ଫେକ ସାର୍ଟିଫିକେଟରେ ଚାକିରୀ ମାମଲାରେ ଯୋଡି ହେଲା ଶିକ୍ଷାବିଭାଗ ନା, ଶିକ୍ଷକ ନକଲି କିନ୍ତୁ ଟଙ୍କା ନେଉଛନ୍ତି ଅସଲି

ଭୂବନେଶ୍ୱର:ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ଆଜି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜିଲ୍ଲାରେ ମାଡିଛି ନକଲି ସାର୍ଟିଫିକେଟ ଚେର । ଏଠାରେ ଫେକ ସାର୍ଟିଫିକେଟ ଦେଖାଇ ଶିକ୍ଷକ ଚାକିରି କରିଥିବା…

PlayBoy ମାଗାଜିନର କଭର ପେଜରେ ଫ୍ରାନ୍ସ ମନ୍ତ୍ରୀଙ୍କ ବିବାଦ ଉପରେ ମୁହଁ ଖୋଲିଲେ ମନ୍ତ୍ରୀ କହିଲେ, ମହିଳାମାନେ ନିଜ ଶରୀର ସହିତ …

ନୂଆଦିଲ୍ଲୀ : ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ମନ୍ତ୍ରଣାଳୟ ପରିଚାଳନା କରୁଥିବା ମର୍ଲେନ୍ ସ୍କିଆପା ଏକ ବଡ ବିବାଦରେ ଛନ୍ଦି ହୋଇଛନ୍ତି। ବାସ୍ତବରେ ସେ 'ପ୍ଲେ-ବଏ' ପତ୍ରିକାର କଭର ପେଜ ପାଇଁ ଏକ ଫଟୋ ଉଠାଇଛନ୍ତି,…

ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଆଖିଡ୍ରପକୁ ନେଇ ଚିନ୍ତାରେ ଆମେରିକା: ଗଲାଣି ୩ ଜଣଙ୍କର ଜୀବନ, ୮ଜଣ ହରାଇଲେନି ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏବେ ପୁଣି ଚିନ୍ତାର ବିଷୟ ପାଲଟିଛି। ଭାରତର ଏକ ଆଖି ଡ୍ରପ ଆମେରିକାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଆଖି ଡ୍ରପ ବ୍ୟବହାର ହେତୁ ଆମେରିକାରେ ତିନି ଜଣଙ୍କର ମୃତ୍ୟୁ…

ପରିସ୍ରା ଅଟକାଇବାରେ ହେଉଛି କି ଅଧିକ ଅସୁବିଧା? ଜାଣନ୍ତୁ ଏହାର ୫ଟି କାରଣ, ଯାହା ପାଇଁ ଏଭଳି ସମସ୍ୟା ହେଉଛି

ନୂଆଦିଲ୍ଲୀ: ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ପରିସ୍ରା ଅଳ୍ପ ସମୟ ପାଇଁ ଅବରୋଧ କରିବା ଏକ କଷ୍ଟକର କାର୍ଯ୍ୟ। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ କିଛି ଲୋକ ପରିସ୍ରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ…

Appleକରୁଛି ପ୍ରଥମ ଥର ଛଟେଇ ! ଏହି ସେକ୍ଟର ଲୋକମାନଙ୍କର ଚାକିରୀ ଯିବାର ସମ୍ଭାବନା ଅଧିକ

ନୂଆଦିଲ୍ଲୀ: ଆପଲ୍ ଏପର୍ଯ୍ୟନ୍ତ ଛଟେଇ ମାର୍ଗ ଗ୍ରହଣ କରି ନାହିଁ। ଖର୍ଚ୍ଚ କମାଇବା ଏବଂ ଖର୍ଚ୍ଚ କାଟିବା ଭଳି କମ୍ପାନୀ ଏବେ ଛଟେଇର ପଦକ୍ଷେପ ନେଉଛି। ତେବେ ବର୍ତ୍ତମାନର ରିପୋର୍ଟ ଅନୁଯାୟୀ ଆମେରିକୀୟ କମ୍ପାନୀ ଆପଲ…

ସାବଧାନ! ଶୋଇବା ସମୟରେ ଜଳାଉଛନ୍ତି କି ମଶା ଧୂପ? କେବଳ ମଶାକୁ ମାରିବାରେ ନୁହେଁ ଆପଣଙ୍କ ଜୀବନ ମଧ୍ୟ କରିପାରେ ନିପାତ

ନୂଆଦିଲ୍ଲୀ:ଆପଣଙ୍କ ଘରେ ଛୋଟ ବେଳେ ନିହାତି ଭାବରେ ମଶା ଧୂପ ଦେଖିଥିବେ। ଯେତେବେଳେ ଲାଇନ ପଳେଇଯାଏ ପ୍ରାୟ ସବୁ ଘରେ ଏହି ମଶା ଧୂପ ଲଗାଯାଏ । କିନ୍ତୁ ମଶାମାନଙ୍କୁ ଘଉଡାଇବା ପାଇଁ ଆପଣ ବ୍ୟବହାର କରୁଥିବା ମଶା ଧୂପ…

୫୦ ବର୍ଷ ପରେ ଚନ୍ଦ୍ରକୁ ମଣିଷ ପଠାଇବ ଆମେରିକା, ଯେଉଁଥିରେ ସାମିଲ ଅଛନ୍ତି ପ୍ରଥମ ମହିଳା

ନୂଆଦିଲ୍ଲୀ: ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ସୋମବାର ଚାରି ଜଣ କ୍ରୁ ସଦସ୍ୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ରକୁ…

ସକାଳୁ ଏଲନ୍ ଙ୍କ ବଡ଼ ଧମାକା: ଟ୍ୱିଟର ଲୋଗୋ ରୁ ହଟିଲା ନୀଳ ପକ୍ଷୀ, Doge ଏବେ ନୂଆ ଲୋଗୋ

ନୂଆଦିଲ୍ଲୀ : ଟ୍ୱିଟର ସିଇଓ ଏଲନ୍ ମସ୍କ ଯେବେ ଠାରୁ ଟ୍ୱିଟରର ମାଲିକାନା ତାଙ୍କ ହାତକୁ ନେଲେଣି ସେବେ ଠାରୁ ପ୍ରତିଥର କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଉ ସେ ତାଙ୍କର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପାଇଁ…

SBI ନା ପୋଷ୍ଟ ଅଫିସ କେଉଁ ଆରଡ଼ିରେ ମିଳୁଛି ଅଧିକ ଫାଇଦା, କାହାକୁ କରି ମାଲାମାଲ ହେଇପାରିବେ; ଜାଣନ୍ତୁ

ଭୁବନେଶ୍ୱର:ସମସ୍ତେ ଟଙ୍କା ଅର୍ଜନ କରୁଛନ୍ତି । ଆଉ ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ସବୁ କିଛି ମହଙ୍ଗା ହେଇ ଚାଲିଛି । ଆଉ ଯଦି ଆପଣଙ୍କ ପାଖରେ କୌଣସି ସଞ୍ଚୟ ପ୍ଲାନ ନାହିଁ ତେବେ ଆଗକୁ ଆପଣଙ୍କୁ ଏହା ବହୁତ…

ବୁଲାକୁକୁରଙ୍କ ଉତ୍ପାତ, କୁକୁର ମୁହଁରେ ନବଜାତ ଶିଶୁ ସରକାରୀ ଡାକ୍ତରଖାନା ଭିତରେ ପଶିଲା ଝାମ୍ପି ନେଲା ଆଉ ତାପରେ ….

ନୂଆଦିଲ୍ଲୀ: ଆଜି କାଲି ବୁଲା କୁକୁର ମାନଙ୍କ ଆତଙ୍କ ଚାରିଆଡେ ଶୁଣିବାକୁ ମିଳୁଛି । କେଉଁଠାରେ କୁକୁର ଗାଡି ଆଗରେ ପଶିଯାଉଛନ୍ତି ତ ଆଉ ଏବେ କିଛି ଏଭଳି ଘଟଣା ହୋଇଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ।…