(Video) ନିଜ ହାତରେ ଆବର୍ଜନା ଉଠାଇଲେ ପ୍ରଧାନମନ୍ତ୍ରୀ, ବିଶ୍ୱସ୍ତରୀୟ ପ୍ରଗତି ମୈଦାନ ଟନେଲ ଉଦଘାଟନ କରି ସମସ୍ତଙ୍କୁ ଚମକାଇ ଦେଲେ ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମୈଦାନ ଟନେଲ ଓ ୫ଟି ଅଣ୍ଡରପାସ୍ ଉଦଘାଟନ କରିଛନ୍ତି । ତେବେ ଉଦଘାଟନ ପରେ ପିଏମ୍ ମୋଦୀଙ୍କ ନଜର ସେଠାରେ ଥିବା ଆବର୍ଜନା ଉପରେ ପଡ଼ିଥିଲା । ଏହାପରେ…