IPL 2020ର ନକଆଉଟ ମ୍ୟାଚରେ ହୋଇପାରେ ବଡ ପରିବର୍ତନ, ଶୀଘ୍ର ଘୋଷଣା କରିବ ବିସିିସିଆଇ

ଦୁବାଇ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର ଅବଶିଷ୍ଟ ମ୍ୟାଚର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଲିଗକୁ କେମିତି ଆକର୍ଷଣୀୟ କରାଯାଇ…

ୟୁଟର୍ଣ୍ଣ ମାରିଲା Twitter, ଉପରାଷ୍ଟ୍ରପତିଙ୍କ ଆକାଉଂଟ ଅନ ଭେରିଫାଏଡ କରିବା ପରେ ପୁଣି କଲା ଭେରିଫାଏଡ, ନଜର ଆସିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ : ନୂତନ ଆଇଟି ନିୟମ ମାନିଥିବା କହୁଥିଲେ ମଧ୍ୟ ଟ୍ୱିଟରର ଭାରତ ସରକାରଙ୍କ ସହ ତିକ୍ତତା ଜାରି ରହିଛି । ଏହାର ଝଲକ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଂଟରୁ ବ୍ଲୁ ଟିକ୍ ହଟାଇବାରେ ଦେଖିବାକୁ ମିଳିଛି ।…

କୋଭିଡରେ ଗଲାଣି ୧୭ ପାଇଲଟଙ୍କ ଜୀବନ, ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କମ୍ପାନୀର ସର୍ବାଧିକ ୧୦ ପାଇଲଟଙ୍କ ନେଲାଣି ଜୀବନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ଯୋଗୁଁ ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ବର୍ତ୍ତିପାରିନାହାନ୍ତି ପାଇଲଟ । ରିପୋର୍ଟ ଅନୁସାରେ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ଏୟାର ଇଣ୍ଡିଆ, ଇଣ୍ଡିଗୋ…

ଇଂଲଣ୍ଡରେ ଭାରତୀୟ କ୍ରିକେଟରଙ୍କ ପାଇଁ କଠୋର ହେଲା କ୍ୱାରେଣ୍ଟାଇନରେ କଟକଣା: ୩ ଦିନ ପର୍ଯ୍ୟନ୍ତ ପରସ୍ପର ମିଳାମିଶା କରି ପାରିବେ ନାହିଁ

ଲଣ୍ଡନ (ଓଡ଼ିଶା ଭାସ୍କର) : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ ଜାରି ହୋଇଛି କଡା କଟକଣା । ତିନିଦିନ ଅତି କଠୋର କ୍ୱାରେଣ୍ଟାଇନରେ ରହିବା ସହ କୌଣସି ଖେଳାଳି ସାଥୀ ଖେଳାଳିଙ୍କ ସହ ମିଳାମିଶା…

ମଧ୍ୟ ପ୍ରଦେଶରେ ୩ ହଜାର ଡାକ୍ତରଙ୍କ ସମୂହ ଇସ୍ତଫା: ଡାକ୍ତର କହିଲେ “ସରକାରଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଆମ…

ଭୋପାଲ (ଓଡ଼ିଶା ଭାସ୍କର) : ମଧ୍ୟ ପ୍ରଦେଶରେ ନିଯୁକ୍ତ ହୋଇଥିବା ୩ ହଜାର ଜୁନିୟର ଡାକ୍ତରଙ୍କ ଇସ୍ତଫା । ଏମାନଙ୍କ ମଧ୍ୟରୁ ଶ୍ୟାମଶାହ ମେଡିକାଲ କଲେଜରୁ ୧୭୮ ଜୁନିୟର ଡାକ୍ତର ଥିବା ଜଣାପଡିଛି । ଫଳରେ ରେୱାରେ…

ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ୍‌ର ଭୂମିପୂଜା, ଷ୍ଟାଡିୟମକୁ ରେକର୍ଡ ସମୟ ଭିତରେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ…

ରାଉରକେଲା, (ଓଡ଼ିଶା ଭାସ୍କର):  ରାଉରକେଲାସ୍ଥିତ ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିଶ୍ୱର ସର୍ବବୃହତ ହକି ଷ୍ଟାଡ଼ିୟମ୍‌ ତଥା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକିଷ୍ଟାଡିୟମ୍‌ର ଭୂମି ପୂଜା…

ଆଜି ଦେଶରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ, ସରକାରୀ କାର୍ଯ୍ୟଳୟ ଗୁଡ଼ିକରେ ଅର୍ଦ୍ଧନମିତ ରହିବ ରାଷ୍ଟ୍ରୀୟ ପତାକା

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) :  ମରିସସ୍‌ର ପୂର୍ବତନ ରାଷ୍ଟ୍ରତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‌ ଅନେରୁଦ୍‌ ଜଗନ୍ନାଥଙ୍କ ପରଲୋକ ଘଟିଛି । ତେଣୁ ଶନିବାର ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ…

କାଳବୌଶାଖୀ ନେଇ ସର୍ତକ ସୂଚନା ଜାରି, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କାଳବୌଶାଖୀ ନେଇ ସର୍ତକ ସୂଚନା ଜାରି କଲା ପାଣିପାଗ। ଶନିବାର ଦିନ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ଜୀବଜନ୍ତୁ ବି ବାଦ୍ ପଡିଲେନି, ମାଇ ସିଂହର ମୃତ୍ୟୁ ପରେ ଚିଡିଆଖାନାରେ ୯ ସିଂହ କରୋନା ପଜିଟିଭ୍

ଚେନ୍ନାଇ : ମଣିଷଙ୍କ ପରେ ଏବେ ମହାମାରୀର ପ୍ରକୋପ ଜୀବଜନ୍ତୁଙ୍କଠାରେ ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏକ ଚିଡିଆଖାନାରେ ସିଂହ କରୋନା ସଂକ୍ରମିତ ହେବା ଖବର ପରେ ଏବେ ଚେନ୍ନାଇରେ ମଧ୍ୟ ସିଂହ କୋଭିଡ୍-୧୯ ସଂକ୍ରମଣ…