ମା’ର ଜନ୍ମଦିନରେ ଭିଆଇଲା ବର୍ବର କାଣ୍ଡ; ପୁରା ପରିବାରକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ୧୫ ବର୍ଷୀୟ ବାଳକ

ନୂଆଦିଲ୍ଲୀ: ଜଣେ ୧୫ ବର୍ଷୀୟ ବାଳକ ଏମିତି କିଛି ବର୍ବର କାଣ୍ଡ ଭିଆଇଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରିଯିବ । ଟେକ୍ସାସର ଏଙ୍ଗଲିସାଇଡରେ ରହୁଥିବା ଏହି ୧୫ ବର୍ଷୀୟ ଏହି ବାଳକ ଜଣଙ୍କ ନିଜ ମା’ର ଜନ୍ମଦିନ ଅବସରରେ…

Pegasus Spyware ମାମଲା; ତଦନ୍ତ କମିଟି ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପେଗାସସ ସ୍ପାଏୱେୟାର ମାମଲାରେ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନ୍ନା ତଦନ୍ତ କମିଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।…

ଅକ୍ଟୋବର ୧ରୁ ବନ୍ଦ ହେବ ଅଟୋ ଡେବିଟ୍ ନିୟମ; EMI ପରିଶୋଧରେ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ ତାରିଖରୁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏକ ନୂତନ ସୁବିଧା ଲଞ୍ଚ କରାଯାଉଛି । ଏହି ନୂତନ ସୁବିଧା ଅନୁଯାୟୀ ଅଟୋ ଡେବିଟ ବ୍ୟବସ୍ଥା ବନ୍ଦ କରାଯିବ । କୌଣସି ଇଏମଆଇ ପରିଶୋଧରେ ଏହି ବ୍ୟବସ୍ଥା…

ଗଛକୁ ମିଳିବ ପେନସନ୍; ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଗଛ ପାଇଁ ମିଳିବ ପେନସନ । ୭୫ ବର୍ଷର ଉଦ୍ଧ୍ୱର୍ ବୟସର ଗଛକୁ ସରକାର ଦେବେ ପେନସନ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏଥିପାଇଁ ସେ ଏକ ଯୋଜନା…

୪ଟି ଦେଶୀ ବନ୍ଧୁକ ସହିତ ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ପୁଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ…

ପ୍ୟାଣ୍ଟ ବୋତାମ ଦେବାକୁ ଭୁଲିଗଲେ ; ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଉର୍ଫି ଜାଭେଦ୍

ନୂଆଦିଲ୍ଳୀ: ପୁଣି ଥରେ ନିଜର ଅଜବ କପଡା ପିନ୍ଧା ଶୈଳୀକୁ ନେଇ ଚର୍ଚ୍ଚାରେ ଅଛନ୍ତି ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ୍ । ପୂର୍ବରୁ ନିଜର ଏୟାରପୋର୍ଟ ଲୁକକୁ ନେଇ ଚର୍ଚ୍ଚାରେ ଥିବା ଉର୍ଫି ପୁଣି ଥରେ ସମାନ କାରଣ ପାଇଁ…

ଘର କିଣିବା ପାଇଁ ସ୍ୱପ୍ନ ରହିଛି କି ? ଜାଣନ୍ତୁ କିଭଳି ଏସ୍‌ବିଆଇରୁ ଗୃହ ଋଣ ହାସଲ କରିବେ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏସ୍‌ବିଆଇ ହେଉଛି ଦେଶର ସର୍ବବୃହତ ବନ୍ଧକ ଭିତିକ ଋଣ ପ୍ରଦାନକାରୀ ଯାହା ୩୦ ଲକ୍ଷରୁ ଅଧିକ ପରିବାରର ଘର କିଣିବା ସ୍ୱପ୍ନକୁ ପୂରଣ କରିଛି । ଗ୍ରାହକମାନେ ଯେଭଳି ସୁଲଭ ବାସଗୃହ ହାସଲ କରି…

ନୀରଜ ଚୋପ୍ରାଙ୍କୁ TOKYO ଉପହାର ଦେଲେ ଅଭିନବ ବିନ୍ଦ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଭେଟିଛନ୍ତି ଅଭିନବ ବିନ୍ଦ୍ରା । ବୁଧବାର ଭାରତୀୟ ଅଲିମ୍ପିକ୍ସ ଇତିହାସର ଦୁଇ ସ୍ୱର୍ଣ୍ଣ ବିଜେତା ପରସ୍ପରକୁ ଭେଟିଥିଲେ । ଏହା…

ବିଶ୍ୱ ଦେଖିବ ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ କାହାଣୀ, ଅକ୍ଟୋବରରୁ ଷ୍ଟାର ପ୍ଲସ୍‌ରେ ଧାରାବାହିକ ପ୍ରସାରଣ

ମୁମ୍ବାଇ: ଦେଶର ପ୍ରଥମ ସ୍ୱାଧାନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କୁ ନେଇ ଆସୁଛି ଧାରାବାହିକ ‘ବିଦ୍ରୋହୀ’ । ଆସନ୍ତା ଅକ୍ଟୋବର ମାସରେ ଷ୍ଟାର ପ୍ଲସରେ ଏହି ହିନ୍ଦୀ ଧାରାବାହିକ ପ୍ରସାରିତ ହେବ । ପାଇକ…

ୱାଶିଂଟନ ଡିସିରେ ପହଞ୍ଚିଲେ ମୋଦୀ; ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଆଜି ଭେଟିବେ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି । ଗୁରୁବାର ଭୋର ୩.୩୦ ମିନିଟରେ ମୋଦୀ ୱାଶିଂଟନରେ ପହଞ୍ଚିଥିଲେ । ଜଏଣ୍ଟ ବେସ ଆଣ୍ଡ୍ର୍ୟୁସ ଏୟାରବେସରେ…