ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୦୨୩ ପାଇଁ ବଦଳିଲା ପଏଣ୍ଟ ସିଷ୍ଟମ, ମ୍ୟାଚ୍ ଜିତିଲେ ଦଳକୁ ମିଳିବ ଏତିକି ଅଙ୍କ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୦୨୩ ପାଇଁ ନୂତନ ପଏଣ୍ଟ ସିଷ୍ଟମ ଘୋଷଣା କରିଛି। ଏବେ ପ୍ରତି ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ। ସିରିଜରେ କେତେ…

ପାକିସ୍ତାନରେ ଚୀନ ନାଗରିକ ଯାଉଥିବା ବସକୁ ଉଡାଇଲେ ଆତଙ୍କବାଦୀ, ୧୦ ମୃତ, ୩୦ ଆହତ

ନୂଆଦିଲ୍ଲୀ : ପାକିସ୍ତାନ ସହ ବନ୍ଧୁତା ଚୀନକୁ ପଡିଲା ମହଙ୍ଗା। ପାକିସ୍ତାନର ଉତ୍ତର ରାଜ୍ୟ ଖଇବର ପଖତୁନଖଓ୍ଵାରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଚୀନ ନାଗରିକ ମଧ୍ୟ…

କାଉଡି ଯାତ୍ରାକୁ କ’ଣ ପାଇଁ ଦେଲେ ଅନୁମତି ? ୟୁପି ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : କରୋନା ସଙ୍କଟ ସମୟରେ କାଉଡି ଯାତ୍ରାକୁ କଣ ପାଇଁ ଅନୁମତି ଦେଲେ ? କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଏମିତି ପ୍ରଶ୍ନ କରି ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ଉଭୟ…

ଭୁଟାନ୍‌ରେ ଲଞ୍ଚ ହେଲା ଭୀମ୍‌ ଆପ୍, ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟଙ୍କୁ ମିଳିବ କ୍ୟାସଲେସ୍ ସୁବିଧା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଭୁଟାନରେ ଭାରତର ମୋବାଇଲ୍‌ ପେମେଣ୍ଟ ଆପ୍‌ ‘ଭୀମ୍‌ ଆପ୍‌ ’ଅର୍ଥାତ୍‌ ଭରତ ଇଣ୍ଟରଫେସ୍‌ ଫର୍‌ ମନି ଲଞ୍ଚ କରାଯାଇଛି । ଏହାକୁ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭୁଟାନର…

୧୫ରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ ,କରୋନାର ଦ୍ବିତୀୟ ଲହର ପରେ ନିଜ ସଂସଦୀୟ କ୍ଷେତ୍ରକୁ ଯିବେ ମୋଦି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୫ରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତରେ ଯିବେ । କରୋନାର ଦ୍ୱିତୀୟ ଲହର ପରେ ଏହା ମୋଦିଙ୍କ ପ୍ରଥମ ବାରାଣାସୀ ଗସ୍ତ । ବାରାଣାସୀରେ…

ଯୁକ୍ତ୨ରେ ବଢ଼ିବ ସିଟ୍‌, ଅନୁମତି ଦେଲେ ରାଜ୍ୟ ସରକାର : ୭ ଦିନ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ କରିବେ ଆବେଦନ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁ ଅନ୍‌ଲାନ୍‌ରେ ପାଠ ପଢ଼ି ଏବଂ ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଛନ୍ତି । ଫଳରେ ଏହି ଛାତ୍ରଛାତ୍ରୀଙ୍କ +୨ରେ…

ଆଡ଼ପମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ,(ଓଡ଼ିଶା ଭାସ୍କର) : ସୋମବାର ରଥଯାତ୍ରା ଅବସରରେ ରତ୍ନ ସିଂହାସନ ଛାଡ଼ି ଜନ୍ମ ବେଦୀ ଅଭିମୁଖେ ବାହାରି ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଭାଇ ଭଉଣୀଙ୍କ ସହ ପହଞ୍ଚିଥିଲେ କାଳିଆ ସାଆନ୍ତ । କରୋନା କଟକଣା ମଧ୍ୟରେ…

ପ୍ରେମିକା ଧୋକା ଦେବାରୁ ପ୍ରେମିକଙ୍କ ଭାଙ୍ଗିଗଲା ହୃଦୟ, ଯୁବତୀଙ୍କ ଘର ଆଗରେ କଲେ ବୋମା ମାଡ, ଆଉ ତା’ ପରେ

କଣ୍ଟାପଡା (ଓଡ଼ିଶା ଭାସ୍କର): ବୋମା ମାଡ଼ କରିବି ଗୋରୀ ତୋ ଦୁଆରେ। ପ୍ରେମିକକୁ ଧୋକା ଦେଇ ଅନ୍ୟତ୍ର ବିବାହ କଲେ ପ୍ରେମିକା। ଏକା ଜାଣିବା ପରେ ରୋମିଓଙ୍କ ଭାଙ୍ଗିଗଲା ହୃଦୟ। ରାଗରେ ପ୍ରେମିକା ଘର ଆଗରେ ୨ରୁ ଅଧିକ…

ରାଶିଫଳ (ବୁଧବାର, ୧୪ ଜୁଲାଇ ୨୦୨୧)

ମେଷ: ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟ ମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ବୃଷ: ଆଜି ଆପଣ ଅଟକିଥିବା କାର୍ଯ୍ୟ…