Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୬ କୋଭିଡ୍ ପଜିଟିଭ୍ Manas Pradhan Apr 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…
Breaking News ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ Manas Pradhan Apr 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରୋଷଘରେ ୪୦ଟି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି ଏହି…
Breaking News କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ: ଶର୍ମିଷ୍ଠାଙ୍କ ଘରୁ ମିଳିଲା ନିରଞ୍ଜନଙ୍କ ଡାଏରୀ, ସେଥିରେ କାହା ବିଷୟରେ ଲେଖାଅଛି Manas Pradhan Apr 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବା ବେଳେ ଦିନକୁ ଦିନ ଗୋଟିଏ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଇତିମଧ୍ୟରେ କ୍ରାଇବ୍ରାଞ୍ଚ ମୁଖ୍ୟ…
Breaking News ଆଜି ଇମ୍ରାନଙ୍କ ଫାଇନାଲ୍ ମୁକାବିଲା: ଅନ୍ତିମ ବଲକୁ ଛକା ମାରିବେ ନା କ୍ଲିନ୍ ବୋଲ୍ଡ ହେବେ ପାକିସ୍ତାନ ଅଧିନାୟକ Manas Pradhan Apr 3, 2022 ନୂଆଦିଲ୍ଲୀ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା ହେବ । ପାକିସ୍ତାନ ସଂସଦରେ ଆଜି ଅବିଶ୍ୱାସ ପ୍ରସ୍ତାବ ଆଗତ ହେବାକୁ ଥିବାବେଳେ ଇମ୍ରାନଙ୍କୁ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ…
Breaking News IAS ସ୍ତରରେ ଅଦଳବଦଳ: ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ Manas Pradhan Apr 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଅଦଳବଦଳ ହେବା ପରେ ଏବେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରରେ ଅଦଳବଦଳ କରାଯାଇଛି । ଏହି କ୍ରମରେ ଶ୍ରୀମନ୍ଦିରର ମୁଖ୍ୟ…
Breaking News ଆଜି ପୁଣି ବେଲଗାମ୍ ତୈଳ ଦର: ଜାଣନ୍ତୁ ପେଟ୍ରୋଲ ଓ ଡିଜେଲ କେତେ ବଢ଼ିଲା Manas Pradhan Apr 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୈଳ ଦରରୁ ଜନସାଧାରଣଙ୍କୁ ନିସ୍ତାର ମିଳୁନି । ଇତିମଧ୍ୟରେ ଗତ ୧୩ ଦିନ ମଧ୍ୟରେ ତୈଳ ଦର ୧୧ ଥର ବଢ଼ିଲାଣି । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଟିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଏହାପରେ…
Breaking News ପୂର୍ବତନ MLA ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ Manas Pradhan Apr 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଣି ହୋଇଛି । କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ହତ୍ୟା ମାମଲାରେ ଅନୁପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଛତିଶଗଡ଼ର ରାୟଗଡ଼…
Breaking News ସରିଲା ହାଇଡ୍ରାମା: କିରଣ ହେଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା Manas Pradhan Apr 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲାଗିଥିବା ହାଇଡ୍ରାମାର ଅନ୍ତ ଘଟିଛି । ଛତ୍ରପୁର ବ୍ଲକର ଅଧ୍ୟକ୍ଷା ମୁକୁଟ ପିନ୍ଧିଛନ୍ତି କିରଣ । ଆଜି ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ଅଟକ…
Breaking News ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ BJP ପାଖରେ ନାହିଁ ଆବଶ୍ୟକ ଅଙ୍କ: ୨୦୧୨ର ଗେମ୍ ଖେଳିବ କି BJD, ଶନିଦଶା ଭୋଗିବ NDA Manas Pradhan Apr 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିକଟରେ ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିସାରିବା ପରେ ରାଷ୍ଟ୍ରପତି ନିର୍ବାଚନ…
Breaking News ସରକାରୀ ଚାକିରିଆଙ୍କ ଡବଲ ଧମାଲ୍: ଦୁଇ ଦିନ ତଳେ ବଢ଼ିଥିଲା DA, ଖୁବଶୀଘ୍ର ବଢ଼ିବାକୁ ଯାଉଛି HRA Manas Pradhan Apr 2, 2022 ନୂଆଦିଲ୍ଲୀ: ଦୁଇଦିନ ପୂର୍ବରୁ ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଭେଟି ଦେଇଥିଲେ । କେନ୍ଦ୍ର ସରକାର ଡିଏ ୩ ପ୍ରତିଶତ ବୃଦ୍ଧି କରିବା ଫଳରେ ସମସ୍ତ ଚାକିରିଆ ଏଣିକି ୩୪ ପ୍ରତିଶତ ଲେଖାଏଁ…