‘ପରମ ସୁନ୍ଦରୀ’ ଏମିତି ଭାଙ୍ଗିଦେଲା 12 ଟି ସିନେମାର ଏତେ ବଡ଼ ରେକର୍ଡ, ଫ୍ୟାନ୍ସ ଦେଖି ଫିଦା…
ଓଡ଼ିଶା ଭାସ୍କର: ସିଦ୍ଧାର୍ଥ ମାଲହୋତ୍ରା-ଜାହ୍ନବୀ କପୁର ପ୍ରଥମ ଥର ପାଇଁ 'ପରମ ସୁନ୍ଦରୀ'ରେ ନଜର ଆସିଛନ୍ତି ଏବଂ ୨୯ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ପ୍ରଥମ ଦୁଇ ଦିନରେ ଭଲ ଟଙ୍କା ରୋଜଗାର କରିଥିଲା।…