ଦୁଇଟି ବାଲ୍ୟବିବାହ ବନ୍ଦ କଲା ବାଲିଆପାଳ ଚାଇଲ୍ଡଲାଇନ, ଉଦ୍ଧାର ହେଲେ ୨ ନାବାଳିକା
ବାଲିଆପାଳ (ଓଡ଼ିଶା ଭାସ୍କର) : ବାଲ୍ୟବିବାହ ପୂର୍ବ ୨ ଜଣ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ। ବାଲିଆପାଳ ବ୍ଲକର ପ୍ରତାପପୁର ଓ ଦେଉଳା ପଞ୍ଚାୟତ ଏହି ଭଳି ଘଟଣା ଘଟିଛି।
ସୂଚନା ମୁତାବିତ, ବାଲିଆପାଳ ବ୍ଲକର…