ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ ଚାନ୍ସ ବହୁତ କମ୍ ହୋଇଯାଇଥାଏ: ଭାରତ ଓ ଜର୍ମାନୀ ବୈଜ୍ଞାନିକଙ୍କ ନୂଆ ଖୁଲାସା
ନୂଆଦିଲ୍ଲୀ: ନିକଟରେ ଭାରତ ଓ ଜର୍ମାନୀର ଗବେଷକମାନେ ଶାରୀରିକ ସମ୍ପର୍କ ଓ ଗର୍ଭଧାରଣକୁ ନେଇ ଏକ ନୂଆ ତଥ୍ୟର ଖୁଲାସା କରିଛନ୍ତି । ନିୟମିତ ସେକ୍ସ କରିବା ଦ୍ୱାରା ଗର୍ଭଧାରଣ କରିବାର ଚାନ୍ସ ବହୁତ ହ୍ରାସ ପାଇଥାଏ ।…