Featured ତାଲିବାନ ସରକାରୀ ହାଇଟେବୁଲରେ ବସିଲେ ହାର୍ଡକୋର ଆତଙ୍କବାଦୀ Abinash Kumar Dhal Sep 9, 2021 ନୂଆଦିଲ୍ଲୀ: ହାର୍ଡକୋର ତାଲିବାନୀ ଆତଙ୍କ ବାଦୀ ବସିବେ ହାଇ ଟେବୁଲ୍ ସରକାରରେ ।ରକେଟ୍ ଆକ୍ରମଣ ଓ ରାସ୍ତାକଡ଼ ସୁଇସାଇଡ୍ ବମ୍ବିଂ ଲାଗି କୁଖ୍ୟାତ ହକାନୀ ନେଟଓ୍ୱର୍କ । ହକାନି ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ…
Featured ଜିନ୍ସ ପିନ୍ଧି ପାରିବେନି ଶିକ୍ଷକ-ଶିକ୍ଷୟିତ୍ରୀ; ଅଜବ ନିୟମ ଆଣିଲା ଏହି ଦେଶ Abinash Kumar Dhal Sep 9, 2021 ନୂଆଦିଲ୍ଲୀ: ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି ପାରିବେନି ଜିନ୍ସ । ଫେଡେରାଲ ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଏଣିକି ଶିକ୍ଷକ ମାନେ ଜିନ୍ସ ପିନ୍ଧି ପାରିବେ ନାହିଁ ।…
Featured BSNL ସମସ୍ତ ପ୍ରିପେଡ ମୋବାଇଲ୍ ପ୍ଲାନରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ ବଢ଼ିଲା କି କମିଲା… Abinash Kumar Dhal Sep 9, 2021 ନୂଆଦିଲ୍ଳୀ: ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ତା’ର ସମସ୍ତ ପ୍ରିପେଡ ମୋବାଇଲ୍ ପ୍ଲାନରେ ବଡ଼ ପରିବର୍ତ୍ତନ କରିଛି । କମ୍ପାନୀ ସାରା ଦେଶରେ ନିଜର ୧୪ଟି ପ୍ରିପେଡ୍ ପ୍ଲାନର ବେସ୍ ଟାରିଫ୍ ବଦଳାଇ ଦେଇଛି ।…
Featured ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ କାବୁ କଲା ବାଲେଶ୍ୱର ପୋଲିସ Abinash Kumar Dhal Sep 9, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ଵର ସହଦେବଖୁଣ୍ଟା ମଡେଲ ଥାନା ପୋଲିସ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରେ ଛିନତାଇ କରିବା ସହ…
Breaking News ଏଣିକି ଟ୍ରେନ୍ ୪ ଘଣ୍ଟା ଲେଟ୍ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ: ସୁପ୍ରିମକୋର୍ଟ Abinash Kumar Dhal Sep 9, 2021 ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରେନ୍ର ଲେଟ୍ ହେବା ଉପରେ ରେଲୱେ ଯାତ୍ରୀମାନଙ୍କୁ କ୍ଷତିୂରଣ ଦେବାକୁ ପଡ଼ିବ । ଜଷ୍ଟିସ୍ ଏମ୍ଆର୍ ଶାହଙ୍କ ଖଣ୍ଡପୀଠରେ ଶୁଣାଣୀରେ କହିଛନ୍ତି ଯେ ସାର୍ବଜନିକ ପରିବହନକୁ…
Breaking News ୧୭ରେ ତେଲେଙ୍ଗାନା ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା Abinash Kumar Dhal Sep 9, 2021 ନୂଆଦିଲ୍ଲୀ : ତେଲେଙ୍ଗାନା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ମଳ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁକ୍ତି ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ କାର୍ଯ୍ୟକ୍ରମକୁ ମଧ୍ୟ…
Featured ନରାଜ ବ୍ୟାରେଜକୁ ମାଛ ମାରିବାକୁ ଖସିପଡିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ଟିମ୍ Abinash Kumar Dhal Sep 9, 2021 ବାରଙ୍ଗ(ଭାସ୍କର ନ୍ୟୁଜ୍): ନରାଜ ବ୍ୟାରେଜକୁ ମାଛ ମାରିବାକୁ ଜଣେ ଯୁବକ ବ୍ୟାରେଜ ସୁରକ୍ଷା ବାଡାରୁ ଖସି ଯାଇ ବ୍ୟାରେଜ ଖମ୍ବ ଉପରେ ଅସହାୟ ଅବସ୍ଥାରେ ପଡି ରହିଥିବା ବେଳେ ବାରଙ୍ଗ ଅଗ୍ନିଶମ ବିଭାଗ ଉକ୍ତ ଯୁବକକୁ…
Breaking News କେନାଲରେ ଖସିଲା ପିସିଆର ଭ୍ୟାନ୍, ଗାଡ଼ି ଛାଡି ଖସି ପଳାଇଲେ ପୋଲିସ ବାବୁ: ଟ୍ରାକ୍ଟର ସହାଯ୍ୟରେ ଗାଡିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ Abinash Kumar Dhal Sep 9, 2021 ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ସତ୍ୟବାଦୀ ଥାନା ପୋଲିସକୁ ହଟହଟା ହେବାକୁ ପଡିଛି । ପୋଲିସ ଗାଡି ନାଳ ଭିତରକୁ ପଶିଯାଇଥିବା ବେଳେ ଜଣେ ଏଏସଆଇ ଗାଡିଚାଳକ ଅଳ୍ପକେ ରକ୍ଷା…
City News କୋଭିଡ୍ ଟିକା ନେବା ସତ୍ୱେ ହେଉଛି ସଂକ୍ରମଣ : ବିଶେଷଜ୍ଞ Abinash Kumar Dhal Sep 9, 2021 ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କୋଭିଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟିକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ବିଶେଷ କରି ଯେଉଁମାନଙ୍କ…
Breaking News ବ୍ରହ୍ମପୁତ୍ର ନଦୀରେ ୨ ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା: ଜଣେ ମୃତ, ୪୨ ଉଦ୍ଧାର, ୭୦ରୁ ଉର୍ଦ୍ଧ୍ବ ନିଖୋଜ Abinash Kumar Dhal Sep 9, 2021 ଗୌହାଟୀ : ଆସାମର ବ୍ରହ୍ମପୁତ୍ର ନଦୀରେ ବୁଧବାର ବଡ଼ ଧରଣର ଡ଼ଙ୍ଗା ଦୁର୍ଘଟଣା ଘଟିଛି । ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ୨ଟି ଯାତ୍ରୀବାହୀ ଡଙ୍ଗା ଯାଉଥିବା ବେଳେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି ।…