୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଚାଲିଥିବାରୁ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ…

ଟୋକିଓ ମୁକାବିଲା: ଆଜି ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ୍ ଫାଇଟ୍‌ କରିବେ ରେସ୍‌ଲର୍‌ ରବି କୁମାର

ଟୋକିଓ,(ଭାସ୍କର ନ୍ୟୁଜ୍) : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସ୍‌ଲର୍‌ ରବି କୁମାର ଦାହିୟା ଦ୍ୱିତୀୟ ଇଣ୍ଡିଆନ ରେସଲର ଭାବେ ଫାଇନାଲ୍‌କୁ ଯିବା ସହ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି । ସେ ରୌପ୍ୟ ପଦକ ହାସଲ କରିବା…

ଆଜିଠୁ ଖୋଲିବ ସିନେମା ହଲ, ୫୦% ଦର୍ଶକରେ ଚାଲିବ ୪ଟି ଶୋ’

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଦୀର୍ଘ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଗୁରୁବାରଠୁ ଖୋଲିବ। ଅଗଷ୍ଟ ମାସ ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ସନେମା ହଲ୍ ଗୁଡିକରେ ଖୋଲିବାକୁ ଅନୁମିତି ମିଳିଛି।  ସିଙ୍ଗଲ୍‌…

ଭାରତ ପାଇଁ ଏକାଧିକ ପଦକ ଆଶା: ଆଜି ମଇଦାନକୁ ଓହ୍ଲାଇବେ ଭିନେଶ, ଅଂଶୁ ଓ ଦୀପକ

ଟୋକିଓ,(ଭାସ୍କର ନ୍ୟୁଜ୍): ଟୋକିଓ ଅଲିମ୍ପିକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଭାରତ ହାତ ଗଣତିରେ କେବଳ ତିନି ପଦକ ହାସଲ କରି ଅଟକି ରହିଛି । ତେବେ ଗୁରୁବାର ଦିନ ଭାରତୀୟ ଆଥଲେଟଙ୍କ ପାଇଁ ସବୁଠାରୁ…

ପ୍ରଥମ ଦିନରେ ଚମକିଲେ ବୁମରା ଓ ଶାମି, ଇଂଲଣ୍ଡ ୧୮୩ ରେ ଅଲଆଉଟ୍, ଭାରତ ୨୧/୦

ନୂଆଦଲ୍ଲୀ : ବୋଲରଙ୍କ ଦମରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଦମଦାର ଆରମ୍ଭ କରିଛି। ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୧୮୩ ରନର ଅଲଆଉଟ୍ ହୋଇଛି।…

ପେସ୍ ବୋଲରଙ୍କ କମାଲ: ଡ୍ରାଇଭର ସିଟରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ରାଇଭର ସିଟରେ ଭାରତ । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଫଳରେ ଇଂଲଣ୍ଡ ୫୯ ଓଭର ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଛି । ଲଞ୍ଚ ସୁଦ୍ଧା…

ମହିଳା ହକି ଦଳ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ସେମି ଫାଇନାଲରେ ଭାରତୀୟ ମହିଳା ହକି ଦଳର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ହକି ଦଳର ଅଧିନାୟିକା ଓ କୋଚଙ୍କ ସହିତ କଥା ହେଇଛନ୍ତି । ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଲ ଓ କୋଚ…

ଯୌନତୃପ୍ତି ପାଇଁ ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ ଦୁଷ୍କର୍ମ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ…

ପୁଣି ଫେରିବ ଲକଡାଉନ! ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ…

ପ୍ରଥମ ଟେଷ୍ଟ: ଲଞ୍ଚ ସୁଦ୍ଧା ଇଂଲଣ୍ଡ ୬୧/୨

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ସେସନରେ ସମ୍ମାନ ଭାଗ କରିଛନ୍ତି ଉଭୟ ଦଳ । ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୫ ଓଭର ବ୍ୟାଟିଂ କରି ୬୧ ରନରେ ଦୁଇ ୱିକେଟ ହରାଇଛି । ଟସ…