ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ଅନାବଶ୍ୟକ: ବିଲ ଆଣିଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ପ୍ରବେଶିକା ପରୀକ୍ଷା ଏଣିକି ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଟ ପ୍ରବେଶିକା ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହା ବିରୋଧରେ ବିଲ…

ଅଗଷ୍ଟ ମାସ ପାଇଁ ରୁଟ ପ୍ଲେୟର ଅଫ୍ ଦ ମନ୍ଥ

ନୂଆଦିଲ୍ଳୀ: ସୋମବାର ଆଇସିସି ପକ୍ଷରୁ ଏହାର ପ୍ଲେୟର ଅଫ୍ ଦ ମନ୍ଥ ଘୋଷଣା କରାଯାଇଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ ଏବଂ ଆୟାର୍ଲାଣ୍ଡର ଏଇମାର ରିଚାର୍ଡସନଙ୍କୁ ଆଇସିସି ପ୍ଲେୟର ଅଫ ଦ ମନ୍ଥ ଭାବରେ ଘୋଷଣା କରାଯାଇଛି ।…

ଜୋକୋଭିଚଙ୍କ CALENDER SLAM ଆଶା ଅଧୁରା; ମେଦଭେଦେଭଙ୍କୁ ୟୁଏସ ଓପନ ଟାଇଟଲ

ନୂଆଦିଲ୍ଲୀ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ସର୍ବିଆର ନୋଭାକ ଜୋକୋଭିଚଙ୍କ କ୍ୟାଲେଣ୍ଡର ସ୍ଲାମ ଆଶା ଅଧୁରା ରହିଯାଇଛି । ୧୯୬୯ ପରେ ପ୍ରଥମ ପୁରୁଷ ଖେଳାଳି ଭାବରେ କ୍ୟାଲେଣ୍ଡର ସ୍ଲାମ ଆଶା ରଖିଥିବା…

ପୁଣି ଥରେ ଆକାଶରେ ଉଡ଼ିବ ଜେଟ ଏୟାରୱେଜ୍; ଜାଣନ୍ତୁ କେବେ

ନୂଆଦିଲ୍ଲୀ: ଦେବାଳିଆ ହେବା କାରଣରୁ ବନ୍ଦ ହୋଇଥିବା ନରେଶ ଗୋୟଲଙ୍କ ବିମାନ କମ୍ପାନୀ ଜେଟ ଏୟାରୱେଜ ପୁଣି ଥରେ ଆକାଶରେ ଉଡିବ । କମ୍ପାନୀ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିବା ବେଳେ ଆସନ୍ତା ବର୍ଷରୁ ଏହି ଯାତ୍ରା…

ଦେଶରେ ବ୍ୟାପୁଛି ଆଉ ଏକ ନୂଆ ଜ୍ୱର: ୧୩୦ ଶିଶୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କରୋନା, ଡେଙ୍ଗୁ ଏବଂ ନିପା ପରେ ଦେଶରେ ଆଉ ଏକ ଭାଇରସ ବ୍ୟାପିବାରେ ଲାଗିଛି । ପଶ୍ଚିମବଙ୍ଗରେ ଏକ ନୂତନ ଜ୍ୱର ଏହାର କାୟା ମେଲାଇବାରେ ଲାଗିଛି । ପଶ୍ଚିମବଙ୍ଗ ଅନ୍ତର୍ଗତ ଜଲପାଇଗୁଡି ଜିଲ୍ଲାରେ ଏହି ଅଜଣା…

ହିନ୍ଦୁ ଯୁବକ- ମୁସଲିମ ଯୁବତୀ, ବିବାହ ନହେବାରୁ ଫାଶି ଲଗାଇ କଲେ ଆତ୍ମହତ୍ୟା

ଅଲିଗଡ : ଉଭୟ ଥିଲେ ଅଲଗା ଅଲଗା ଧର୍ମର ।   ବାହାଘର କରିବାକୁ ରାଜି ନଥିଲେ ପରିବାର ଲୋକ । ଶେଷରେ ଫାଶି ଲଗାଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଅଲିଗଡ ଜିଲ୍ଲାର ହରଦୁଆଗଞ୍ଜ ଥାନା…

ଏଥର ଟି-୨୦ ବିଶ୍ୱ କପରେ ନଜର ଆସିବେନି ସମସ୍ତ ଚାମ୍ପିଅନ ଅଧିନାୟକ, ଧୋନୀ ଖେଳିଛନ୍ତି ସବୁଠୁ ଅଧିକ ୨ ଫାଇନାଲ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପକୁ ନେଇ ସମସ୍ତ ୧୬ ଦଳ ପ୍ରସ୍ତୁତ । ସବୁ ୧୬ ଟିମ୍ ଘୋଷଣା ହୋଇ ସାରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ଥର ଟି-୨୦ ବିଶ୍ୱ କପ୍ ଖେଳିବାକୁ ଯାଉଛି । ଦଳ ୨୦୦୭ ପରଠୁ…

ନିଟ୍ ପରୀକ୍ଷା ଦେବେ ନାହିଁ ତାମିଲନାଡୁ ଛାତ୍ର-ଛାତ୍ରୀ ! ଗୃହରେ ବିଧେୟକ ଆଗତ

ଚେନ୍ନାଇ : ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍)ରେ ସାମିଲ ହେବ ନାହିଁ ତାମିଲନାଡୁ । ତାମିଲନାଡୁର ଛାତ୍ର-ଛାତ୍ରୀ ନିଟ୍ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଏ ନେଇ ବିଧାନସଭାରେ ବିଲ୍ ଆଗତ…

ଚୀନ ମିଡିଆର ଚେତାବନୀ- ଆମକୁ ଶତ୍ରୁ ଭାବିବାର ଭୁଲ ନକରୁ ଆମେରିକା, ପୁଣି ହୋଇପାରେ ୯/୧୧ ପରି ଆତଙ୍କବାଦୀ ହମଲା

ନୂଆଦିଲ୍ଲୀ : ୯/୧୧ ଆତଙ୍କବାଦୀ ହମଲାର ୨୦ ବର୍ଷ ପୂର୍ତ୍ତିକୁ ନେଇ ବଡ ବୟାନ ଦେଲା ଚୀନ ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ । ଏହାର ସଂପାଦକ ହୁ ଜିଜିନ କହିଛନ୍ତି ଯେ, ଆମେରିକା ଚୀନକୁ ନିଜର ଶତ୍ରୁ ମାନିବାର ଭୁଲ୍ ନକରୁ…

ତୃତୀୟ ଲହରର ଆଶଙ୍କା ବହୁତ କମ, ତଥାପି ସ୍କୁଲ ଖୋଲିବାରେ ତର ତର ହୁଅନ୍ତୁ ନାହିଁ : ବୈଜ୍ଞାନିକ

ନୂଆଦିଲ୍ଲୀ : ଦେଶରେ ତୃତୀୟ ଲହରର ଆଶଙ୍କା କମ ରହିଛି । ଯଦି ବି ଆସେ ତେବେ ଏହାର ପ୍ରଭାବ ଦ୍ୱିତୀୟ ଲହରଠୁ ଦୁର୍ବଳ ରହିବ । ଏହା କହିଛନ୍ତି ଆଇସିଏମଆରର ପୂର୍ବତନ ବୈଜ୍ଞାନିକ ଡ. ରମନ ଗଙ୍ଗାଖେଡକର । ସେ ଦାବି କରିଛନ୍ତି…