ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଲୁଟୁଛନ୍ତି ସ୍ମାର୍ଟ ଏମବିଏ ଲୁଟେରା; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାଇବର ଠକେଇ ଦିନକୁକ ଦିନ ବଢି ଚାଲିଥିବା ବେଳେ ଆଉ ଜଣେ ସ୍ମାର୍ଟ ଲୁଟେରାକୁ କାବୁ କରିଛି କମିଶନରେଟ ପୋଲିସ୍ । ଏହି ସ୍ମାର୍ଟ ଲୁଟେରା ଜଣକ ଜଣେ ଏମବିଏ ଛାତ୍ର । ଏହି ପାଠ ପଢୁଆ ଚୋର ଜଣକ…

କୁକୁରଙ୍କ ହାତରେ ପଞ୍ଜାବ ଶାସନ ଡୋରି; ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା

ନୂଆଦିଲ୍ଲୀ: କୁକୁରଙ୍କ ହାତରେ ରହିଛି ପଞ୍ଜାବର ଶାସନ ଡୋରି । ଏମିତି ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ତରୁଣ ଚୁଘ । ନଭଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା କାରଣରୁ…

ଆଇପିଏଲ ୨୦୨୧: ଦିଲ୍ଲୀ ବିପକ୍ଷରେ କେକେଆରର ସହଜ ବିଜୟ

ନୂଆଦିଲ୍ଲୀ: ଆଇପିଏଲର ୪୧ ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସହଜ ବିଜୟ ହାସଲ କରିଛି କେକେଆର । ମାତ୍ର ୧୨୮ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ଓଭରରେ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା । ନୀତିଶ…

ସିିଦ୍ଧୁଙ୍କ ସମର୍ଥନରେ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କଲେ ରେଜିଆ ସୁଲତାନା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ଅର୍ନ୍ତଦ୍ୱନ୍ଦ ଥମିବାର ନାମ ନେଉନାହିଁ । ପଞ୍ଜାବ କଂଗ୍ରେସ ସଭାପତି ଦାୟିତ୍ୱରେ ରହିଥିବା ନଭଜୋତ ସିଂ ସିଦ୍ଧୁ ଇସ୍ତଫା ପ୍ରଦାନ କରିବା ପରେ ଏହି ଅନ୍ତଃକନ୍ଦଳ ଆହୁରି…

ଆୟର, ନାରିନ ଓ ଫର୍ଗୁସନଙ୍କ ବୋଲିଂ ସଫଳତା; କେକେଆର ସମ୍ମୁଖରେ ୧୨୮ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: କେକେଆର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୧୨୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଟସ ଜିତି ପ୍ରଥମେ ବୋଲିଂ କରିଥିବା କେକେଆର ପକ୍ଷରୁ ଲୋକି ଫର୍ଗୁସନ,…

ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କଲେ ଋଷଭ ପନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଏକ ରେକର୍ଡ ନିଜ ନାମରୋ କରିଛନ୍ତି । ପୂର୍ବତନ ଭାରତୀୟ ଓପନର ତଥା ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ବୀରେନ୍ଦ୍ର ସେହ୍ୱାଗଙ୍କୁ ଅତିକ୍ରମ କରିଛନ୍ତି ପନ୍ତ ।…

ସୀମା ବିବାଦ ମଧ୍ୟରେ ପୁଣି ଥରେ ଅନୁପ୍ରବେଶ କଲା ଚୀନ୍

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାମ ନେଉନଥିବା ବେଳେ ପୁଣି ଥରେ ଅନୁପ୍ରବେଶ କରିଛି ଚୀନ୍ । ଚୀନର ପିପୁଲ୍ସ ଲିବରେସନ ଆର୍ମିର ୧୦୦ରୁ ଅଧିକ ଯବାନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ନେଥଇ…

ଲକଡାଉନରେ ଚନ୍ଦା ହେଇଗଲା ୮ ବର୍ଷର ବାଳିକା; କାରଣ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ କରୋନା ଏହାର ପ୍ରଭାବ ବିସ୍ତାର କରିଥିବା ବେଳେ ପ୍ରାୟତଃ ସମସ୍ତ ରାଷ୍ଟ୍ର ଲକଡାଉନ ଜାରି କରିଛନ୍ତି । ଲକଡାଉନରେ ରହିବା ଦ୍ୱାରା ଘର ମଧ୍ୟରେ ରହିବା ଦ୍ୱାରା ମାନସିକ ଅବସାଦ ମଧ୍ୟ ବୃଦ୍ଧି…

ପଞ୍ଜାବ ପାଇଁ ସିଦ୍ଧୁ ଅନଫିଟ୍; ଦିଲ୍ଳୀ ଗସ୍ତ ପୂର୍ବରୁ ଅମରିନ୍ଦରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବେ । ମଙ୍ଗଳବାର ଦିନ ଅମରିନ୍ଦର ଦିଲ୍ଲକୀ ଯାଉଥିବା ବେଳେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।…

କେକେଆର ପକ୍ଷରୁ ସାଉଦିଙ୍କ ପଦାର୍ପଣ; ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ୪୧ ତମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କେକେଆର ୪ର୍ଥ ସ୍ଥାନରେ ରହିଛି ।…