fbpx

ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ, ଏବେ ଫିଟିବ ପରଦା ପଛର ଅସଲ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ…

ଦେଶବାସୀଙ୍କୁ ପୁଣି ଡରାଇଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦୀ, ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ । ଆସନ୍ତା ୨୭…

ଏମଏଫ ହୁସେନଙ୍କ ପେଣ୍ଟିଂକୁ ୨ କୋଟିରେ କିଣିବା ପାଇଁ କଂଗ୍ରେସ ଚାପ ପକାଇଥିଲା, ରାଣା କପୁର EDରେ ଦାଖଲ କରିଥିବା ଚାର୍ଜଶିଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏକ ବିସ୍ଫୋରକ ତଥ୍ୟ ପ୍ରଦାନ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିକିତ୍ସା ନ୍ୟୁୟର୍କରେ ଚାଲିଥିବା ସମୟରେ…

ତତଲା କଡ଼େଇରେ ଛଟପଟ ହେଉଛନ୍ତି ରାଜଧାନୀବାସୀ, ଆଜି ବି ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ କଲବଲ କରୁଛି ପ୍ରଚଣ୍ଡ ରୌଦ୍ର ତାପ । ସତେ ଯେମିତି ଜନସାଧାରଣ ତତଲା କଡ଼େଇରେ ଛଟପଟ ହେଉଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ସକାଳ ୯ଟା ପରେ ଲୋକମାନେ…

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟାଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ BJD-BJP, ଜାରି ହେଲା ୧୪୪ ଧାରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁକୁ ଇତିମଧ୍ୟରେ ଏକ ସପ୍ତାହ ପୂରି ଯାଇଥିଲେ ରହସ୍ୟ ଉପରୁ ପରଦା ହଟିନାହିଁ । ଏହା ମଧ୍ୟରେ କାହିଁକି ଲଳିତଙ୍କ ମୃତଦେହକୁ…

ରୁଷର ୟୁକ୍ରେନ ଉପରେ ଆକ୍ରମଣ, ଭାରତର ପାକିସ୍ତାନ ଉପରେ କେବେ! ୨୦୨୪ ନିର୍ବାଚନ ପୂର୍ବରୁ PoK ଦଖଲ କରିପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଠାଇ ସମଗ୍ର ଦେଶବାସୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ତେବେ ଅନୁରୂପ ଭାବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୯ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବିହାରରେ BJP-JDU ମେଣ୍ଟରେ ଫାଟ: ବଦଳିବ ରାଜନୈତିକ ଦୃଶ୍ୟପଟ୍ଟ, ନୀତିଶ ହେବେ ଆଉଟ୍, ତେଜସ୍ୱୀ ଧରିବେ ରାଜ୍ୟର ଡୋରୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୈତିକ ଝଡ଼ ଦେଖିବାକୁ ମିଳିଲାଣି । ବଡ଼ ବଡ଼ ଦଳମାନେ ଫାଇନାଲ୍ ମ୍ୟାଚ ପୂର୍ବରୁ ନିଜର ବ୍ୟାଟିଂ ଓ ବୋଲିଂକୁ ଶକ୍ତିଶାଳୀ କରିବାକୁ…

ରାଜଧାନୀରେ ଡବଲ ମର୍ଡର: ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କଲା ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ହତ୍ୟା, ଲୁଟ ପରି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ରାଜଧାନୀରେ ଏକ ଡବଲ ମର୍ଡର ଦେଖିବାକୁ ମିଳିଛି ।…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜମ୍ମୁ କଶ୍ମୀରରେ ହମଲା: ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ଓ ଆତବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି । ଏହି ଲଢ଼େଇରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।…