀକୁ ନେଇ ଅନେକ ଠକାମି ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଆଲର୍ଟ ଜାରି…

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଆଶ୍ୱସ୍ତି । ଅନୁପଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ୍ । ଡବଲ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । କଳ୍ପନା…

ଧାମନଗର ଉପନିର୍ବାଚନ: ବଢ଼ିଲା ମତଦାନ ପ୍ରତିଶତ, ସୂଚନା ଦେଲେ CEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସାରା ରାଜ୍ୟବାସୀଙ୍କ ନଜର ରହିଛି ଧାମନଗର ଉପନିର୍ବାଚନ ଉପରେ । ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାଣପଣେ ଉଦ୍ୟମ ଜାରି…

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ବନ୍ଦ ହେବାକୁ ଯାଉଛି ୪୦ ହଜାର କମ୍ପାନୀ, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାରକୁ ନେଇ କେନ୍ଦ୍ର ସରକାର ଆକ୍ସନ ମୁଡ଼କୁ ଆସିଯାଇଛନ୍ତି । ଏନେଇ ପାଖାପାଖି ୪୦ ହଜାର ନିଷ୍କ୍ରିୟ କମ୍ପାନୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହିସବୁ କମ୍ପାନୀଗୁଡ଼ିକର ପଞ୍ଜୀକରଣ…

OSSC CGL Exam: ୯୪୩ଟି ଗ୍ରୁପ-ବି ଓ ଗ୍ରୁପ-ସି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଏଣିକି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପୂରଣ ପାଇଁ ଗୋଟିଏ ପରୀକ୍ଷା…

Dhamnagar By Election: ଦିନ ୩ଟା ସୁଦ୍ଧା ମତଦାନର ସ୍ଥିତି କିପରି ରହିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ରହିଛି ଧାମନଗର ଉପନିର୍ବାଚନ ଉପରେ । ଏହି ଉପନିର୍ବାଚନରେ ଜିତିବା ପାଇଁ ଶାସକ ବିଜେଡି, ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ସକାଳ…

SSB ପକ୍ଷରୁ ବାହାରିଲା ୪୦୦ ପଦବୀ, ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ…