Author
Abinash Kumar Dhal
ବଦଳିଗଲା ସ୍ୱର, ଟିକା ଲଗାଇବେ ଅଖିଳେଶ ଯାଦବ, କହିଲେ- ଏହା ଭାରତ ସରକାରଙ୍କ ଭ୍ୟାକ୍ସିନ
ଲଖନଉ : ଏହା ବିଜେପି ଭ୍ୟାକ୍ସିନ । ତେଣୁ ମୁଁ ଟିକା ନେବି ନାହିଁ । କରୋନାର ପ୍ରଥମ ଲହର ସମୟରେ ଏହି ମନ୍ତବ୍ୟ ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ । ହେଲେ ଦ୍ୱିତୀୟ ଲହରରେ ତାଙ୍କ ସ୍ୱର ବଦଳି ଯାଇଛି ।…
ଘରେ କେହି ନ ଥିବା ବେଳେ ନାବାଳିକାକୁ ବଳପୂର୍ବକ ବଳାତ୍କାର କଲେ ବୃଦ୍ଧ; କାହାକୁ କହିଲେ ମାରିଦେବାକୁ ଦେଇଥିଲେ ଧମକ…
ପୁରୀ (ଓଡ଼ିଶା ଭାସ୍କର) : ଘରେ କେହି ନଥିବାର ସୁଯୋଗ ନେଇ ଘର ଭିତରେ ପଶି ଜଣେ ନାବାଳିକାକୁ ବଳପୂର୍ବକ ବଳାତ୍କାର କରିବା ଅଭିଯୋଗରେ ବାସେଳୀ ସାହି ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…
ଆଇପିଏଲର ଦ୍ୱିତୀୟ ଭାଗ ସେପ୍ଟେମ୍ବର ୧୯ରେ ଆରମ୍ଭ, ଅକ୍ଟୋବର ୧୫ରେ ଫାଇନାଲ୍ ମୁକାବିଲା : ବିଦେଶୀ ଖେଳାଳିଙ୍କୁ ନେଇ ଚିନ୍ତାରେ ବିସିସିଆଇ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟାେବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସ୍ଥଗିତ ଆଇପିଏଲର ଦ୍ୱିତୀୟ ଭାଗ । ୟୁନାଇଟେଡ ଆରବ ଏମିରେଟ୍ସର ଦୁବାଇ , ଶାରଜା ଓ ଆବୁଧାବିରେ ସମସ୍ତ ମ୍ୟାଚ…
ବିଧବା ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ ଅଭିଯୋଗ, ନାବାଳକ ସମେତ ୩ଜଣ ଗିରଫ
କେନ୍ଦୁଝର,(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ପରିବାବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ…
ବାଲେଶ୍ୱର ଓ ଭଦ୍ରକରେ “ୟଶ’ କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍, ଆଜି କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ…
ବାଲେଶ୍ୱର/ ଭଦ୍ରକ, ୭ା୬ (ଓଡ଼ିଶା ଭାସ୍କର): ନିକଟ ଅତୀତରେ ବାତ୍ୟା "ୟଶ' ଓଡ଼ିଶାରେ ପ୍ରଭୁତ କ୍ଷତି ଘଟାଇ ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲା । ତେବେ…
କୋଭାକ୍ସିନ୍ ଅପେକ୍ଷା ଅଧିକ ଆଣ୍ଟିବଡି ତିଆରି କରୁଛି କୋଭିସିଲ୍ଡ: ଅଧ୍ୟୟନ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ବିରୁଦ୍ଧ ଲଢେଇ ପାଇଁ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେଉଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ ସେ ନେଇ ଅନେକ…
ସାନିଟାଇଜର୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ୧୫ ମହିଳାଙ୍କ ସମେତ ୧୮ ଜୀବନ୍ତଦଗ୍ଧ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପୁଣେ, (ଓଡ଼ିଶା ଭାସ୍କର): ମହାରାଷ୍ଟ୍ରର ପୁଣେଠାରୁ ୧୬ କି.ମି. ଦୂରରେ ଥିବା ପିରାଙ୍ଗୁଟ୍ ନିକଟସ୍ଥ ଉରାୱାଡେ ଗ୍ରାମସ୍ଥିତ ଏକ ସାନିଟାଇଜର ପ୍ଲାଣ୍ଟରେ ସୋମବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି…
ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ; ନିଜ ନିଜ ମତ ରଖିଲେ ୧୪ଜଣ କମିଟି ସଦସ୍ୟ, ଖୁବଶୀଘ୍ର ବାହାରି ଫର୍ମୁଲା
ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଯୁକ୍ତ୨ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠିତ କମିଟିର ୧ମ ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କମିଟିର ସମସ୍ତ ୧୪ ସଦ୍ୟଙ୍କ ନିଜ ନିଜ ମତ ଉପସ୍ଥାପନ କରିଛନ୍ତି। ସମସ୍ତ…
ସୋନୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ହୁମା, ଜାଣନ୍ତୁ କ’ଣ କହିଲେ ସୋନୁ…
ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ସୋନୁ ସୁଦ ନିଜେ ଲାଜେଇ ଯାଇଛନ୍ତି । ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି,…