୨୬ରୁ ନବମ ଶ୍ରେଣୀର ‘ସମିଟିଭ୍‌ ଆସେସମେଣ୍ଟ-୧’ ପରୀକ୍ଷା, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଇଁ ଗାଇଡ଼ଲାଇନ୍ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଚଳିତମାସ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ପରୀକ୍ଷା (ସମିଟିଭ୍‌ ଆସେସମେଣ୍ଟ-୧)କରାଇବା ପାଇଁ ଓଡ଼ିଶା ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର…

କାର୍ତ୍ତିକ ପୂର୍ଣ୍ଣିମା: ଆଜି ବନ୍ଦ ରହିବ ଶ୍ରୀମନ୍ଦିର, ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ (ଭାସ୍କର ନ୍ୟୁଜ୍‌): ଆଜି କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ  ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରିଥିଲେ…

ସଚିନ୍ ଓ ଦ୍ରାବିଡଙ୍କ ନାମ ଆଧାରରେ ରହିଛି ଏହି ଖେଳାଳିଙ୍କ ନାମ: ଖେଳି ସାରିଛନ୍ତି ଦୁଇଟି ବିଶ୍ୱକପ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଦଳର ୨୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳି ରାଚିନ୍ ରବୀନ୍ଦ୍ରଙ୍କୁ ନେଇ ବେଶ୍ ଚର୍ଚ୍ଚା । ରବୀନ୍ଦ୍ର ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ଏହି ଭାରତୀୟ…

ଆନ୍ତର୍ଜାତୀୟ ପୁରୁଷ ଦିବସରେ ପୁରୁଷଙ୍କ ନୀରବ ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ପାଳିତ ହେବ ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୧ ଏବଂ ବିଶ୍ୱ ପାଇଖାନା ଦିବସ । ପୁରୁଷ ହୃଦୟର ଅନେକ ଅସମାହିତ ପ୍ରଶ୍ନକୁ ନିଜର ଚିତ୍ରକଳାରେ ଜୀବନ୍ତ କରିବାକୁ ଚେଷ୍ଟା…

ସେକ୍ସ ଲାଇଫର ସମସ୍ତ ସମସ୍ୟା ଦୂରେଇ ଯିବ: ଆଜି ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ

ନୂଆଦିଲ୍ଲୀ: ପୁରୁଷଙ୍କ ପାଇଁ ମଧ୍ୟ କେତକ ପୋଷକ ତତ୍ୱ ବେଶ୍‌ ଆବଶ୍ୟକ । ପୁରୁଷଙ୍କର ସେକ୍ସ ଲାଇଫ୍‌ ପାଇଁ ଏହି ସବୁ ଖାଦ୍ୟ ସୁଖମୟ କରିଥାଏ । ଅନେକ ସମସ୍ୟାକୁ ଦୂର କରିଥାଏ। ଲୋକଙ୍କର ଦୁର୍ବଳତାକୁ ଏହା ଦୂର କରିବା ସହ…

ସପନା ଚୌଧୁରୀଙ୍କ ନାମରେ ଜାମିନୀ ବିହୀନ ଗିରଫ ପରୱାନା; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ଓ ଗାୟିକା ସପନା ଚୌଧୁରୀଙ୍କ ନାଁରେ ଠକେଇ ମାମଲା । ତାଙ୍କ ନାମରେ ଏକ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି ହୋଇଛି । ଖୁବ ଶୀଘ୍ର ଗିରଫ ହୋଇ କୋର୍ଟରେ ହାଜର ହେବେ…

୭୦୦ ଟଙ୍କାରେ ମିଳିବ ରେଡମୀ ସ୍ମାର୍ଟଫୋନ୍: ଜାଣନ୍ତୁ କଣ ରହିଛି ସର୍ତ୍ତ

ନୂଆଦିଲ୍ଳୀ: ମାତ୍ର ୭୦୦ ଟଙ୍କାରେ ମିଳିବ ରେଡମୀ ସ୍ମାର୍ଟଫୋନ୍ । ଆମାଜନ ପକ୍ଷରୁ ଏପରି ଏକ ଆକର୍ଷଣୀୟ ଅଫର ପ୍ରଦାନ କରାଯାଇଛି । ଆମାଜନ ପକ୍ଷରୁ ସ୍ମାର୍ଟଫୋନ୍ ଅପଗ୍ରେଡ ଡେ ଜରିଆରେ ଗ୍ରାହକ ମାନଙ୍କୁ ଏହି ଅଫର ପ୍ରଦାନ…

ମାଲକାନଗିରିର ମଡେଲ ସ୍କୁଲ: ଭର୍ଚୁଆଲ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି (ଓଡ଼ିଶା ଭାସ୍କର): :ମାଲକାନଗିରି ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୁଢ କରିବା ପାଇଁ ରାଜ୍ୟ ସରକାର ୫ଟି ମାଧ୍ୟମରେ ମୋ ସ୍କୁଲ ଅଭିଯାନରେ ଜିଲ୍ଲାରେ ୬ଟି ମଡେଲ ସ୍କୁଲ ନିର୍ମାଣ କରିଥିବା ବେଳେ ଆଜି…

ମାଓବାଦୀ ହିଂସା: ୧୪ଟି ସ୍ଥାନରେ NIA ଚଢାଉ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ଉପଦ୍ରବ । ଛତିଶଗଡର ସବୁଠାରୁ ମାଓ ଉପଦ୍ରୁତ ଇଲାକା ବସ୍ତରରେ ମାଓବାଦୀ ହିଂସାକୁ ନେଇ ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରାଯାଇଛି । ବସ୍ତରରେ ମାଓବାଦୀ…

ପଣ୍ଟିଂଙ୍କ ଖୁଲାସା- ଟିମ୍ ଇଣ୍ଡିଆର କୋଚ୍ ପାଇଁ ମିଳିଥିଲା ଅଫର, ଦ୍ରାବିଡ ପଦ ସମ୍ଭାଳିବା ନେଇ ମୁଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରେ ନୂତନ ଯୁଗ ଆରମ୍ଭ ହୋଇ ଯାଇଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ ମାର୍ଗଦର୍ଶନରେ…