ଦିଲ୍ଲୀ ଅବକାରୀ ନୀତି ମାମଲା: ସିବିଆଇ କାର୍ଯ୍ୟାଳୟ ବାହାରେ ବିରୋଧ କରୁଥିବା ସମସ୍ତ AAP ନେତାଙ୍କୁ ଅଟକ ରଖିଲା ପୋଲିସ
ନୁଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ ଆଦମୀ ପାର୍ଟୀ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଆଜି ସିବିଆଇ ପଚରା ଉଚରା କରୁଛି । ଏହାରି ମଧ୍ୟରେ କେଜ୍ରିୱାଲଙ୍କ ଜେରାକୁ ବିରୋଧ କରି ଆପ୍ ନେତା…