fbpx

ପଶ୍ଚିମବଙ୍ଗରେ BJPର ନୂଆ ଗେମ୍: ମମତାଙ୍କୁ ଟକ୍କର ଦେବାକୁ ମୈଦାନକୁ ଓହ୍ଲାଇବେ ସୌରଭ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାରତବର୍ଷର ରାଜନୀତି ସେତିକି ସରଗରମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳମାନେ ସେମାନଙ୍କର ରାଜ୍ୟ ମଙ୍ଗୁଆଳଙ୍କୁ ପରିବର୍ତ୍ତନ…

ବିପଦରେ ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନ: ଦୋକାନ ବଜାରରେ ବିକ୍ରି ହେଉଛି ନକଲି ମିନେରାଲ୍ ୱାଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଚାରିଆଡ଼େ ପ୍ରବଳ ଗ୍ରୀଷ୍ମର ପ୍ରକୋପ । ଲୋକମାନେ ରାସ୍ତାଘାଟରେ ଯିବା ଆସିବା କରିବା ସମୟରେ ଆଖପାଖ ଦୋକାନରୁ ମିନେରାଲ୍ ୱାଟର ବୋତଲ କିଣି ନିଜର ତୃଷା ନିବାରଣ କରିଥାନ୍ତି ।…

ଚାକିରି ହରାଇଲେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୫୦ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ବିଭାଗର ନିୟମ ଅବମାନନା ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି ୫୦ ଜଣ ଅଧ୍ୟାପକ । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଏହି ଅଧ୍ୟାପକମାନେ କାର୍ଯ୍ୟ କରୁଥିଲେ । ଗତମାସ ୩୦…

ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମଣ: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୧ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ଓଡ଼ିଶାକୁ ପୁଣି ଫେରିଲା କି କରୋନା: ଗୋଟିଏ ଦିନରେ ୬୪ ଜଣ ପଜିଟିଭ୍, ବଢ଼ାଇଲା ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ କମି ଆସୁଥିବା ବେଳେ ଆଗକୁ ଚତୁର୍ଥ ଲହର ଆସିବା ନେଇ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟରେ ୬୪ ଜଣ ପଜିଟିଭ୍ ଚିହ୍ନଟ ହେବା…

ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ: ହେଲମେଟ୍ ନ ପିନ୍ଧିଲେ, ବାଇକରେ ୩ ଜଣ ବସିଲେ, ଛୋଟ ପିଲା ଗାଡ଼ି ଚଳାଇଲେ ଫାଇନ୍ ସହ DL ବାତିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗାଡ଼ିଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ନିୟମ ନ ମାନିଲେ ଗାଡ଼ିଚାଳକମାନେ ଜରିମାନା ଦେବା ସହ ସେମାନଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଆସନ୍ତା ୧୫ ତାରିଖଠାରୁ…

ଏଣିକି ଡ୍ୟୁଟି ଟାଇମରେ ଅଫିସ ଭିତରେ କର୍ମଚାରୀମାନେ ଦୈନିକ ୩୦ ମିନିଟ୍ ଶୋଇପାରିବେ, ଭାରତୀୟ କମ୍ପାନୀର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ: ସାଧାରଣ ଭାବେ ଅଫିସମାନଙ୍କରେ ସମସ୍ତ କର୍ମଚାରୀମାନଙ୍କୁ ବିଭିନ୍ନ କଟକଣା ମାନି ଚଳିବାକୁ ପଡ଼ିଥାଏ । ବିଶେଷ କରି ପ୍ରାଇଭେଟ ସଂସ୍ଥାଗୁଡ଼ିକରେ ଏହାକୁ ନେଇ ବେଶି ଟେନସନରେ ରହିଥାନ୍ତି ଷ୍ଟାଫମାନେ । ତେବେ…

KGF Chapter 2 ଅଭିନେତାଙ୍କ ଦେହାନ୍ତ, ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ନୂଆଦିଲ୍ଲୀ: ବର୍ତ୍ତମାନ ବକ୍ସ ଅଫିସରେ କେଜିଏଫ୍ ଚାପ୍ଟର ୨ ଧୂମ୍ ମଚାଇ ଚାଲିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଖବର ଆସିଛି । କେଜିଏଫ୍ ଫେମ୍ ଅଭିନେତା ମୋହନ ଜୁନେଜା ଆଜି ପରଲୋକ ଗମନ କରିଛନ୍ତି । ମୋହନ ଦୀର୍ଘ ସମୟ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ହୋଇପାରିବେ ସରକାରୀ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି କମର୍ସ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । କମର୍ସରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୪ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…