CHARIDHAM

ଆସନ୍ତା ୩ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ…

ଜାତୀୟ ଡାକ୍ତର ଦିବସ: ଆଜି ଡାକ୍ତରଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏକ ଟୁଇଟ ଯୋଗେ ମୋଦି ଏହି ସୂଚନା…

ଲାଖପଦର ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ୱାମୀ ଆହତ, ସ୍ତ୍ରୀ ଗୁରୁତର

ନର୍ଲା (ଓଡ଼ିଶା ଭାସ୍କର) : ନର୍ଲା ବ୍ଳକ ଅନ୍ତର୍ଗତ ଲାଖପଦର ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ହେବାରୁ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ମତେ କେସିଙ୍ଗାର ନିରଞ୍ଜନ ମିଶ୍ର ଓ…

ରାଶିଫଳ (ଗୁରୁବାର,୧ ଜୁଲାଇ୨୦୨୧)

ମେଷ: କୌଣସି କାରଣରୁ ନିରାଶ ହେବେ । ଲକ୍ଷ୍ୟରେ ପହଞ୍ଚିବା କଷ୍ଟକର ହେବ । କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।…

ଏଠି କେବଳ ପତଳୀ ଝିଅଙ୍କ ଚାହିଦା; କାହିଁକି ଏମିତି କହିଲେ ଶେହନାଜ

ମୁମ୍ବାଇ: ବିଗବସ୍ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥର ନିଜ ପତଳା ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି ଶେହନାଜ । ଏହା ପୂର୍ବରୁ ନିଜର କ୍ୟୁଟନେସ ପାଇଁ…

୧୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ଜାଣନ୍ତୁ କାହିଁକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟରେ ଆସନ୍ତା କାଲି ୧୬ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ବୁଧବାର ୧୧ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଏହା ୧୬ ଜିଲ୍ଲାକୁ ବୃଦ୍ଧି ପାଇଛି । ଗୁରୁବାର ରାଜ୍ୟରେ…

ଭିଜିଲାନ୍ସ ଆଇଜି ଭାବରେ ଯୋଗଦେଲେ ଅସିତ ପାଣିଗ୍ରାହୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ଭିଜିଲାନ୍ସ ଆଇଜି ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅସିତ ପାଣିଗ୍ରାହୀ । ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ପାଣିଗ୍ରାହୀ ବୁଧବାର ଅପରାହ୍ନରେ ଭିଜିଲାନ୍ସ…

୧ ଘଣ୍ଟା ମୋବାଇଲରେ ଗେମ୍‌ ଖେଳି ୧.୩ ଲକ୍ଷ ଟଙ୍କା ଉଡାଇ ଦେଲା ନାବାଳକ ପୁଅ, କାର୍‌ ବିକ୍ରି ବିଲ୍‌ ପୈଠ କଲେ ବାପା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର):  ଇଂଲଣ୍ଡର ଜଣେ ୭ ବର୍ଷୀୟ ବାଳକ ମାତ୍ର ୧ ଘଣ୍ଟା ମୋବାଇଲରେ ଗେମ୍‌ ଖେଳି ୧,୮୦୦ ଡଲାର ଅର୍ଥାତ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିପାଇଁ ତାଙ୍କ ବାପା ନିଜ କାର୍‌ ବିକ୍ରି କରି…

କାଳିଆ ହିତାଧିକାରୀଙ୍କୁ କୋଭିଡ୍ ସହାୟତା, ଜାଣନ୍ତୁ କେମିତି କରିବେ ଚେକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ବୁଧବାର କୋଭିଡ ସହାୟତା ପ୍ରଦାନ କରାଯାଇଛି । କାଳିଆ ଯୋଜନାରେ ସାମିଲ ରହିଥିବା ଭୂମିହୀନ ହିତାଧୀକାରୀଙ୍କ…

ଗାଁକୁ ଆସୁନି ନେଟ୍‌ୱାର୍କ, ଘରଠାରୁ ୮ କି.ମି ଦୂରରେ ଥିବା ପାହାଡ଼ ଉପରେ ୟୁଟ୍ୟୁବ ଲାଇଭରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି (ଓଡ଼ିଶା ଭାସ୍କର) : ଗଜପତି ଜିଲ୍ଲା ଏକ ଦୃଗମ ତଥା ଆଦିବାସୀ ଅଞ୍ଚଳ । ଏହାର ଜଳନ୍ତ ଉଦାହରଣ ହେଉଛି ମୋହନା ବ୍ଳକ । ଦୁର୍ଗମ ଗାଁ ଗୁଡିକରେ ନେଟୱାର୍କ ସୁବିଧା ନ ଥିବାରୁ ବାଧ୍ୟ ହୋଇ କେଉଁଠି ପାହାଡ଼…