କୋଭିଡ଼୍‌-୧୯ ଟେଷ୍ଟ କଲେ ମିଳିବ ପିଜା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସିଡ୍‌ନୀରେ ଥିବା ଏକ ପିଜା ଦୋକାନ କୋଭିଡ଼୍‌ ପରୀକ୍ଷା କରିବାକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଲୋକଙ୍କୁ ମାଗଣାରେ ପିଜା ପ୍ରଦାନ କରୁଛି । ସିଡନୀରେ ଥିବା ଏହି ପିଜା…

ଅଶ୍ଲୀଳ ଶୀର୍ଷକ ପାଇଁ ଅଡୁଆରେ ଟ୍ୱିଟ୍ଟର ଇଣ୍ଡିଆ: ଦିଲ୍ଲୀ ପୋଲିସର ମାମଲା ରୁଜୁ

ନୂଆଦିଲ୍ଲୀ : ଟ୍ୱିଟ୍ଟର ଇଣ୍ଡିଆକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉଁନାହିଁ । ମଙ୍ଗଳବାର ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଅଶ୍ଲୀଳ ଶୀର୍ଷକ(ଚାଇଲ୍ଡ ପର୍ଣ୍ଣୋଗ୍ରାଫି) ପାଇଁ ଏହି ମାମଲା ରୁଜୁ…

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନୂଆ ଇନିଙ୍ଗ୍‌ସ ଆରମ୍ଭ କରିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ, ସୁପର୍‌ଷ୍ଟାର ଚିରଞ୍ଜୀବୀଙ୍କ ସହ କରିବେ ଅଭିନୟ

ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ୍‌ରେ ନିଜ ଅଭିନୟର କମାଲ୍‌ ଦେଖାଇବା ପରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଆଗାମୀ ଦିନରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ନୂଆ ଇନିଙ୍ଗ୍‌ସ ଆରମ୍ଭ କରିବାକୁ ଯାଉଛନ୍ତି ।…

ବରଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏକ କୋଭିଡ ହସ୍ପିଟାଲର ଉଦ୍ଘାଟନ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ଏହି ୧୦୦ ଶଯ୍ୟା ବିଶିଷ୍ଟ…

ଜାଣନ୍ତୁ କାହିଁକି ସୋସିଆଲ୍ ମିଡିଆ ଛାଡିଲେ ମାନୁ ଭାକେର୍; ଭାରତ ପାଇଁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଯୁବ ଭାରତୀୟ ଶୁଟିଂ ଷ୍ଟାର ମାନୁ ଭାକେର ସୋସିଆଲ ମିଡିଆ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ମାନୁ ସବୁଦିନ ପାଇଁ ସୋସିଆଲ ମିଡିଆ ଛାଡୁ ନାହାନ୍ତି । ଆସନ୍ତା ଟୋକିଓ ଅଲିମ୍ପିକ୍ସ ଶେଷ ହେବା ଯାଏଁ…

୧୧ ବର୍ଷ ବୟସରେ ସନ୍ତାନ ଜନ୍ମ କଲେ ବାଳିକା

ଲଣ୍ଡନ: ବ୍ରିଟେନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୧୧ ବର୍ଷୀୟା ବାଳିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଘଟଣାକୁ ନେଇ ବାଳିକାଙ୍କ ପରିବାର ବର୍ଗ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ୩୦…

ଆଜିର ଦିନରେ ୧୫ ହଜାର ରନ୍ ପୂରଣ କରିଥିଲେ ସଚିନ୍

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ୧୪ ବର୍ଷ ତଳେ ଆଜିର ଦିନରେ ଦିନିକିଆରେ ୧୫ ହଜାର ରନ୍ ପୂରଣ କରିଥିଲେ । ପ୍ରଥମ କ୍ରିକେଟର ଭାବରେ ମାଷ୍ଟର ବ୍ଲାଷ୍ଟର ଦିନିକି÷ଆରେ ୧୫ ହଜାର ରନ୍ ପୂରଣ…

ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍, ସ୍ପଷ୍ଟ କଲା ବିସିସିଆଇ

ଦୁବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୟୁଏଇ ଏବଂ ଓମାନକୁ ସ୍ଥାନାନ୍ତର ହୋଇଛି । ମଙ୍ଗଳବାର ବିସିସିଆଇ ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ଆଇସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର…

ମହିଳାଙ୍କୁ ମିଳିବ ଏକାଧିକ ସ୍ୱାମୀ ରଖିବାର ସୁଯୋଗ!; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସାମ୍ୟବାଦ ସମ୍ବିଧାନ ରହିଥିବା ଦକ୍ଷିଣ ଆଫ୍ରିକାରେ ମହିଳା ମାନଙ୍କୁ ଏକାଧିକ ସ୍ୱାମୀଙ୍କ ସହିତ ରହିବାର ଅନୁମତି ପ୍ରଦାନ ଉପରେ ଆଲୋଚନା ହେଉଛି । ଦକ୍ଷିଣ ଆଫ୍ରିକା ଏପରି ଏକ ରାଷ୍ଟ୍ର…

ମହଙ୍ଗା ପଡିଲା ଟିକ୍ ଟକ୍ ଭିଡିଓ; ସ୍ତ୍ରୀ ଓ ଶାଶୁର ଜୀବନ ନେଲା ଯୁବକ

ନୂଆଦିଲ୍ଲୀ: ସାମାନ୍ୟ ଟିକ୍ ଟକ୍ ଭିଡିଓ ପାଇଁ ନିଜର ସ୍ତ୍ରୀ ଓ ଶାଶୁକୁ ଗୁଳି କରି ହତ୍ୟା କରିଛି ଜଣେ ଯୁବକ । ଟିକ୍ ଟକ୍ ଭିଡିଓ ବନାଇବା ମହିଳା ଜଣଙ୍କୁ ପସନ୍ଦ ଥିବା ବେଳେ ସ୍ୱାମୀ କିନ୍ତୁ ଏହାକୁ ବିରୋଧ କରୁଥିଲେ ।…