fbpx

ଭିଜିଲାନ୍ସ ଜାଲରେ ଅଣ୍ଡର ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁମାନଙ୍କ ଭିଜିଲାନ୍ସ ଜାଲରେ ପଡ଼ିବା ଏକ ଦୈନନ୍ଦିନ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ ଅଣ୍ଡର ସେକ୍ରେଟାରୀ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି । ଏହି ବାବୁ…

ମ୍ୟାରେଜ୍ ସାର୍ଟିଫିକେଟ୍ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ, ଏହା ଅଧିକାରୀଙ୍କ କାମ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମ୍ୟାରେଜ ସାର୍ଟିଫିକେଟକୁ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ନୂଆ ରାୟ ଆସିଛି । ମ୍ୟାରେଜ ସାର୍ଟିଫିକେଟ ଜାରି କରିବାର ଅଧିକାର ଆର୍ଯ୍ୟ ସମାଜର ନାହିଁ । ଜଣେ ନାବାଳିକାଙ୍କ ଅପହରଣ ଓ ଦୁଷ୍କର୍ମ ମାମଲାର…

୨୦୨୧-୨୨ ବର୍ଷ ପାଇଁ PF ସୁଧ ହାର ଘୋଷଣା କଲା EPFO, ଜାଣନ୍ତୁ ପୂର୍ବ ବର୍ଷ ଅପେକ୍ଷା ସୁଧ କମିଲା କି ବଢ଼ିଲା

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ସୁଧହାର ଘୋଷଣା କରାଯାଇଛି । ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଏହି ସୁଧହାର ୮.୫ ପ୍ରତିଶତ…

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି, ୧୨ ଜଣ ଜଜ୍ ଓ ଅତିରିକ୍ତ ଜଜଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଜଣେ ନୂଆ ବିଚାରପତି ନିଯୁକ୍ତି ପାଇଛନ୍ତି । ଆଡଭୋକେଟ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ନୂଆ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରପତି…

ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା, ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ…

ଖୋଲିଲା ସ୍ୱାମୀ-ସ୍ତ୍ରୀଙ୍କ ଜାଲ୍ ସାର୍ଟିଫିକେଟ ଗୁମର: ସ୍ୱାମୀ ଫେରାଇବେ ୧୬ ଲକ୍ଷ ଦରମା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାଲ୍ ସାର୍ଟିଫିକେଟରେ ଚାକିରି କରି ପୂର୍ବରୁ ରାଜ୍ୟର ଏକାଧିକ ସରକାରୀ କର୍ମଚାରୀ ଫସିଥିଲେ । ତେବେ ଜାଲ୍ ସାର୍ଟିଫିକେଟରେ ଚାକିରି କରିବା ଏବେ ଦୁଇଜଣ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ।…

ରାଜ୍ୟସଭା ନିର୍ବାଚନ: ହରିୟାଣାରେ ବିଗିଡ଼ିପାରେ କଂଗ୍ରେସର ଖେଳ, ଭୋଟ ପୂର୍ବରୁ ୩ ବିଧାୟକ ଗାଏବ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ…

ବର୍ଷାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କଲେ ଅନୁଭବ, ଖୁବଶୀଘ୍ର ଘର ଛାଡ଼ିବେ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ତାରକାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ଅନୁଭବଙ୍କ ପୈତୃକ ଘର ତାଙ୍କର ଧର୍ମପତ୍ନୀ ବର୍ଷା ଛାଡ଼ିବା ନେଇ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ପୁଣି ଜନତାଙ୍କୁ ମହଙ୍ଗା ମାଡ଼: ୪ଟି ବ୍ୟାଙ୍କ ବଢ଼ାଇଲେ EMI ବୋଝ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ମାଡ଼ ଜାରି ରହିଛି । ମହଙ୍ଗା ଯନ୍ତ୍ରଣାରେ ସାଧାରଣ ଜନତା କଲବଲ ହେଉଥିବା ବେଳେ ଏହା ମଧ୍ୟରେ ପୁଣି ଏକ ବୋଝ ଲଦା ହୋଇଛି । ହାଉସିଂ ଫାଇନାନ୍ସ କମ୍ପାନୀ ଏଚଡିଏଫସି ନିଜର ଲୋନର ସୁଧ…