Liver Cancer ମୃତ୍ୟୁସଂଖ୍ୟା ଆସନ୍ତା ୨୦୪୦ ସୁଦ୍ଧା ୫୫ ପ୍ରତିଶତ ବୃଦ୍ଧି ପାଇବ: Research

ନୂଆଦିଲ୍ଲୀ: ବର୍ତ୍ତମାନ ଲିଭର ବା ଯକୃତ କ୍ୟାନସର ଏକ ଭୟଙ୍କର ରୋଗ ଭାବେ ଉଭା ହୋଇଛି । ନିକଟରେ ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୨୦ରେ ଲିଭର କ୍ୟାନସର ବିଶ୍ୱର ୪୬ଟି ଦେଶକୁ ବ୍ୟାପିଛି । ତେବେ ଲିଭର କ୍ୟାନସରକୁ ନେଇ…

ଗୁଜରାଟ ଦେଖିବ କେଜ୍ରିୱାଲ ମଡେଲ: BJPର ୨୭ ବର୍ଷ ଶାସନର ଘଟିବ ପରିସମାପ୍ତି, AAP ଚଳାଇଛି ଅପରେସନ୍ ସିକ୍ରେଟ!

ନୂଆଦିଲ୍ଲୀ: ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିବା ଆମ ଆଦମୀ ପାର୍ଟି (ଆପ) କିଛିଟା କମାଲ କରି ବିଜେପିକୁ ଲଲିପପ୍ ଦେଖାଇବା ଚକ୍କରରେ…

SSB ପକ୍ଷରୁ ବାହାରିଲା ୪୦୦ଟି ପଦବୀ, ଦଶମ ପାସ କରିଥିଲେ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ…

NIT କ୍ୟାମ୍ପସରେ ବାଘ! ତିନୋଟି ଗାଈକୁ ଆକ୍ରମଣ କଲା, ୬୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟରେ ଥରୁଛନ୍ତି

ନୂଆଦିଲ୍ଲୀ: ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୋପାଳ କ୍ୟାମ୍ପସରେ ବାଘ ଘୁସିଯାଇଛି । ଏହାକୁ ନେଇ ହଡ଼କମ୍ପ ମଚିଯାଇଥିବା ବେଳେ କଲେଜକୁ ତୁରନ୍ତ ବନ୍ଦ କରି ଦିଆଯାଇଛି । ଏନେଇ ବନ ବିଭାଗର…

(Video) ଓଡ଼ିଶା ବଜାରକୁ ଆସିଲା ଅଦ୍ଭୂତ କୁକୁଡ଼ା: ମୟୁର ପରି ଦିଶୁଥିବା କୁକୁଡ଼ାକୁ ଦେଖିବାକୁ ଲାଗିଲା ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣମାନେ ସାଧାରଣ କୁକୁଡ଼ା ଦେଖିଥିବେ । ତେବେ ଏବେ ଓଡ଼ିଶା ବଜାରକୁ ଆସିଛି ଏକ ଭିନ୍ନ ପ୍ରଜାତିର କୁକୁଡ଼ା । ଏହି ଅଦ୍ଭୁତ କୁକୁଡ଼ା ମୟୂର ପରି ଦେଖାଯାଉଥିବା ବେଳେ ଏହାକୁ ଦେଖିବାକୁ ଏବେ…

DA ବଢ଼ିଲା, ପୁଣି VDA ବଢ଼ିଲା: କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଦିପାବଳୀ ଗିଫ୍ଟ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ପୁଣି ଏକ ଗୁଡ୍ ନ୍ୟୁଜ୍ ମିଳିଛି । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏବେ କେନ୍ଦ୍ର ସରକାର ଭାରିଏବଲ ମହଙ୍ଗା ଭତ୍ତା (ଭିଡିଏ)…

ଦୁର୍ଗାପୂଜା ଭସାଣି: କଟକର ଦୁଇ ସାହି ମଧ୍ୟରେ ଆରମ୍ଭ ହେଲା ଗଣ୍ଡଗୋଳ

ନୂଆଦିଲ୍ଲୀ: ଦଶହରା ସରିବା ପରେ ଆଜି ବିଦାୟ ନେଉଛନ୍ତି ମାଆ ଦୁର୍ଗା । ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାଲିଛି ଦଶହରା ଭସାଣି । ତେବେ ଦଶହରାର ସମସ୍ତ ଖୁସିରେ ବର୍ଷା ବାଧା ସାଜିଥିବା ବେଳେ ଆଜି ଭସାଣି ବେଳେ ଦେଖିବାକୁ…

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଫରାସୀ ଲେଖିକା ଆନି ଏର୍ନକ୍ସ ପାଇବେ ସାହିତ୍ୟରେ ନୋବେଲ । ଆନି ତାଙ୍କର ଲେଖାରେ ସ୍ୱାଧୀନତାର ଶକ୍ତିକୁ ଗୁରୁତ୍ୱ ଦେଇଥାନ୍ତି । ସେ ଲେଖିବାକୁ ନେଇ କୌଣସି…

AIG ଠକିନେଲେ ୧ କୋଟି: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା, ହାତକଡ଼ି ପକାଇ ବାନ୍ଧିନେଲା ଭିଜିଲାନ୍ସ

ନୂଆଦିଲ୍ଲୀ: ଆଜିକାଲି ଅପରାଧର କରାଳ ଛାୟା ପ୍ରତ୍ୟେକ ବିଭାଗକୁ ଗ୍ରାସ କରିସାରିଲାଣି । ଏପରିକି ଅପରାଧୀଙ୍କୁ ଧରୁଥିବା ପୋଲିସ ବାବୁମାନେ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । ତେବେ ନିକଟରେ ଦୁଷ୍କର୍ମ, ବେଆଇନ ଅର୍ଥ…

ଗୋରା ଛୁଆ ଜନ୍ମ ହେଲେ ମାଆ ମାରିଦେବ, କଳା ରଙ୍ଗର ଛୁଆ ଜନ୍ମ ହେଲେ ସ୍ନେହ କରିବ

ଏ ବିଶ୍ୱ ବ୍ରହ୍ମାଣ୍ଡରେ ମା’କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଥାଏ । ମାତୃତ୍ୱର ଅଧିକାରୀଣୀ ହେବା ସମସ୍ତ ମହିଳାଙ୍କର ଏକ ସ୍ୱପ୍ନ ଥାଏ । ବିବାହ ପରେ ଏକ ସୁନ୍ଦର ସନ୍ତାନକୁ ଜନ୍ମ ଦେବା ପ୍ରତ୍ୟେକ ମହିଳା ଚାହିଁଥାନ୍ତି ।…