ଜେଫ ବେଜୋସଙ୍କ ବଡ ଘୋଷଣା: ଜୁଲାଇ ୫ରେ ଛାଡିବେ ନିଜ ପଦ, ଜାଣନ୍ତୁ କିଏ ହେବେ ଆମାଜନର ସିଇଓ

ନୂଆଦିଲ୍ଲୀ : ଆମାଜନର ସିଇଓ ଜେଫ ବେଜୋସ ନିଜ ପଦରୁ ଇସ୍ତଫା ଦେବାର ତାରିଖ ଘୋଷଣା କରିଛନ୍ତି । ୨୦୨୧ ଜୁଲାଇ ୫ ତାରିଖରେ ସିଇଓ ପଦ ଛାଡୁଥିବା ସେ ସୂଚନା ଦେଇଛନ୍ତି । ଜେଫ ବେଜୋସଙ୍କ ପରେ ଆମାଜନର ସିଇଓ ପଦ ଆଣ୍ଡି ଜାସି…

ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୁଶୀଲଙ୍କ ମା, କହିଲେ- ପୁଅ ବିରୋଧରେ ଚାଲିଛି ମିଡିଆ ଟ୍ରାଏଲ

ନୂଆଦିଲ୍ଲୀ : ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ସଂପ୍ରତି ପୋଲିସର ଛଅ ଦିନିଆ ରିମାଣ୍ଡରେ ଅଛନ୍ତି । ଅନ୍ୟପଟେ ପହିଲମାନଙ୍କ ମା ଦିଲ୍ଲୀ…

ପୀଡିତାଙ୍କୁ ସୁପ୍ରିମକୋର୍ଟ ବିଚାରପତିଙ୍କ ପ୍ରଶ୍ନ- ରାତି ୮ଟାରେ ଭେଟିବାକୁ କ’ଣ ପାଇଁ ହୋଟେଲ ଯାଇଥିଲେ ?

ନୂଆଦିଲ୍ଲୀ : ପୀଡିତା ରାତି ୮ଟାରେ ଭେଟିବାକୁ କଣ ପାଇଁ ହୋଟେଲ ଯାଇଥିଲେ ? ଏହା କହି ସୁପ୍ରିମକୋର୍ଟ ସେନାର ଜଣେ ଯବାନଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ଦେଇଛନ୍ତି । ଯବାନ ସଂପ୍ରତି ଜାମ୍ମୁ-କାଶ୍ମୀରରେ ମୁତୟନ ଅଛନ୍ତି ।…

ଜାନୁଆରୀ ୨୬ ହିଂସା: ‘ଲାଲ କିଲାକୁ କବଜା କରି ମୋଦୀ ସରକାରଙ୍କୁ ବଦନାମ କରିବାକୁ ହୋଇଥିଲା ଷଡଯନ୍ତ୍ର’

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସମୟରେ ଜାନୁଆରୀ ୨୬ରେ ରାଜଧାନୀ ଦିଲ୍ଲୀ ସ୍ଥିତ ଲାଲ କିଲା ପରିସରରେ ଘଟିିଥିବା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ପୋଲିସ ଅନେକ…

ସମୁଦ୍ରରେ କାଗଜପତ୍ର ଭସାଉଥିବା ବେଳେ ଚୋକସିଙ୍କୁ ଧରିଥିଲେ ପୋଲିସ, ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଧରା ପଡିଛି । ଚୋକସି ଡୋମିନିକାରୁ କ୍ୟୁବା ଫେରାର ମାରିବାକୁ ଚାହୁଁଥିଲା ।…

ତୃତୀୟ ରାଜ୍ୟ ଭାବେ ଭ୍ୟାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇଲା ପଞ୍ଜାବ

ଚଣ୍ଡିଗଡ: ଭ୍ୟାକ୍ସିନ ଅଭାବ ପରେ ଭ୍ୟାକ୍ସିନ ସାର୍ଟିଫିକେଟରେ ଫଟୋ ଲଗାଇବା ନେଇ ରାଜନୀତି ଜୋର ଧରିଛି । ଝାଡଖଣ୍ଡ ଓ ଛତିଶଗଡ ପରେ ଏବେ ପଞ୍ଜାବ ସରକାର କୋଭିଡ୍‌-୧୯ ଟିକାକରଣରେ ଲୋକଙ୍କୁ ଦେଉଥିବା ସାର୍ଟିଫିକେଟରୁ…

ଦୁଃଖ ଜଣାଇଲେ ସୋନା, ବିଭିନ୍ନ ମହଲରୁ ଆସିଲା ଅନେକ ପ୍ରତିକ୍ରିୟା

ମୁମ୍ବାଇ(ଓଡ଼ିଶା ଭାସ୍କର) ଦେଶରେ ସମୁଦାୟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୮୬,୭୮୨ରେ ପହଞ୍ଚିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି । ଗତବର୍ଷ ମଧ୍ୟ ଏହି…

ଓଡ଼ିଶାରୁ ଆଉ ୩୪ ଜୀବନ ନେଲା ମହାମାରୀ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ…

ଓଡିଶାରେ କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟା ମଧ୍ୟରେ ୬ହଜାର ୭୩୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ୟଶ୍ ପ୍ରଭାବରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ…

ପଶ୍ଚିମବଙ୍ଗରେ ‘ୟଶ୍’ ତାଣ୍ଡବ: ୧ କୋଟି ଲୋକ ପ୍ରଭାବିତ, ୩ ଲକ୍ଷ ଘର କ୍ଷତିଗ୍ରସ୍ତ

କୋଲକାତା (ଓଡ଼ିଶା ଭାସ୍କର) : ଓଡିଶା ପରେ ସାମୁଦ୍ରିକ ଝଡ ୟଶ୍‌ ପଶ୍ଚିମବଙ୍ଗରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ବାତ୍ୟାର କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସୂଚନା ଦେଇଛନ୍ତି । ସେ କହିଛନ୍ତି,…