fbpx

Dream-11 ବଦଳାଇଲା ଯୁବକଙ୍କ ଭାଗ୍ୟରେଖା, କଫି ସପରେ କାମ କରୁ କରୁ ବନିଗଲେ ୨ କୋଟିର ମାଲିକ

ନୂଆଦିଲ୍ଲୀ: କଥାରେ ଅଛି- ‘ଥରେ ଲଟେରୀ ଲାଗିଗଲେ ଭାଗ୍ୟ ବଦଳିଯାଏ ।’ ତେବେ ଆଜିକାଲି ଏଇଟା କିଛି ନୂଆ କଥା ନୁହେଁ, ଲଟେରୀ ଜିତି ରାତାରାତି ଅନେକ ଯୁବକ କୋଟିପତି ପାଲଟି ଯାଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ଜଣେ ଯୁବକ…

ଜନ୍ମନେଲା ଦୁଇଟି ଲିଙ୍ଗ ଥିବା ଏକ ବିରଳ ଶିଶୁ, ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଲେ ଡାକ୍ତର

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ବିରଳ ପ୍ରକାରର ଶିଶୁ ଜନ୍ମ ନେଇଥାନ୍ତି । ଅନେକ ସମୟରେ ଦୁଇଟି ମୁଣ୍ଡ ଥିବା, ତିନୋଟି ହାତ ଥିବା ଶିଶୁ ଜନ୍ମ ନେଇଥାନ୍ତି । ତେବେ ଏହା ମଧ୍ୟରେ ବ୍ରାଜିଲରେ ଜନ୍ମ ନେଇଛି ଏକ ଅଜବ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ରିପୋର୍ଟ ପୁନଃ ଦାଖଲ କରିବାକୁ ରାଜ୍ୟ ସରକାର ଓ ASIକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନୂଆ ଅପଡେଟ୍ ଆସିଛି । ବିଶେଷଜ୍ଞ ଟିମ୍ ସହ ଶ୍ରୀମନ୍ଦିର ପରିଦର୍ଶନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…

ଗତ ୧୦୦ଟି ମ୍ୟାଚରେ ଗୋଟିଏ ବି ଶତକ ହାସଲ କରିନାହାନ୍ତି କିଙ୍ଗ କୋହଲି, ଏହା ପଛର କାରଣ କ’ଣ, ଆଗକୁ କ’ଣ କରିବେ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଦିନ ଥିଲା ରନ୍ ମେଶିନ୍ କୋହଲିଙ୍କ ବ୍ୟାଟରୁ ଚୌକା, ଛକା ବର୍ଷା ହେଉଥିଲା । ଶତକ ପରେ ଶତକ, ଅର୍ଦ୍ଧଶତକ ପରେ…

ବଦଳିଲା CUET Marking System, ନୂଆ ନିୟମ ନେଇ ନୋଟିସ୍ ଜାରି କଲା NTA

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନୂଆ ନିୟମ ଅନୁଯାୟୀ, ସିୟୁଇଟି ପରୀକ୍ଷା ପାଇଁ ମାର୍କିଂ ସିଷ୍ଟମରେ କିଛି ପରିବର୍ତ୍ତନ କରାଯାଇଛି । ଏ ସଂକ୍ରାନ୍ତରେ…

ଜଳଛତ୍ର ପାଣିରେ କୀଟନାଶକ ମିଶାଇଥିଲା ଦୁର୍ବୃତ୍ତ, ପିଉ ପିଉ ଟଳି ପଡ଼ିଲେ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଳଛତ୍ର ପାଣିରେ ବିଷ! ଜଳଛତ୍ର ପାଣି ପିଇ ତିନିଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କେହି ଜଣେ ଦୁର୍ବୃତ୍ତ ଜଳଛତ୍ର ପାଣିରେ ବିଷ ମିଶାଇ ଦେଇଥିବା ଅଭିଯୋଗ ଆସିଛି । ସମସ୍ତ…

ମୋବାଇଲ କିଣିଲେ ମାଗଣାରେ ମିଳୁଛି ୧ ଲିଟର ପେଟ୍ରୋଲ ଓ ୨ଟି ଲେମ୍ବୁ, ଦୋକାନୀଙ୍କ ଅଜବ ଅଫର୍

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରାହକଙ୍କ ଉପରେ ଚାଲିଛି ମହଙ୍ଗା ମାଡ଼ । ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି କ୍ଷୀର, ଲେମ୍ବୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଗକୁ ଆହୁରି ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍…

କଂଗ୍ରେସ ବିଧାୟକ ଗିରଫ: ରାତି ୧୧ଟାରେ ଗୁଜୁରାଟରୁ ଉଠାଇନେଲା ଆସାମ ପୋଲିସ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେୱାଣୀଙ୍କ ମୁସ୍କିଲ ବଢ଼ିଯାଇଛି । ବଡ଼ଗାମ ବିଧାନସଭା ସିଟରୁ ଜିତିଥିବା ଜିଗ୍ନେଶଙ୍କୁ ଆସାମ ପୋଲିସ ଗିରଫ କରିନେଇଛି । ଆସାମ ପୋଲିସ ଜିଗ୍ନେଶଙ୍କୁ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ରାଜ୍ୟର କଲେଜମାନଙ୍କରେ ନିଯୁକ୍ତି ପାଇବେ ୩ ହଜାର ଅଧ୍ୟାପକ: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଥିବା ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକ ଖୁବଶୀଘ୍ର ପୂରଣ କରାଯିବ । ନିକଟରେ ୯୦୦ରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚଳିତ ବର୍ଷ…