ଦିଲ୍ଲୀରେ ପରିବା ମଣ୍ଡିରେ ଭୁଶୁଡିଲା ଚାରି ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର ପରିବା ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ମୃତାହତର କୌଣସି ସୂଚନା ମିଳିନାହିଁ ।…

ଗଣେଶ ମହୋତ୍ସବ ଆଣିପାରେ କରୋନାର ତୃତୀୟ ଲହର! ଚିନ୍ତା ପ୍ରକଟ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟ ବଢିଛି । ତେବେ ଗଣେଷ ପୂଜା ପରେ କରୋନା ଭୂତାଣୁ ବୃଦ୍ଧି ହୋଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । କେରଳରେ ଓନମ୍‌ ପର୍ବ ପରେ ସେଠାରେ ସଂକ୍ରମଣ ମାମଲା ବୃଦ୍ଧି…

କରୋନାକୁ ନେଇ ଚିଡିଆଖାନାରେ ବଢ଼ିଲା ଚିନ୍ତା, ୧୩ ଗରିଲା କୋଭିଡ୍ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସିଂହମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗରିଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି । ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ଜର୍ଜିଆସ୍ଥିତ ଆଟଲାଣ୍ଟା…

ଜିପ୍‌କୁ ପଛପଟୁ ପିଟିଲା ଟ୍ରକ୍‌: ୭ ମୃତ, ୫ ଆହତ

ବେଙ୍ଗାଲୁରୁ: ଜିପ୍ କୁ ପଛପଟୁ ଟ୍ରକ୍‌ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ସୂଚନାନୁସାରେ ଏକ…

ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ

କେନ୍ଦୁଝର (ଭାସ୍କର ନ୍ୟୁଜ୍‌): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ।…

ଆଜି ବି ପ୍ରବଳ ଛେଚିବ ବର୍ଷା: ୭ ଜିଲ୍ଲାକୁ ରେଡ୍‌, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସିଙ୍କ…

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହି ଅବପାତ ଏବେ ଚାନ୍ଦବାଲିଠାରୁ ଉତ୍ତର-ଦକ୍ଷିଣ ଉତ୍ତରଦିଗରେ ୮୦ କି.ମି., ପାରାଦୀପ…

ଆଜି କଟକ ବନ୍ଦ , ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଗାଡ଼ି ଚଳାଚଳ ବନ୍ଦ

କଟକ (ଭାସ୍କର ନ୍ୟୁଜ୍‌): ବିଜେପି ପକ୍ଷରୁ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ଦୂର୍ଗାପୂଜାରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ଏହି ବନ୍ଦ ଡାକରା ଦିଆଯାଇଛି ।…

ଆପଣାନ୍ତୁ ଏହି ସବୁ ବାସ୍ତୁ ଟିପ୍ସ; ଘରକୁ ଆସିବ ସୁଖ ସମୃଦ୍ଧି

ବାସ୍ତୁର ଚମତ୍କାରିତା ଲାଭ ବିଷୟରେ ତ ସମସ୍ତେ ଜାଣିଥାନ୍ତି । ନୂଆ ଘର ବା ଅଫିସରେ ସୁଖ, ଶାନ୍ତି ଓ ଲାଭ ପାଇଁ ଲୋକମାନେ ସବୁ କାମ ବାସ୍ତୁ ହିସାବରେ କରିଥାନ୍ତି । ବାସ୍ତୁ ପଛରେ ଥିବା ବୈଜ୍ଞାନିକ ପ୍ରଭାବକୁ ଆଜି ଯାଏଁ…

ଜଳାର୍ଣ୍ଣବ SMART CITY ;ଏମିତି ଟ୍ୱିଟ କଲେ ଅପରାଜିତା

ଭୁବନେଶ୍ୱର (ଓଡିଶା ଭାସ୍କର) : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ରହିଛି । ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନ…

ଏମ୍ମା ରାଡୁକାନୁଙ୍କୁ US OPEN ଟାଇଟଲ: ୪୪ ବର୍ଷରେ ରଚିଲେ ଇତିହାସ

ନୂଆଦିଲ୍ଲୀ: ବ୍ରିଟିଶ ଟିନଏଜର ଖେଳାଳି ଏମ୍ମା ରାଡୁକାନୁ us open ଜିତି ଇତିହାସ ରଚିଛନ୍ତି। ରବିବାର ଅନୁଷ୍ଠିତ ମୁକାବିଲାରେ ଏମା କାନାଡାର ଲେଲା ଫର୍ଣାଣ୍ଡେଜଙ୍କୁ ପରାସ୍ତ କରିଛନ୍ତି। ୧୮ ବର୍ଷୀୟା ଏମା ୬-୪ ଓ ୬-୩…