ଓଡ଼ିଶା ଅନ୍‌ଲକ୍‌ ଗୁଜବକୁ ବିଶ୍ୱାସ କରନ୍ତୁନି: ଏସ୍‌ଆର୍‌ସି

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ମାସ ୧୭ ତାରିଖ ପରେ ଅନ୍‌ଲକ୍‌ ଜାରି ହେବା ନେଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାରିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗାଇଡ୍‌ଲାଇନ୍‌ ଜାରି ହୋଇ ନାହିଁ…

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅନ୍‌ଲକ୍ ପ୍ରକିୟ, ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବ ବଜାର ଓ ମଲ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନ୍‌ଲକ୍ ପ୍ରକିୟ ହେବ । ବଜାର, ମଲ୍‌ ଓ ମାର୍କେଟ୍‌ କମ୍ପେ୍ଲକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି  ଦିଲ୍ଲୀ ସରକାର।…

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ, ପ୍ରବଳ ବର୍ଷା ସମ୍ଭାବନା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାରା ଓଡିଶାକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କ୍ରମେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଝାଡ଼ଖଣ୍ଡ ଓ ଉତ୍ତର…

ଆଜି ପହିଲି ରଜ, ଘରେ ଜମିବ ଦୋଳି ସାଙ୍ଗକୁ ପିଠାପଣାର ଆସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପହିଲି ରଜ । ପ୍ରକୃତିର ପର୍ବ ହେଉଛି ରଜ । ରଜ ଓଡ଼ିଆ ଜାତିର ସ୍ୱାଭିମାନ ଓ ସାଂସ୍କୃତିକ ବିଭବର ପରିଚୟ । ମାଆ, ଝିଅଙ୍କ ସହ ମାଟି ମାଆକୁ ନିଜ ସଂସାରରେ ସାମିଲ କରି ପ୍ରତିଟି ଓଡ଼ିଆ…

ରାଶିଫଳ (ସୋମବାର ,୧୪ ଜୁନ ,୨୦୨୧)

ମେଷ: କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ ସତର୍କତାର ସହ ନିଷ୍ପତ୍ତି ନେବା ଉଚିତ୍‌ । ବୃଷ: ଆଜି ଆପଣଙ୍କ ମନ କୌଣସି ସାମାଜିକ…

ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ଭାରସାମ୍ୟ ହରାଇ ବାଇକ୍‌ରୁ ଛିଟିକି ପଡି ହେଲେ ଗୁରୁତର

ପାପଡାହାଣ୍ଡି,(ଓଡ଼ିଶା ଭାସ୍କର): ବାଇକ୍‌ରେ ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ହଠାତ ଭାରସାମ୍ୟ ହରାଇ ବାଇକ୍‌ରୁ ଛିଟିକି ତଳେ ଯୁବକ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟଲୋକ…

ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବ ଭାରତୀୟ ଟିମ୍, ଜୁଲାଇରେ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବା ପାଇଁ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ଗଠିତ ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବେ । ଆସନ୍ତା ୧୪ରୁ…

ଜୀବନ ଜୀବିକା ଦୋଛକିରେ.. କରୋନା ଯୋଗୁଁ ରୋଜଗାର ହରାଇବାରୁ ଜୀବନ ହାରିଲେ ଯୁବ ବ୍ୟବସାୟୀ, ଜଳଖିଆ ଦୋକାନ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲିଅନ୍ତା (ଓଡ଼ିଶା ଭାସ୍କର): କରୋନା ଜୀବିକା ଛଡାଇ ନେଇଥିଲା, ପରିବାର ପ୍ରତିପୋଷଣ ଚିନ୍ତା ଯୁବ ବ୍ୟବସାୟ ଜୀବନ ହାରିଦେଲେ।ଏଭଳି ଅଭାବନୀୟ ଘଟଣା  ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଅଠରଘରିଆ ସାହିର ଜଣେ ଯୁବ ଜଳଖିଆ…

ରସିକିୟା ମାଷ୍ଟରର ରଙ୍ଗିଲା କାଣ୍ଡ: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମରେ ପକାଇ ରଖିଲା ଶାରୀରିକ ସଂପର୍କ, ଅନ୍ତସତ୍ୱା ଜାଣି ମାରିଲା ଚମ୍ପଟ୍

ଧର୍ମଶାଳା (ଓଡ଼ିଶା ଭାସ୍କର): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଚଳରେ ଜଣେ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଅନ୍ତସତ୍ତ୍ୱା କରି ପୋଲିସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ସୂଚନା…

ଆଉ ୧୦ ଲକ୍ଷ ଟିକା ପଠାଇବ କେନ୍ଦ୍ର , ୩ ଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିବ ଡୋଜ୍

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୫.୮୭ ଟିକା ଡୋଜ୍‌ ପଠାଯାଇ ସାରିଛି । ଆସନ୍ତା ୩ ଦିନ ମଧ୍ୟରେ ଆଉ ୧୦ ଲକ୍ଷ ଡୋଜ୍‌ ରାଜ୍ୟ…