CHARIDHAM

ଅଭ୍ୟାସ୍ ମ୍ୟାଚରେ ଚମକିଲେ ଋଷଭ ପନ୍ତ, ଛକା ମାରି ମନାଇଲେ ଉତ୍ସବ, ଭିଡିଓ ସେୟାର କଲା ବିସିସିଆଇ

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଆରମ୍ଭ ହେବାକୁ ଗୋଟିଏ ସପ୍ତାହରୁ କମ୍ ସମୟ ବାକି ରହିଛି । ଜୁନ ୧୮ରୁ ଆରମ୍ଭ ହେବାକୁ ଥିବା ଏହି ହାଇଭୋଲଟେଜ୍ ମୁକାବିଲା…

ପଞ୍ଜାବ ରାଜନୀତିରେ ନୂତନ ସମୀକରଣ: ଅକାଳି ଦଳ ଓ ବିଏସପି ମଧ୍ୟରେ ମେଂଟ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା କେତେ ସିଟ୍

ଚଣ୍ଡିଗଡ : ଚଳିତ ସପ୍ତାହରେ ଦେଶ ରାଜନୀତିର ଦୃଶ୍ୟପଟ୍ଟରେ ଅନେକ ପରିବର୍ତନ ଦେଖିବାକୁ ମିଳିଲାଣି । କେଉଁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତେଜୁଛି ତ ଆଉ କେଉଁ ଦଳରେ ନେତାଙ୍କ ଆଗମନ ଘଟୁଛି । ପଶ୍ଚିମବଙ୍ଗ ଓ ଉତର ପ୍ରଦେଶରେ…

ଭାରତକୁ ବିଜୟୀ କରାଇବା ମୋ ପାଇଁ ବଡ ଦାୟିତ୍ୱ: ଧାୱନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ସୀମିତ ଓଭର ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଓପନର ଶିଖର ଧାୱନ କହିଛନ୍ତି ଯେ ଜାତୀୟ ଦଳର ନେତୃତ୍ୱ ନେବା ଦାୟିତ୍ୱ ମୋତେ ଦିଆଇ ଥିବାରୁ ଅତ୍ୟନ୍ତ…

ଟୋକିଓ ଅଲିମ୍ପିକ୍ସ ଯିବେ ନାହିଁ କ୍ରୀଡା ମନ୍ତ୍ରାଳୟ ପ୍ରତିନିଧି, କେବଳ କୋଚ୍, ଆଥଲେଟ୍‌ ଓ ଫିଜିଓଥେରାପିଷ୍ଟଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ପରିସ୍ଥିତି ନେଇ ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ଟୋକିଓ ଅଲିମ୍ପିକ୍ସକୁ କୌଣସି ପ୍ରତିନିଧି ଦଳ ପଠାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । କାରଣ ଟୋକିଓ…

ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ସିଲିଣ୍ଡର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଉପଭୋକ୍ତାଙ୍କୁ ଆରାମ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ରନ୍ଧନ ଗ୍ୟାସ ଉପଭୋକ୍ତା ଏଣିକି ନିଜ ପସନ୍ଦର ଡିଲରଙ୍କ ଠାରୁ ଭରିପାରିବେ ଏଲପିଜି ସିଲିଣ୍ଡର ।…

କୋଭାକ୍ସିନ୍‌ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଲାନି ଆମେରିକା

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ଆମେରିକାରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା ନିର୍ମାତା ଭାରତ ବାୟୋଟେକକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ…

୪ବର୍ଷ ପରେ ଘରକୁ ବାହୁଡ଼ିଲେ ମୁକୁଲ, ଟିଏମ୍‌ସିକୁ ହେଲେ ସାମିଲ: ଦିଦି କହିଲେ ମୁକୁଲ ଆମ ସହ ଗଦ୍ଦାରି କରି ନାହାନ୍ତି.. ଗଦ୍ଦାରି କରିଥିବା…

କୋଲକାତା (ଓଡ଼ିଶା ଭାସ୍କର) : ବିଜେପିର  ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ଶୁକ୍ରବାର ୪ ବର୍ଷ ପରେ ପୁଣି ଟିଏମ୍‌ସିକୁ ଫେରିଛନ୍ତି । ମୁକୁଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ…

ଆଜି ୬ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି, ୧୬ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଆଜିଠୁ ଲଘୁଚାପ ପ୍ରଭାବରେ ବର୍ଷା ବଢ଼ିବ । ଆସନ୍ତା ୧୪ ତାରିଖ ନୁହେଁ, ୧୬ ତାରିଖ ପର୍ଯ୍ୟନ୍ତ ବର୍ଷିବ ବର୍ଷା । ଓଡ଼ିଶାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଶି ବର୍ଷା ହେବ ବୋଲି ପାଣିପାଗ…

ଭାରତର ଶ୍ରୀଲଙ୍କା ଗସ୍ତ, ଏହି ଦୁଇ ଖେଳାଳିଙ୍କ ପ୍ରତି ଅନ୍ୟାୟ କଲେ ଚୟନକର୍ତା !

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ଖେଳିବ । ବିସିସିଆଇ…

କରୋନା ଟିକା ନ ନେଲେ ବ୍ଲକ୍ କରାଯିବ ସିମ୍ କାର୍ଡ, ଏମିତି ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକାକରଣ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ଲୋକଙ୍କୁ ଅନେକ ପ୍ରକାରର ପ୍ରଲୋଭନ ଦିଆଯାଉଛି । ଏପରିକି ଟିକା ନେଲେ ମାଗଣାରେ ବିୟର ଦିଆଯିବା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ…