ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମୁକାବିଲା ଡ୍ର କିମ୍ବା ଟାଇ ହେଲେ କିଏ ହେବ ବିଜେତା ? ସ୍ପଷ୍ଟ କଲା ଆଇସିସି

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପରର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏହି ମ୍ୟାଚ୍ ଡ୍ର ହେଲେ କିମ୍ବା ଟାଇ ହେଲେ କିଏ ହେବ…

ଏକ ନମ୍ବର ସ୍ଥାନକୁ ନେଇ ଛକାପଞ୍ଝା ଜାରି, ବେଜୋସଙ୍କୁ ପଛରେ ପକାଇ ଧନୀ ତାଲିକାରେ ପୁଣି ଶୀର୍ଷରେ ବର୍ଣ୍ଣାଡ

ନୂଆଦିଲ୍ଲୀ : ଦୁନିଆର ଅରବପତିଙ୍କ ତାଲିକାରେ ଏକ ନମ୍ବର ସ୍ଥାନକୁ ନେଇ ଛକାପଞ୍ଝା ଜାରି ରହିଛି । କେତେବେଲେ ଜେଫ ବୋଜେସ ତ ଆଉ କେତେ ବେଳେ ବର୍ଣ୍ଣାଡ ଆରନଲ୍ଟ ଏକ ନମ୍ବର ଧନୀ ସ୍ଥାନ ହାସଲ କରୁଛନ୍ତି । ଏବେ ବର୍ଣ୍ଣାଡ…

ଭାରତକୁ ଝଟକା, ମେହୁଲ ଚୋକସିର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହା ଦୁର୍ନୀତିର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିର ପ୍ରତ୍ୟର୍ପଣ ପାଇଁ ଭାରତର ପ୍ରୟାସକୁ ଝଟକା ଲାଗିଛି । ଚୋକସିର ପ୍ରତ୍ୟର୍ପଣ ଉପରେ ଡୋମିନିକା…

ଯମୁନା ଏକ୍ସପ୍ରେସୱେ’ରେ ଏମଜେନ୍ସି ଲ୍ୟାଣ୍ଡିଂ କଲା ବିମାନ, ପାଇଲଟ୍‌ ଏବଂ ସହପାଇଲଟ୍‌ ଉଭୟେ ସୁରକ୍ଷିତ

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ମଥୁରା ଜନପଦରେ ଯମୁନା ଏକ୍ସପ୍ରେସ୍‌ୱେ ଏକ ବିମାନ ଜରୁରୀ ଅବତରଣ କରିଛି । ଦୁଇ ଆସନ ବିଶିଷ୍ଟ ଏକ ଛୋଟ ଏୟାରକ୍ରାଫ୍ଟ ହଠାତ୍‌ ରାଜପଥରେ ଅବତରଣ କରିଥିଲା । ଅବତରଣ…

ନାବାଳିକା ଦୁଷ୍କର୍ମ ପୀଡ଼ିତା ଜନ୍ମଦେଲେ ଶିଶୁ କନ୍ୟା, ଏବେ ପାଳନ ପୋଷଣ ପାଇଁ ଅନ୍ୟ ହାତକୁ ଟେକି ଦେବାକୁ ପ୍ରସ୍ତୁତ

ଟିଟିଲାଗଡ଼ (ଓଡ଼ିଶା ଭାସ୍କର): ଅସହାୟ ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ପାଳନ ପୋଷଣ ପାଇଁ ଅନ୍ୟ ହାତକୁ ଟେକି ଦେବାକୁ ପ୍ରସ୍ତୁତ ହେଉଛି । ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଟିଟିଲାଗଡ ସହର ନିକଟ…

ବାତ୍ୟା ଯିବା ପରେ ବିଢ଼ିଲା କରୋନା ଟେନ୍‌ସନ୍ : ବାତ୍ୟା ଆଶ୍ରୟସ୍ଥଳ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖ ପାଇଁ ୧୨ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ରାଜ୍ୟରେ ବାତ୍ୟା ଚାଲିଯିବା ପରେ  ଏବେ ପୁଣି କରୋନା ଚିନ୍ତା ଫେରି ଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯାଇଥିବା ହଜାର…

ମୃତ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ର ଦେବ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ୱାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ସମ୍ପର୍କରେ…

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହା ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା…

କୋହଲିଙ୍କ ପରେ କିଏ ସମ୍ଭାଳିବ ଟିମ୍ ଇଣ୍ଡିଆର ନେତୃତ୍ୱ ଦାୟିତ୍ୱ ? ତିନୋଟି ନାମ ଦେଲେ ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କିଏ ହେବ ? ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ କହିଛନ୍ତି ଭାରତକୁ ନିକଟ ଭବିଷ୍ୟତରେ ଅଧିନାୟକ ପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା…

ବାତ୍ୟା ସମୟରେ ରାଜ୍ୟରେ ଜନ୍ମ ହେଲେ ୩୦୦ରୁ ଅଧିକ ଶିଶୁ, ନାଁ ରଖାଗଲା ‘ୟଶ୍‌’

ଭୁବନେଶ୍ୱର : ବାତ୍ୟା ‘ୟଶ’ରେ ଟଳିଗଲା ବଡ ବିପଦ । କିନ୍ତୁ ସମୁଦ୍ର କୂଳିଆ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଗଲା । ଏହା ମଧ୍ୟରେ ଖୁସିର କଥା ଯେଉଁ ସମୟରେ ୟଶ୍ ତାଣ୍ଡବଲୀଳା ମଚାଉଥିଲା ସେହି ସମୟରେ ରାଜ୍ୟରେ ୩୦୦ରୁ ଅଧିକ…