ବିଜେଡି କର୍ମୀଙ୍କୁ ହତ୍ୟା: ସନ୍ଦେହ ଘେରରେ ବିଜେପିର ଜଣେ ବରିଷ୍ଠ ନେତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନୀ ହିଂସା ଚରମସୀମାରେ ପହଞ୍ଚିଛି । ପୂର୍ବରୁ ଏକାଧିକ ସ୍ଥାନରେ ବୁଥ୍ ଜବରଦଖଲ, ପ୍ରାର୍ଥୀଙ୍କୁ ଅପହରଣ, ସାମ୍ବାଦିକଙ୍କୁ ଆକ୍ରମଣ, ମାରପିଟ୍ ଆଦି ଦେଖିବାକୁ…

ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦାଖଲ କରି ଧରାପଡ଼ିଲେ ୨୮ ଜଣ ଛାତ୍ରଛାତ୍ରୀ, ସମସ୍ତଙ୍କର ନାମଲେଖା ବାତିଲ୍ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦାଖଲ କରି ଧରାପଡ଼ିଛନ୍ତି ୨୮ ଜଣ ଛାତ୍ରଛାତ୍ରୀ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନକଲି ସାର୍ଟିଫିକେଟରେ କିଛି ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅଭିଯୋଗ…

ମହିଳାଙ୍କ ଆଖିରୁ ଡାକ୍ତର ବାହାର କଲେ ତିନୋଟି ଜୀଅନ୍ତା ମାଛି

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଦିନକୁ ଦିନ ନୂଆ ନୂଆ ଘଟଣା ସବୁ ଦେଖିବାକୁ ମିଳୁଛି । କିଏ ବାଲି ଖାଇ ବଞ୍ଚୁଛି ତ କାହାର ପେଟରୁ ଲୁହା କଣ୍ଟା ବାହାରିଲାଣି । ତେବେ ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ଗୋଟିଏ ପଟେ ବିଶ୍ୱ ଅନ୍ୟପଟେ ଏକାକୀ ରୁଷ୍: ଆମେରିକାକୁ ପଛକୁ ହଟାଇବା ଯୋଜନାରେ ରହିଛି କି ରୁଷ୍

ନୂଆଦିଲ୍ଲୀ: ବେଳକୁ ବେଳ ୟୁକ୍ରେନ ଓ ରୁଷକୁ ନେଇ ବିଶ୍ୱରେ ଯୁଦ୍ଧର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ପୂର୍ବ ୟୁକ୍ରେନର ଡୋନେଟସ୍କ ଓ ଲୁହାନସ୍କକୁ ଦୁଇଟି ଅଲଗା ଦେଶର ମାନ୍ୟତା ପ୍ରଦାନ କରିବା ଏହି ମାମଲାକୁ ଆହୁରି ବଢ଼ାଇ…

ତିନିଦିନ ପୂର୍ବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଲୋକଟି ଆଜି ହଠାତ୍ ମରିଗଲା କିପରି, କ’ଣ କହୁଛନ୍ତି ପରିବାର ଲୋକେ (See Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟର ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ଉକ୍ତ କଏଦୀଙ୍କର…

ଶକ୍ତିମାନ ଫିଲ୍ମର ସୁପରହିରୋ କିଏ ହେବେ?

ନୂଆଦିଲ୍ଲୀ: ନବେ ଦଶକରେ ଘରେ ପରିଚିିତ ହୋଇଥିବା ସୁପରହିରୋ ‘ଶକ୍ତିମାନ’ ପୁଣି ଥରେ ଦର୍ଶକଙ୍କୁ ନିକଟକୁ ଫେରୁଛି । ଏହାର ଟିଜର ଲଞ୍ଚ ହୋଇସାରିଥିବା ବେଳେ କେବଳ ଟ୍ରେଲରକୁ ହିଁ ରହିଛି ଅପେକ୍ଷା । ତେବେ ଶକ୍ତିମାନ…

ଆଜି ରାଜ୍ୟରୁ ୧୦ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ନୀତିଶ କୁମାର ହୋଇପାରନ୍ତି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଏହାର ଫଳଫଳ ଉପରେ ରହିଛି ସମସ୍ତଙ୍କ ରାଜନୈତିକ ଦଳମାନଙ୍କର ନଜର । ତେବେ ଇତିମଧ୍ୟରେ ପୁଣି ଥରେ ବିପକ୍ଷ ମହାମେଣ୍ଟ ପାଇଁ ପ୍ରସ୍ତୁତି…

କ୍ରୋଧରେ ଥିଲା ଷଣ୍ଢ, ହଠାତ୍ ଏହି ସମୟରେ ଚାଲିଆସିଲା ଜଣେ ସାଇକେଲ୍ ଆରୋହୀ, ଏହାପରେ କ’ଣ କଲା ମହାଦେବ ବାହାନ, See Video

ନୂଆଦିଲ୍ଲୀ: ଯଦି ଗୋଟିଏ ଷଣ୍ଢ କ୍ରୋଧରେ ଥିବ, ଏହି ସମୟରେ ଆପଣ ତା’ ପାଖକୁ ଯିବେ, ସେ କ’ଣ କରିବ ଆପଣ ଭଲ ଭାବରେ ଜାଣନ୍ତି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଅସୁସ୍ଥ ହୋଇପଡ଼ିଛନ୍ତି । କିଛିଦିନ ପୂର୍ବରୁ ହେମାନନ୍ଦ ତାଙ୍କର ନିଜ ଗାଁ ଝାରସୁଗୁଡ଼ା…