ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଝଟକା, ଇଂଲଣ୍ଡ ବିପକ୍ଷ ଏତିକି ମ୍ୟାଚରୁ ବାଦ୍ ପଡି ପାରନ୍ତି ଶୁବମାନ ଗିଲ୍
ନୂଆଦିଲ୍ଲୀ : ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ମୁକାବିଲାରେ ପରାଜିତ ହେବା ପରେ ଏବେ ଭାରତୀୟ ଦଳର ନଜର ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଉପରେ ରହିଛି । ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ୍ ଖେଳାଯିବ ।…