ରାସ୍ତା ମଝିରେ ସୁମଧୁର ବଂଶୀ ବଜାଇ ସମସ୍ତଙ୍କ ଦିଲ୍ ଜିତିନେଲେ ପୋଲିସ କନଷ୍ଟେବଳ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଶହ ଶହ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖାଯାଉଛି । କେଇ ସେକେଣ୍ଡ ବା ମିନିଟର ଭିଡିଓ ପାଇଁ କିଛି ଲୋକ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି । ଏପରିକି ବହୁଲୋକଙ୍କର ଭାଗ୍ୟ ବଦଳାଇ…

ରାଜଦ୍ରୋହ ଆଇନ ଉପରେ ଲାଗିଲା ସୁପ୍ରିମକୋର୍ଟଙ୍କ ରୋକ୍, ପୁନିର୍ବିଚାର ପର୍ଯ୍ୟନ୍ତ ଦାୟର ହୋଇପାରିବନି ନୂଆ FIR

ନୂଆଦିଲ୍ଲୀ: ରାଜଦ୍ରୋହ ଆଇନର ପ୍ରୟୋଗ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ପୁନର୍ବିଚାର ପର୍ଯ୍ୟନ୍ତ ରାଜଦ୍ରୋହ ଆଇନର ଧାରା ୧୨୪ଏ ଅନୁଯାୟୀ କୌଣସି ମାମଲା ଦାୟର କରାଯାଇ ପାରିବ ନାହିଁ । ଏ ନେଇ କେନ୍ଦ୍ର ସରକାର…

ଦେଶରୁ ହଟିଯିବ କି ରାଜଦ୍ରୋହ ଆଇନ, ଜାଣନ୍ତୁ ସୁପ୍ରିମକୋର୍ଟରେ କ’ଣ ପକ୍ଷ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ରାଜଦ୍ରୋହ ଆଇନର ବୈଧତାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି ।…

ଏକ ଭୟଙ୍କର ବ୍ରେନ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ କରୋନାର ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବା ବେଳେ ସେଠାରେ କିଛି ସହରରେ ଲକଡାଉନ୍ ଲାଗୁ କରାଯାଇଛି । ତେବେ ଏହା ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଭୟଙ୍କର…

ଦେଶର ୧୨ଟି ମନ୍ତ୍ରଣାଳୟରେ ନିଯୁକ୍ତି ପାଇବେ ୧ ଲକ୍ଷ ଡ୍ରୋନ୍ ପାଇଲଟ, ଯୁକ୍ତ ଦୁଇ ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଆଗାମୀ ଦିନରେ ଭାରତ ସରକାର ୧ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତି ଦେବେ । ଆଜିର ସମୟରେ ଦେଶର ୧୨ଟି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଆର୍ମି ଚିଫଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିରକ୍ଷା ସାଜସଜ୍ଜା ସମାରୋହ ଅବସରରେ ସଶସ୍ତ୍ର ବଳର ଯବାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ୬ ଜଣଙ୍କୁ ମରଣୋତ୍ତର ସମେତ ୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର…

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗ: ରାଜ୍ୟମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି ସେମାନଙ୍କୁ ମିଳିପାରେ ସଂଖ୍ୟାଲଘୁ ମାନ୍ୟତା । ଏହା ଉପରେ ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ…

ରାଜ୍ୟର ପୁରୁଷ ଓ ମହିଳା ମଦ ପିଇବାରେ ଏକନମ୍ବର: ଜାତୀୟ ହାରଠାରୁ ଆଗରେ ଓଡ଼ିଶା, ଆସିଲା NFHS ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାର ଜନସାଧାରଣ ଭାରତବର୍ଷରେ ସବୁଠାରୁ ଅଧିକ ମଦ୍ୟପାନ କରୁଛନ୍ତି । ଦେଶର ବଡ଼ ବଡ଼ ରାଜ୍ୟମାନେ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ମଦ୍ୟପାନରେ ଜାତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ସଂଖ୍ୟା…

ସାହାରା ଇଣ୍ଡିଆରେ ଆପଣଙ୍କର ଅର୍ଥ ଫସି ରହିଛି କି, ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ କମ୍ପାନୀରେ ଦେଶର ଅନେକ ନିବେଶଙ୍କ ଅର୍ଥ ଫସି ରହିଛି । ତେବେ ଆପଣଙ୍କର କିଛି ଅର୍ଥ ସାହାରାରେ ଫସି ରହିଛି କି? ଯଦି ଫସିଛି, ତେବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କେନ୍ଦ୍ର ସରକାର…