ଖୋର୍ଦ୍ଧାରୋଡ଼ ଷ୍ଟେସନରୁ ଗଞ୍ଜେଇ ଚାଲଣ ବେଳେ ଦମ୍ପତ୍ତିଙ୍କୁୁ ଧରିଲା ସ୍ପେଶାଲ ଟାକ୍ସ ଫୋର୍ସ ଟିମ୍, ୧୧କିଲୋ ୨ଶହ ଗ୍ରାମ୍ ନୀଳଜହର ଜବତ

ଜଟଣୀ (ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ୧୧କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହାକୁ ଚାଲାଣ କରୁଥିବା ଦମ୍ପତି ସୀମାଞ୍ଚଳ ପ୍ରଧାନ ଓ ସଞ୍ଜୁ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି…

ଆଜି ୪ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି : ୧୦ରୁ ବର୍ଷା ଆଶଙ୍କା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଶୁକ୍ରବାର ଦକ୍ଷିଣ ପଶ୍ଚିମ-ରାଜସ୍ଥାନ ତଥା ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏଥି ଯୋଗୁଁ ଚଳିତ ମାସ ୧୦ ତାରିଖରୁ ଓଡିଶାରେ ବର୍ଷା…

କ୍ୟାପିଟାଲ୍‌ ହସ୍ପିଟାଲରେ ବଢ଼ିଲା କରୋନା ଭୟ: ଡାକ୍ତରଙ୍କ ସହ ୨ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଡାକ୍ତର, ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ କରୋନା…

‘ଏବେ ଯେତେ ଡେଇଁବା କଥା ଡିଅଁ’, ବାକି ଅଛି ଆଉ ଗୋଟିଏ ମ୍ୟାଚ୍’, ପରାଜୟ ପୂର୍ବରୁ ଦ.ଆଫ୍ରିକାକୁ ଚେତାବନୀ ଦେଲେ ବୁମରା

ଜୋହାନ୍ସବର୍ଗ : ଭାରତୀୟ ଦଳ ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ୭ ଓ୍ଵିକେଟ୍ରେ ପରାଜିତ ହୋଇଛି। ଏହି ସିରିଜ୍ର ଦ୍ଵିତୀୟ ଟେଷ୍ଟରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ବାକ୍…

୧୯ ବର୍ଷୀୟ ମହିଳା ଖେଳାଳି ନେଲେ ୭ ୱିକେଟ: ବିପକ୍ଷ ଟିମ୍ ୫୩ ରନରେ ସୀମିତ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବୟସ ମାତ୍ର ୧୯ । ତେବେ ଗୋଟିଏ ମ୍ୟାଚରେ ୭ ୱିକେଟ ନେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ଷ୍ଟେଲ୍ଲା କ୍ୟାମ୍ପବେଲ । କ୍ୟାମ୍ପବେଲ ମାତ୍ର ୮ ଓଭର ବୋଲିଂ କରି ୭ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟେଲାଙ୍କ ଘାତକ…

ୱାଣ୍ଡରର୍ସରେ ଏଲଗାର ମ୍ୟାଜିକ୍: ଜିତିଲା ଦକ୍ଷିଣ ଆଫ୍ରିକା,ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ୱାଣ୍ଡରର୍ସରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୭ ୱିକେଟରେ ପରାସ୍ତ କରିବା ସହିତ ସିରିଜକୁ ୧-୧ ସ୍ଥିତିକୁ ଆଣିଛି ଦଳ । ୨୪୦ ରନର ବିଜୟ ଲକ୍ଷ୍ୟର ପିଛା…

ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକ ଘଟଣା : ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ ଅଟକ ମାମଲାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଏହି…

ନଡ଼ିଆ ଭାଙ୍ଗି ଗୃହ ପ୍ରବେଶ କଲେ ତପସ୍ୱିନୀ: ୪୬ ଦିନର ଲଢେଇ ପରେ ଜିତିଲା ନାରୀଶକ୍ତି, ଦେଖନ୍ତୁ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶେଷରେ ମିଳିଲା ତପସ୍ୱିନୀଙ୍କୁ ନ୍ୟାୟ । ନଡ଼ିଆ ଭାଙ୍ଗି ଶ୍ୱଶୁର ଘରେ କଲେ ପ୍ରବେଶ । ଦୀର୍ଘ ୪୬ ଦିନର ଅହୋରାତ୍ର ଲଢେଇ ପରେ ଜିତିଲା ନାରୀଶକ୍ତି । ତପସ୍ୱିନୀ ନିଜ ଲକ୍ଷ୍ୟରୁ ହାରି ନଥିବା…

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ, ଟ୍ଵିଟ୍ କରି ଦେଲେ ସୂଚନା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟ୍ଵିଟ୍ କରି ଗେହଲଟ୍ ଖୋଦ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ସନ୍ଧ୍ୟାରେ ମୁଁ ନିଜର କରୋନା ଟେଷ୍ଟ…

“ଉଡ୍ର” ତରଫରୁ ବସ୍ତ୍ର ବଂଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର…