କଳା ଅଳେଇଚକୁ ଖାଦ୍ୟରେ ସାମିଲ କଲେ ଶରୀରରୁ ଦୂର ହୁଏ ଅନେକ ରୋଗ, ଜାଣନ୍ତୁ ଏହାର ଫାଇଦା ଓ ବ୍ୟବହାର…

ଭାରତର ପ୍ରତ୍ୟେକ ରୋଷେଇ ଘରେ ମସଲା ଭାବରେ କଳା ଅଳେଇଚ ବ୍ୟବହୃତ ହୋଇଥାଏ । କଳା ଅଳେଇଚ କେବଳ ଖାଦ୍ୟରେ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କଳା ଅଳେଇଚକୁ ଔଷଧ ଭାବରେ ବ୍ୟବହୃତ କରାଯାଇଥାଏ ।…

ୟୁଟ୍ୟୁବ୍ ପାଠପଢା ବନ୍ଦ କର; କ୍ଲାସ୍ ରୁମ୍ ଖୋଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ୮୦ ପ୍ରତିଶତ ଛାତ୍ରଛାତ୍ରୀ ନିମ୍ନ ମଧ୍ୟବିତ ଅଥବା ଗରିବ ପରିବାରରୁ ଆସିଥାନ୍ତି । ଏପରି ଅନେକ ସ୍ଥାନ ରହିଛି ଯେଉଁଠି ବିଦ୍ୟୁତ ସେବା ମଧ୍ୟ ଅପହଞ୍ଚ ରହିଛି । ଏପରି ସ୍ଥଳେ…

ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସେବାରେ ଜିଓକୁ ମିଳିଲା ବଡ଼ ସଫଳତା, ଓଡ଼ିଶାରେ ଜିଓଫାଇବର୍‌ ଗ୍ରାହକ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୧ ଏପ୍ରିଲ୍‌ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି…

କେତେ ଆଉ ଦଳ ବଦଳେଇବ ସିଦ୍ଧୁ; ନିଜ ଦଳ ଗଢିନିଅ

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁଙ୍କୁ କଟାକ୍ଷ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ । ଅନ୍ୟ ରାଜନୈତିକ ଦଳମାନଙ୍କୁ ନଷ୍ଟ କରିବା ପରିବର୍ତ୍ତେ ନିଜର…

ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ୱାସିମ୍ ଜାଫର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ଭାରତୀୟ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ବୁଧବାର ଜାଫରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବତନ…

ଜୋମାଟୋ ଆଇପିଓ ଲଞ୍ଚ ପରେ ୧୦ ବୋର୍ଡ ସଦସ୍ୟ କୋଟିପତି; ଜାଣନ୍ତୁ କେତେ ଟଙ୍କା ପାଇବେ

ନୂଆଦିଲ୍ଳୀ: ବୁଧବାର ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମ ଜୋମାଟୋ ପକ୍ଷରୁ ଏହାର ଇନିସିଆଲ ପବ୍ଲିକ୍ ଅଫରିଙ୍ଗ (ଆଇପିଓ) ଲଞ୍ଚ କରାଯାଇଛି । ପ୍ରଥମ ଦିନର ଲଞ୍ଚରେ କମ୍ପାନୀର ୯୬ ପ୍ରତିଶତ ଆଇପିଓ ବିକ୍ରି ହୋଇଥିବା ବେଳେ…

ପରଲୋକରେ ଜାଭିୟର୍ସ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠାତା ଫାଦର ଆବ୍ରାହମ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାଭିୟର୍ସ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରତିଷ୍ଠାତା ତଥା ଡିନ ଫାଦର ଆବ୍ରାହାମଙ୍କ ପରଲୋକ ଘଟିଛି । ବୁଧବାର ୭୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଫାଦର ଆବ୍ରାହାମ ।…

ଅନଶନରେ ବସିଲେ ରାଜ୍ୟପାଳ; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଦିନିକିଆ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ । ତେବେ ଏହି ଅନଶନ କୌଣସି ସରକାର ବିରୋଧରେ ନୁହେଁ ସାଧାରଣରେ ସଚେତନତା ପ୍ରସାର ପାଇଁ ଦିନିକିଆ ଅନଶନରେ ବସିଛନ୍ତି…

ଏହି କେନ୍ଦ୍ରମନ୍ତ୍ରୀ ହେଲେ ବିଜେପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ଏହାର ନେତା ଚୟନ କରାଯାଇଛି । ଖାଲି ରହିଥିବା ଏହି ପଦପାଇଁ କେନ୍ଦ୍ର ଶିଳ୍ପ ବାଣିଜ୍ୟ ଓ ବୟନ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ନେତା…

ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତୁତ ନଥିଲେ ମନମୋହନ ସିଂହ, ସୋନିଆ-ରାହୁଲଙ୍କ ସାମ୍ନାରେ ରଖିଥିଲେ ଏହି ସର୍ତ୍ତ 

ଭୁବନେଶ୍ଵର : ବର୍ଷ ୨୦୦୪ରେ ଲୋକସଭା ନିର୍ବାଚନ ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲା ୟୁପିଏ। ଏହି ବିଜୟ ପରେ ଲାଗୁଥିଲା ସୋନିଆ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ହେଲେ ଅଚାନକ ସୋନିଆ ଗାନ୍ଧୀ ଡ.…