CHARIDHAM

ଭ୍ୟାକ୍ସିନ ଲଗାନ୍ତୁ, ମାଗଣାରେ ମୋବାଇଲ ରିଚାର୍ଜ ପାଆନ୍ତୁ, ୨୦ ଲକ୍ଷ ଟଙ୍କାର ପୁରସ୍କାର ବି ନିଅନ୍ତୁ : ବିଧାୟକଙ୍କ ଘୋଷଣା

ଭୋପାଳ :  କରୋନା ବିପକ୍ଷ ମୁକାବିଲା ପାଇଁ ଦେଶରେ ଯୁଦ୍ଧକାଳୀନସ୍ତରରେ ଟିକାକରଣ ଜାରି ରହିଛି। ସରକାର ଲୋକଙ୍କୁ ଟିକା ନେଇ ଏହି ଲଢେଇକୁ ଆହୁରି ମଜବୁତ କରିବାକୁ ଅପିଲ୍ କରୁଛନ୍ତି। ଡିସେମ୍ବର ସୁଦ୍ଧା ଦେଶର ସମସ୍ତ…

ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା ନାବାଳକ ପ୍ରେମିକ, ଗର୍ଭବତୀ ଜାଣିବି ବିବାହ କରିବାକୁ ରୋକ୍ ଠୋକ୍…

ବାରିପଦା (ଓଡ଼ିଶା ଭାସ୍କର): ଝାଡେପାଖରିଆ ଥାନା ଆମ୍ବଡିହା ଗ୍ରାମରେ ଜନୈକା ଯୁବତୀଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିବା…

ମିସକଲରୁ ପ୍ରେମ, ନାବାଳିକା ପ୍ରେମିକ ଘରକୁ ଆସି ଧରାପଡିଲେ ବିବାହିତ ଯୁବକ, ଆଉ ତା’ପରେ…

ନୀଳଗିରି,(ଓଡ଼ିଶା ଭାସ୍କାର): ମିସକଲ୍ ଲଭ୍ ଷ୍ଟୋରୀ ଧରାପଡିଗଲା। ଫୋନ କଲରୁ ଆରମ୍ଭ ହେଲା ପ୍ରେମ। ନାବାଳିକା ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡିଲେ ପ୍ରେମିକ। ପ୍ରେମିକା ଘର ଭିତରେ ତାଲା ପକାଇ ଅଟକ ରଖିଲେ…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ପାଇଁ ଗାଭାସ୍କରଙ୍କ ଚୂଡାନ୍ତ ଏକାଦଶ, ଇଶାନ୍ତ-ସିରାଜ କାହାକୁ ମିଳିବ ସ୍ଥାନ ?

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ଆରମ୍ଭ  ହେବାକୁ ଆଇ କେଇ ଘଣ୍ଟା ବାକି ରହିଛି। ସାଉଥମ୍ପଟନରେ ହେବାକୁ ଥିବା ଏହି ଐତିହାସିକ ମୁକାବିଲା ପାଇଁ ଭାରତର ଚୂଡାନ୍ତ…

ରୋହିତଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟତବାଣୀ, ଇଂଲଣ୍ଡରେ ଏତିକି ଶତକ ଲଗାଇବେ ହିଟ୍ ମ୍ୟାନ

ସାଉଥମ୍ପଟନ: ସୀମିତ ଓଭର କ୍ରିକେଟର ବିଶେଷଜ୍ଞ ବ୍ୟାଟସମ୍ୟାନ ରୋହିତ ଶର୍ମା ଟେଷ୍ଟ ଓପନିଂରେ ମଧ୍ୟ ନିଜର ସ୍ଵତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଛନ୍ତି। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରୋହିତ…

ବାଦଲଫଟା ବର୍ଷାରେ ନେପାଳରେ ଜଳ ପ୍ରଳୟ, ୩ ଭାରତୀୟ ସମେତ ୨୩ ନିଖୋଜ

କାଠମାଣ୍ଡୁ : ନେପାଳରେ ଭୀଷଣ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଛି। ବାଦଲଫଟା ବର୍ଷା କାରଣରୁ ଜଳପ୍ରଳୟ ଆସିଛି। ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମଧ୍ୟ ନେପାଳରେ…

ବଦଳିଲା ସରକାର, ବଦଳିଲାନି ନୀତି: ଉସୁକାଇଲା ଗାଜା, ମିସାଇଲ ମାଡ କରି ମୁହଁତୋଡ ଜବାବ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ : ବଦଳିଲା ସରକାର ହେଲେ ବଦଳିଲାନି ରଣନୀତି। ନୂତନ ସରକାରକୁ କେଇ ଦିନ ନଯାଉଣୁ ପୁଣି ଥରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ଯାଇଛି। ଗତ ମାସରେ ୧୧ ଦିନ ଧରି ଧରି ଇସ୍ରାଏଲ ଓ…

ଫୁଟବଲ୍ ଖେଳାଳି ରୋନାଲ୍ଡୋଙ୍କ ଗୋଟିଏ ଇସାରା, କୋକା-କୋଲାର ବୁଡିଗଲା ୨୯,୩୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ସଂପ୍ରତି ଦୁନିଆର ବଡ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଛୋଟ କାମ କୋକା-କୋଲାର ଖେଳ ବିଗାଡି ଦେଇଛି। ୟୁରୋ ୨୦୨୦ ଟୁର୍ଣ୍ଣାମେଣ୍ଟରେ ପର୍ତ୍ତୁଗାଲର ହଙ୍ଗେରି ବିପକ୍ଷ ମୁକାବିଲା…