ଜଳିଗଲା ବସ୍; ଅଳ୍ପକେ ବର୍ତ୍ତିଲା ୨୦ ରୋଗୀଙ୍କ ଜୀବନ

ଦଶପାଲ୍ଲା: ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବିଭିନ୍ନ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଲୋକେ ମୃତାହତ…

ଫେବୃଆରୀରେ ଗ୍ରହମାନଙ୍କ ମଧ୍ୟରେ ହେବ ବଡ ପରିବର୍ତ୍ତନ; ଏହିସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ଏବଂ ଗତି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣକୁ କିଛି ବ୍ୟକ୍ତି ସୁଖରେ…

ବାର୍ଥରୁମକୁ ମୋବାଇଲ ନେଇ ଯାଉଛନ୍ତି କି? ଜାଣନ୍ତୁ ଏହାର କୁପ୍ରଭାବ,ନଚେତ୍ ଭୋଗିବେ…

ଆଜିର ଯୁଗରେ ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗ ପରି ହୋଇଯାଇଛି । ଯାହାଠାରୁ ମଣିଷ ଦୂରଇ ରହିବା ତ ଦୂରର କଥା ଏହାକୁ କ୍ଷଣକେ ମଧ୍ୟ ଛାଡି଼ ରହି ପାରୁନାହିଁ । ଫଳରେ ଏହି ମୋବାଇଲ କାରଣରୁ ଅନେକ ପିଲା ଭୁଲ…

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗ; ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ଗୁଳିମାଡ ହୋଇଥିବା ବେଳେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ…

(VIDEO) ସତ ଜାଣିଥିଲେ କି ନବ ଦାସ? ଜାଣନ୍ତୁ ମୃତ୍ୟୁ ପୂର୍ବରୁ କାହଁକି କହିଲେ ଏପରି

ଝାରସୁଗୁଡା: ଗୁଳିମାଡ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ସଭାରେ ଭାଷଣ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେଉଁଠି ରାମଙ୍କୁ ଛାଡି ନାହାଁନ୍ତି, ସୀତଙ୍କୁ ଛାଡି ନାହାଁନ୍ତି ସେଠି ମତେ କଣ ଛାଡିବେ । ତେବେ ସେ ଏପରି…

ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ; ଶେକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ଗୁଳିମାଡରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ହେଇଛି। ଫଳରେ ଏହାକୁ ନେଇ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; ଆପୋଲ ହସ୍ପିଟାଲରେ ପହଞ୍ଚିଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ମଧ୍ୟାନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ବେଳେ ବର୍ତ୍ତମାନ ଆପୋଲୋ ରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି । ଏହାରି ମଧ୍ୟରେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଦଳର ବିଭିନ୍ନ କର୍ମୀମାନେ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା; କଣ କହିଲେ ଏଏସଆଇ ଗୋପାଳ ଦାସଙ୍କ ଡାକ୍ତର

ବ୍ରହ୍ମପୁରୁ: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗର ଗସ୍ତ କରିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ଫଳରେ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ତେବେ ଏହି ଗୁଳି ଚାଳନା ଆଉ କେହି ନୁହେଁ ବରଂ ତାଙ୍କ…

ଆପୋଲୋରେ ଚାଲିଛି ନବ ଦାସଙ୍କ ଚିକିତ୍ସା; ଜାଣନ୍ତୁ କେଉଁ କେଉଁ ଡାକ୍ତିରୀ ଦଳ ଅଛନ୍ତି ସାମିଲ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ମଧ୍ୟାନରେ ଜଣେ ପୋଲିସ ଏଏସଆଇ ଗୁଳି ଚାଳନା କରିଛନ୍ତି । ଫଳରେ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ତେବେ…

ଆପୋଲରେ ପହଞ୍ଚିଲେ ନବ ଦାସ; ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ଗାନ୍ଧି ଛକ ନିକଟରେ ତାଙ୍କୁ ଗୁଳିମାଡ ହୋଇଛି । ଜଣେ ପୋଲିସ ଏଏସଆଇ ଏହି ଗୁଳିମାଡ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ତେବେ ପୋଲିସ…