ସଂଘବଦ୍ଧ ହତ୍ୟାର ରାଜଧାନୀ ପାଲଟୁଛି ଭୁବନେଶ୍ୱର; ୮ ମାସରେ ହେଲାଣି ୧୫ ହତ୍ୟା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ବଢ଼ୁଛି ସଂଘବଦ୍ଧ ଆକ୍ରମଣ । ବିଗତ ୮ ମାସ ମଧ୍ୟରେ ୧୫ରୁ ଅଧିକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ମଧ୍ୟରେ ୭ରୁ ଅଧିକ ସଂଘବଦ୍ଧ ଆକ୍ରମଣ ସାମିଲ ଅଛି । ବିଗତ ୮ ମାସରେ ପ୍ରାୟ ୭ଟି…