CHARIDHAM

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ଆଜିଠୁ ୧୪ ଯାଏଁ ପ୍ରବଳ ବର୍ଷା ଆଶଙ୍କ, ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନରଙ୍କୁ ସତର୍କ…

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ବାତ୍ୟା "ୟଶ୍'ର କ୍ଷୟକ୍ଷତି ସମ୍ପୂର୍ଣ୍ଣଭାବେ ମନରୁ ଲିଭି ନଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି । ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ…

ଘାଟିକୁ ୬ ହଜାର ସୈନିକଙ୍କ ପ୍ରତ୍ୟାବର୍ତନ, ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ନେଇ ଚର୍ଚ୍ଚା ଜୋର

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଥରେ ରାଜନୀତି ସରଗରମ ହୋଇ ଉଠିଛି । ନିର୍ବାଚନ ଡ୍ୟୁଟିରେ ମୁତୟନ ଅର୍ଦ୍ଧସାମରିକ ବଳର ୬ ହଜାର ଯବାନ ଯେବେଠୁ ଘାଟିକୁ ଫେରିଛନ୍ତିି ତେବେଠୁ କାଶ୍ମୀରରେ ଆଲୋଚନା ଜୋର ଧରିଛି ।…

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭରୁଛନ୍ତି କମ ଟ୍ୟାକ୍ସ, ଜାଣନ୍ତୁ କେତେ ଆୟକର ଦେଉଛନ୍ତି ଜେଫ ବେଜୋସ ଓ ଏଲନ ମସ୍କ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ବିତଶାଳୀ ବ୍ୟକ୍ତି ତାଲିକାରେ ସାମିଲ ଆମେରିକାର ଅରବପତି ଜେଫ ବେଜୋସ, ଏଲନ ମସ୍କ ଓ ୱାରେନ ବଫେଟ୍‌ଙ୍କ ଆୟକର ସମ୍ବନ୍ଧିତ ସୂଚନା ଲିକ୍ ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଇ-କମର୍ସ…

ଆଜି ବିଜେପିରେ ଯୋଗ ଦେଇ ପାରନ୍ତି ବଡ ହସ୍ତୀ, ଏହି କଂଗ୍ରେସ ନେତାଙ୍କୁ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାର୍ଟିକୁ ଲାଗିପାରେ ବଡ ଝଟକା । ବିଜେପି ସାଂସଦ ତଥା ମୁଖପାତ୍ର ଅନିଲ ବଲୁନି ବୁଧବାର ଟ୍ୱିଟ୍ କରି ଜାତୀୟ ରାଜନୀତିରେ ଚହଳ ପକାଇଛନ୍ତି…

ମେହୁଲ ଚୋକସି ମାମଲାରେ ଭାରତର ପକ୍ଷ ରଖିବେ ହରିଶ ସାଲଭେ, ସରକାରଙ୍କ ସହ ଚାଲିଛି ବିଚାର ବିମର୍ଶ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହାଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣ ନେଇ ପ୍ରୟାସ ଜାରି ରହିଛି । ଏବେ ଚୋକସିଙ୍କ ପ୍ରତ୍ୟର୍ପଣକୁ ନେଇ…

ନୂଆ ୱେବ୍‌ସାଇଟ୍‌ ଲଞ୍ଚ ଆୟକର ବିଭାଗ, ଏଣିକି ସହଜ ହେବ ଇ-ଫାଇଲିଂ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବ୍‌ସାଇଟ ଆରମ୍ଭ କରିଛି । କରଦାତାଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ…

କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ୭ ଦିନରେ ହେଉଛି ଘାତକ, ନେଉଛି ଭୟଙ୍କର ରୂପ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କୋରୋନାର ଦ୍ୱିତୀୟ ଲହରର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟ ମଧ୍ୟରେ ଏକ ନୂଆ ଆତଙ୍କ ସାମନାକୁ ଆସିଛି । ପୁଣେର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି…

ନାବାଳିକାକୁ ପ୍ରେମ ଜାଲରେ ଫସାଇ ସାଙ୍ଗରେ ଧରି ଚମ୍ପଟ୍ ମାରିଥିଲା ଚିକେନ ବ୍ୟବସାୟ: ଝିଅର ଅପହରଣ ଓ ଦୁଷ୍କର୍ମ ଅଭିଯୋଗ କଲେ ବାପା, ଯୁବକକୁ…

ଗୁଣପୁର (ଓଡ଼ିଶା ଭାସ୍କର): ରାୟଗଡା ଜିଲ୍ଲା ରାମନାଗୁଡା ପୋଲିସ ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ।। ଉଦ୍ଧାର ନାବାଳିକାକୁ ପରିବାରବର୍ଗଙ୍କୁ ପୋଲିସ ହସ୍ତାନ୍ତର କରିଛି । ଗିରଫ…

ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ: ଆଜି ପ୍ରବଳ ବର୍ଷା ଆଶଙ୍କା, ୧୧ ଜୁନ୍‌ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଜାରି ରହିଛି। ଦିନକୁ  ଦିନ ବଦଳୁଛି ପାଗ । ମୌସୁମୀ ବର୍ଷା ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି ।…

ନୂଆ ଟିକାକରଣ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର ,ଏଣିକି ଜନସଂଖ୍ୟା ଅନୁପାତରେ ରାଜ୍ୟଙ୍କୁ ଯୋଗାଇ ଦିଆଯିବ ଡୋଜ୍

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ ବୋଲି ସୋମବାର ଘୋଷଣା କରିଥିଲେ । ଏହାର ଗୋଟିଏ ଦିନ ପରେ ଅର୍ଥାତ ମଙ୍ଗଳବାର କେନ୍ଦ୍ର…