ଆଜିଠୁ ସ୍ୱାଭାବିକ ହେବ ଟିକାକରଣ ପ୍ରକିୟା, ୨୭ ଓ ୨୮ରେ ପାଇଁ ସ୍ଳଟ୍ ବୁକ୍ କରିଥିଲେ ପୂର୍ବ ଧାର୍ଯ୍ୟ ସମୟ ଓ ସ୍ଥାନ ଅନୁଯାୟୀ ନେବେ ଟିକା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବାତ୍ୟା ପାଇଁ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣ ବନ୍ଦ ରହିଥିବା ବେଳେ  ଗୁରୁବାର ଓ ଶୁକ୍ରବାର ସ୍ୱାଭାବିକ ଭାବେ ଟିକାଦାନ କାର୍ଯ୍ୟ ହେବ । ବିଏମ୍‌ସି ପକ୍ଷରୁ ଏହି…

 ଝାରପଡ଼ା ଜେଲରେ ସ୍ଥିତି ଅଣଆୟତ, ପୁଣି ୨୧ କଏଦୀ କରୋନା ପଜିଟିଭ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ରାଜ୍ୟରେ କରୋନା ଗ୍ରାଫ୍ ଉପମୁହାଁ ଥିବା ବେଳେ  ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏହି ସମୟରେ ବିଭିନ୍ନ ଜେଲ ରେ ମଧ୍ୟ କରୋନା ମହାମାରୀ କାୟା ବିସ୍ତାର…

କରୋନା ପରେ ଚିନ୍ତା ବଢ଼ାଉଛି ଫଙ୍ଗସ୍‌ : ଦେଶରେ ୧୧ ହଜାରରୁ ଉର୍ଦ୍ଧ୍ବ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ, ଗୁଜୁରାଟରେ ସର୍ବାଧିକ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ୧୧,୭୧୭ରେ ପହଞ୍ଚିଲା ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ର୍ରଦେଶରେ ମ୍ୟୁକରମାଇକୋସିସ୍‌ କିମ୍ବା ବ୍ଲାକ୍‌ ଫଙ୍ଗସ୍‌ …

ୱେସାକ୍‌ ବିଶ୍ୱ ସମାରୋହରେ ମୋଦିଙ୍କ ଆହ୍ୱାନ, ଆତଙ୍କବାଦକୁ ପରାସ୍ତ କରିବାକୁ ମିଳିତ ଲଢ଼େଇ ଜରୁରୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ଆୟୋଜିତ ୱେସାକ୍‌ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ମହାସଂଘର…

ବାତ୍ୟା ପରେ ପରେ ବନ୍ୟାର ଚିନ୍ତା, ଫୁଲୁଛି ବୁଢାବଳଙ୍ଗ

ବେଶିଙ୍ଗା (ଓଡ଼ିଶା ଭାସ୍କର): ବାତ୍ୟା ‘ୟଶ୍’ର ପ୍ରଭାବ କ୍ରମାଗତ ଭାବେ ବଢି ଶେଷରେ ଲ୍ୟାଣ୍ଡଫଲ କରିଛି । ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ମତ ଅନୁସାରେ ବାଲେଶ୍ୱରଠାରୁ ୨୦ କି.ମି ଦୂରରେ ବାତ୍ୟା ‘ୟଶ୍’…

“ୟଶ୍’ ରଚିଲା ତାଣ୍ଡବ: କୂଳ ଲଂଘିଲା ସମୁଦ୍ର, ଘରେ ପଶିଲା ପାଣି, ୩ ମୃତ

ଭୁବନେଶ୍ୱର (ଓଡ଼ିିଶା ଭାସ୍କର): ବୁଧବାର ସକାଳ ୯ଟା ବେଳେ ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣଭାଗରେ ଲ୍ୟାଣ୍ଡ୍‌ଫଲ୍‌ କରିଛି ବାତ୍ୟା ""ୟଶ୍'' । ଅର୍ଥାତ ରେମୁଣା-ବାହାନଗା ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁଛି ।…

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାବିଡ, ପ୍ରଥମ ଥର ଦିନିକିଆରେ ହୋଇଥିଲା ୩୦୦ ରନର ଭାଗିଦାରୀ

ନୂଆଦିଲ୍ଲୀ: ଦିିନିକିଆ କ୍ରିକେଟରେ ୧୦ ହଜାରରୁ ଉର୍ଦ୍ଧ୍ୱ ରନ କରିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ଅନେକ ଥର ବିରୋଧୀ ଦଳୁ ନାକେଦମ କରିଛନ୍ତି । ଆଜକୁ ଠିକ୍ ୨୨ ବର୍ଷ ପୂର୍ବେ ୧୯୯୯ ବିଶ୍ୱ କପରେ ଗାଙ୍ଗୁଲି ଓ…

ପ୍ରେରଣା ସାଜିଲେ ନିକିତା: ପୁଲୱାମାରେ ସହିଦ ହୋଇଥିଲେ ପତି, ମେ ୨୯ରେ ସମ୍ଭାଳିବେ ଲେଫ୍ଟନାଂଟ ପଦ

ନୂଆଦିଲ୍ଲୀ : ୨୦୧୯ ମସିହା ପୁଲୱାମା ଆତଙ୍କୀ ହମଲା ଏବେ ମଧ୍ୟ ମନରେ ସତେଜ ରହିଛି । ଏହି ଆକ୍ରମଣରେ ଦେଶର ୪୦ ଜଣ ବୀର ସିଆରପିଏଫ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ସେ…

କୃଷକ ଆନ୍ଦୋଳନକୁ ପୁରିଲା ଛଅ ବର୍ଷ, ଆଜି କଳା ଦିବସ ପାଳନ କରିବେ କୃଷକ ସଂଗଠନ

ନୂଆଦିଲ୍ଲୀ : ତିନି କୃଷିି ଆଇନ ବିରୋଧରେ ଗତ ବର୍ଷଠୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଅର୍ଥାତ ମେ ୨୬ରେ ଛଅ ମାସ ପୁରିଛି । ଏହି ଅବସରରେ କୃଷକ ସଂଗଠନ ବୁଧବାର କଳା ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । କୃଷି ଆଇନ…

ସରକାରଙ୍କ ବିରୋଧରେ ହାଇକୋର୍ଟ ପହଂଚିଲା ହ୍ୱାଟ୍ସଆପ୍‌, ନୂଆ ନିୟମରେ ଲୋକଙ୍କ ଗୋପନୀୟତା ବିପଦରେ ପଡିଯିବ !

ନୂଆଦିଲ୍ଲୀ : ଭାରତ ସରକାରଙ୍କ ନୂତନ ଆଇଟି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲା ହ୍ୱାଟ୍ସଆପ୍ । ହ୍ୱାଟ୍ସଆପ ନିଜ ଅଭିଯୋଗରେ ସରକାରଙ୍କୁ ବୁଧବାରଠୁ ଜାରି ହେଉଥିବା ନିୟମକୁ ଲାଗୁ ନକରିବାକୁ ଦାବି କରିଛି।…