CHARIDHAM

ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବ ଭାରତୀୟ ଟିମ୍, ଜୁଲାଇରେ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବା ପାଇଁ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ଗଠିତ ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବେ । ଆସନ୍ତା ୧୪ରୁ…

ଜୀବନ ଜୀବିକା ଦୋଛକିରେ.. କରୋନା ଯୋଗୁଁ ରୋଜଗାର ହରାଇବାରୁ ଜୀବନ ହାରିଲେ ଯୁବ ବ୍ୟବସାୟୀ, ଜଳଖିଆ ଦୋକାନ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲିଅନ୍ତା (ଓଡ଼ିଶା ଭାସ୍କର): କରୋନା ଜୀବିକା ଛଡାଇ ନେଇଥିଲା, ପରିବାର ପ୍ରତିପୋଷଣ ଚିନ୍ତା ଯୁବ ବ୍ୟବସାୟ ଜୀବନ ହାରିଦେଲେ।ଏଭଳି ଅଭାବନୀୟ ଘଟଣା  ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଅଠରଘରିଆ ସାହିର ଜଣେ ଯୁବ ଜଳଖିଆ…

ରସିକିୟା ମାଷ୍ଟରର ରଙ୍ଗିଲା କାଣ୍ଡ: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମରେ ପକାଇ ରଖିଲା ଶାରୀରିକ ସଂପର୍କ, ଅନ୍ତସତ୍ୱା ଜାଣି ମାରିଲା ଚମ୍ପଟ୍

ଧର୍ମଶାଳା (ଓଡ଼ିଶା ଭାସ୍କର): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଞ୍ଚଳରେ ଜଣେ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଅନ୍ତସତ୍ତ୍ୱା କରି ପୋଲିସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ସୂଚନା…

ଆଉ ୧୦ ଲକ୍ଷ ଟିକା ପଠାଇବ କେନ୍ଦ୍ର , ୩ ଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚିବ ଡୋଜ୍

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୫.୮୭ ଟିକା ଡୋଜ୍‌ ପଠାଯାଇ ସାରିଛି । ଆସନ୍ତା ୩ ଦିନ ମଧ୍ୟରେ ଆଉ ୧୦ ଲକ୍ଷ ଡୋଜ୍‌ ରାଜ୍ୟ…

ଭାରସାମ୍ୟ ହରାଇ ଦୋକାନ ଉପରେ ମାଡିଗଲା କାର୍‌, ଅଳ୍ପକେ ବର୍ତ୍ତିଲେ ଆରୋହୀ ଏବଂ ପଥଚାରୀ

ଜଗତସିଂହପୁର (ଓଡ଼ିଶା ଭାସ୍କର): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କନ୍ଦରପୁର-ମାଛଗାଁ ଜାତୀୟ ରାଜପଥର ସୁବର୍ଣ୍ଣବରାହୀ ମନ୍ଦିର ସମ୍ମୁଖରେ ଏକ ଦ୍ରୁତଗାମୀ ଅଡ଼ି କାର୍‌ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱରେ…

ଆସନ୍ତା ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା;…

ଭୁବନେଶ୍ବର (ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ବର୍ଷା । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା  ଢ଼ାଳିବ। ଆସନ୍ତା…

ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରୁ ୩ଟି ଟିଫିନ୍ ବୋମା ଏବଂ ବିସ୍ଫୋରକ ଜବତ

ମାଲକାନଗିରି (ଓଡ଼ିଶା ଭାସ୍କର): ବିଏସଏଫ ଏବଂ ଓଡିଶା ପୋଲିସ ମିଳିତ ଉଦ୍ୟମରେ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି।…

ନିଆରା ଭଲପାଇବା : ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଗୁପ୍‌ଚୁପ୍‌ରେ ମୁଦି ଭର୍ତ୍ତି କରି ପ୍ରେମ ନିବେଦନ କଲେ ପ୍ରେମିକ, ଆଉ ତା’…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସାଥୀଙ୍କୁ ନିଜର କଥା କହିବା ଏବଂ ପରେ ବିବାହ ପାଇଁ ପ୍ରପୋଜ କରିବାର ଭିନ୍ନ ଭିନ୍ନ ଉପାୟ ଆପଣ ଦେଖିଥାଇପାରନ୍ତି । କିଏ ଫୁଲତୋଡ଼ା ଦେଇ ପ୍ରପୋଜ କରେ ତ କିଏ କେକ୍‌ରେ ମୁଦି ରଖି…

କରୋନାରୁ ମୁକ୍ତି ପାଇବା ପାଇଁ ମିଳିବ ଆଉ ଏକ ଅସ୍ତ୍ର, କୋଲଚିସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍‌କୁ ଅନୁମତି ଦେଲା ‘ଡିସିଜିଆଇ’

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) :  ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (CSIR) ଏବଂ ହାଇଦ୍ରାବାଦ ସ୍ଥିତ ଲକ୍ଷାଇ ଲାଇଫ୍ ସାଇନ୍ସେସ ପ୍ରାଇଭେଟ୍ ଲିମିଟେଡ୍ କୋଭିଡ୍ ରୋଗୀଙ୍କ  ଚିକିତ୍ସା ପାଇଁ କୋଲଚିସିନ୍‌ର…

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମିଶ୍ରି, ଥଣ୍ଡା କାଶରୁ ମୁକ୍ତି ଦେବା ସହ ରକ୍ତ ଅଭାବକୁ ଦୂର କରେ…

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଖାଦ୍ୟ ଖାଇବା ପରେ ଆପଣ ନିଶ୍ଚିତ ଭାବରେ ମିଶ୍ରି ଏବଂ ପାନମହୁରୀ ଖାଇଥିବେ । ଏହି ଦୁଇଟି ଜିନିଷକୁ ମାଉଥ୍‌ ଫ୍ରେସନର୍‌ ଭାବରେ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ମିଶ୍ରି ଅନେକ…