୭ହଜାର ରୁ ଅଧିକ ଶିକ୍ଷକ ଙ୍କୁ ମିଳିବ ନିଯୁକ୍ତି, ପୂରଣ ହେବ ଖାଲି ପଡିଥିବା ଶିକ୍ଷକ ପଦବୀ
ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମିତ୍ତ ମୋଟ ୨୨ ହଜାର ୫ ଶହ ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି…