ଓଡ଼ିଶାରେ ଆରମ୍ଭ ହେବ ଯାଞ୍ଚ: ପଛ ସିଟ ବେଲଟ୍ ବାଧ୍ୟତାମୂଳକ, ନଚେତ୍ ଭରିବେ ଫାଇନ୍

ନୂଆଦିଲ୍ଲୀ: କାର ପଛରେ ସିଟରେ ବସୁଥିବା ଯାତ୍ରୀମାନେ ସିଟ ବେଲଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ଖୁବଶୀଘ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ନିକଟରେ କାର ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ…

OHPC ତରଫରୁ ବାହାରିଲା ୧୫୭ଟି ପଦବୀ, ଓଡ଼ିଶାର ଛାତ୍ରଛାତ୍ରୀମାନେ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଅନ୍ୱେଷଣରେ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ତରଫରୁ ଅନେକ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା…

UGC ଲାଗୁ କରିବ ନୂଆ ନିୟମ! ୪ ବର୍ଷିଆ ଡିଗ୍ରୀ ପରେ ସିଧାସଳଖ PhDରେ ଆଡମିସନ, ରିସର୍ଚ୍ଚ ପେପର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି । ୪ ବର୍ଷର ଡିଗ୍ରୀ ପୂରା କରିବା ପରେ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ପିଏଚଡି ପ୍ରୋଗ୍ରାମରେ…

Passport ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଏଣିକି ପୋଷ୍ଟ ଅଫିସରେ ମିଳିବ ପାସପୋର୍ଟ ସେବା

ନୂଆଦିଲ୍ଲୀ: ପାସପୋର୍ଟ ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଆଜିଠାରୁ କେନ୍ଦ୍ର ସରକାର ପାସପୋର୍ଟ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଣିକି ପୂର୍ବାପେକ୍ଷ ପାସପୋର୍ଟ ଆବେଦନ ସହଜ ହେବ ।…

ଦୈନିକ ବିୟର ପିଇଲେ ଆପଣଙ୍କଠାରେ Dementia ଆଶଙ୍କା ହ୍ରାସ ପାଇବ: ରିସର୍ଚ୍ଚ

ନୂଆଦିଲ୍ଲୀ: ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଜଣେ ବ୍ୟକ୍ତି ଏକ ନିର୍ଦ୍ଧାରିତ ମାତ୍ରାରେ ବିୟର ସେବନ କରୁଛନ୍ତି ତେବେ ତାଙ୍କଠାରେ ଡିମେନ୍ସିଆ ହେବାର ଆଶଙ୍କା ହ୍ରାସ ପାଇବ । ନିକଟରେ…

SBI, HDFC ଓ ICICI ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଯଦି ଆପଣ ବ୍ୟାଙ୍କରୁ ଲୋନ ନେବା ପାଇଁ ପ୍ଲାନିଂ କରୁଛନ୍ତି, ତେବେ ଏହି ଖବର ଆପଣଙ୍କୁ ବେନିଫିଟ୍ ଦେଇପାରେ । ବ୍ୟାଙ୍କିଂ ସିଷ୍ଟମକୁ ଅଧିକ ସହଜ କରିବା ପାଇଁ…

ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ ଯୋଜନା, କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୋଟି କୋଟି ଗରିବ ହିତାଧିକାରୀଙ୍କୁ ଖୁସି ଖବର ଦେଇଛନ୍ତି । ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଜନା ୩ ମାସ ପାଇଁ ବୃଦ୍ଧି କରାଯାଇଛି । ମୋଦୀଙ୍କ…

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି ପାଇଛି । ଦଶହରା…

HSRP ମାମଲା: ସମୟସୀମା ବୃଦ୍ଧି ହୋଇପାରିବ କି, ପରିବହନ ବିଭାଗକୁ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର…

ଚଳିତ ବର୍ଷ ହିନ୍ଦି ଭାଷାରେ ହେବ MBBS ପାଠପଢ଼ା: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା, ଛାତ୍ରଛାତ୍ରୀ ଏହାଦ୍ୱାରା କ’ଣ ବେନିଫିଟ୍ ପାଇବେ

ନୂଆଦିଲ୍ଲୀ: ନିଟ୍ ୟୁଜି କାଉନସେଲିଂ ପୂର୍ବରୁ ମେଡିକାଲ ଆଡମିସନ କରିବାକୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ନିଟ୍ ଜରିଆରେ ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ଆରମ୍ଭ…