UGCର ନୂଆ ଗାଇଡଲାଇନ୍: ଏଣିକି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏକସଙ୍ଗେ କରିପାରିବେ ଏକାଧିକ କୋର୍ସ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଦିବ୍ୟାଙ୍ଗ ପିଲାମାନେ ଏଣିକି ଏକାଧିକ କୋର୍ସ କରିପାରିବେ । ଦିବ୍ୟାଙ୍ଗ…

Vodafone-Idea ଗ୍ରାହକଙ୍କୁ ଲାଗିବ ଝଟକା! ୭ ହଜାର କୋଟି ପଇଠ ନକଲେ ବନ୍ଦ ହୋଇପାରେ ସେବା

ନୂଆଦିଲ୍ଲୀ: ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଛି ଟେଲିକମ କମ୍ପାନୀ ଭୋଡ଼ାଫୋନ-ଆଇଡିଆ । କମ୍ପାନୀ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ଉଭା ହୋଇଥିବା ବେଳେ ଏହାର ପରିଣାମ ଭୋଗିପାରନ୍ତି ଗ୍ରାହକମାନେ । ବାକିଥିବା ଅର୍ଥରାଶି…

ମହେଶ ବାବୁଙ୍କ ମାତୃ ବିୟୋଗ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ମାତୃ ବିୟୋଗ ଘଟିଛି । ମହେଶଙ୍କ ମା’ ଇନ୍ଦିରା ଦେବୀଙ୍କ ପରଲୋକରେ ସାରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ଏନେଇ ମହେଶ, ତାଙ୍କର ପତ୍ନୀ ନମ୍ରତା, ଝିଅ ସିତାରା ମା’ଙ୍କୁ…

ଓଡ଼ିଆ ଅଧ୍ୟାପକଙ୍କୁ ମାନିବାକୁ ପଡ଼ିବ: BAରେ ମାଲପ୍ରାକ୍ଟିସରେ ଧରାପଡ଼ିଲେ: ଜାଲ MA ସାର୍ଟିଫିକେଟରେ ଚାକିରି କଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାଗତ ଯୋଗ୍ୟତା ନଥାଇ ପାଠ ପଢ଼ାଉଥିବା ଜଣେ ଅଧ୍ୟାପକ ଧରାପଡ଼ିଛନ୍ତି । ଏହି ଅଧ୍ୟାପକ ଜଣଙ୍କ ବିଏ ପରୀକ୍ଷାରେ ମାଲପ୍ରାକ୍ଟିସ ହୋଇଥିବା ବେଳେ ଜାଲ ସାର୍ଟିଫିକେଟ ଦେଇ ସେ ଚାକିରି…

ବିଶ୍ୱର ପରବର୍ତ୍ତୀ Super Power ହେବ ଭାରତ! ଜାଣନ୍ତୁ କେନ୍ଦ୍ର ସରକାରଙ୍କ ଭବିଷ୍ୟତ ପ୍ଲାନିଂ ଓ ଯୋଜନାର ବିସ୍ତୃତ ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତର ଦବଦବା ବିଶ୍ୱରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଚିନ୍ତିତ ବଳିଷ୍ଠ ପଦକ୍ଷେପ, ଆକର୍ଷକ ବୈଦେଶିକ ନୀତି, ନିଆରା ଢଙ୍ଗର ନିଷ୍ପତ୍ତି ଆଜି ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରର…

Covid-19: ଏବେ ବ୍ଲଡ୍ ଟେଷ୍ଟ ଦ୍ୱାରା Lung Covidକୁ ଚିହ୍ନଟ କରିବା ସମ୍ଭବ- Lancet Study Report

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ଭାଇରସ୍ (ସାର୍ସ କୋଭ-୨)ସମଗ୍ର ମାନବ ସଭ୍ୟତାକୁ କବଳିତ କରି ରଖିଛି । ଅନେକ ସମୟରେ ଭାଇରସର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିବା ସହ କିଛି ବୈଜ୍ଞାନିକ ତଥ୍ୟ ମଧ୍ୟ ଆସିଥିଲା ।…

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ଏହା ମଧ୍ୟରେ ଶ୍ରୀ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦଳୀୟ କର୍ମୀମାନେ ତାଙ୍କୁ ବିଶାଳ ଜନସମାରୋହ…

ପ୍ରତ୍ୟେକ ମଣିଷର ଷ୍ଟ୍ରେସକୁ ସହଜରେ ବାରି ପାରିବ କୁକୁର, ନୂଆ ଷ୍ଟଡି ଖୁଲାସା

ନୂଆଦିଲ୍ଲୀ: କୁକୁରମାନଙ୍କର ଘ୍ରାଣଶକ୍ତି ଅତି ପ୍ରଖର, ଏକଥା ଆମେ ଜାଣିଛେ । ସେଥିପାଇଁ କୁକୁରମାନଙ୍କୁ ବିଭିନ୍ନ ଅପରାଧିକ ମାମଲାର ତଦନ୍ତ ଟିମରେ ସାମିଲ କରାଯାଇଥାଏ । ଦୁର୍ଦ୍ଦାନ୍ତ ଚୋରମାନଙ୍କୁ ଖୁବଶୀଘ୍ର ଠାବ…

ବିଦେଶ ପାଠପଢ଼ା ଏବେ ସହଜ: ଛାତ୍ରଛାତ୍ରୀଙ୍କୁ ମିଳୁଛି ୧ କୋଟି ଟଙ୍କାର ସ୍କଲାରସିପ, କେମିତି କରିବେ ଆପ୍ଲାଏ

ନୂଆଦିଲ୍ଲୀ: ଆଜିର ସମୟରେ ବିଦେଶରେ ଶିକ୍ଷାଭାଭ କରିବା ଏକ ପ୍ରକାରର ସ୍ୱପ୍ନ । ସାଧାରଣ ଭାବେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ କ୍ଷେତ୍ରରେ ସେମାନଙ୍କର ପିଲାମାନଙ୍କୁ ବିଦେଶରେ ପଢ଼ାଇବା କଷ୍ଟସାଧ୍ୟ ହୋଇଥାଏ । ପୁଅ,…

DA ବଢ଼ିଲା ୪ ପ୍ରତିଶତ: କର୍ମଚାରୀଙ୍କ ସର୍ବନିମ୍ନ ଓ ସର୍ବାଧିକ ବେସିକ ସାଲାରି କେତେ ବଢ଼ିବ, ଜାଣନ୍ତୁ କାଲକୁଲେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ସାଧାରଣ ଭାବେ କର୍ମଚାରୀଙ୍କ ଡିଏ ବର୍ଷକୁ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଦୁଇଥର ଘୋଷଣା କରାଯାଇ ଜାନୁଆରୀ ଓ ଓ ଜୁଲାଇରେ…