ଆଧାରକାର୍ଡ଼ରେ ଆପଣ ନିଜର ନାମ, ଠିକଣା ଆଉ ଜନ୍ମ ତାରିଖକୁ କେତେ ଥର ପରିବର୍ତ୍ତନ କରିପାରିବେ, ଜାଣନ୍ତୁ
ନୂଆଦିଲ୍ଲୀ:ଆଧାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଯାହା କେନ୍ଦ୍ର ଏବଂ ରାଜ୍ୟ ସରକାର କିମ୍ବା କୌଣସି ଆର୍ଥିକ ସେବା ପାଇଁ ଆବଶ୍ୟକ। ଆଧାରରେ ଥିବା ସୂଚନା ସବୁବେଳେ ନାମ, ଠିକଣା, ଜନ୍ମ ତାରିଖ ଏବଂ କାର୍ଡରେ ଥିବା…