ସ୍ଥଗିତ ହେଲା ଅଙ୍ଗନବାଡି କର୍ମୀଙ୍କ ଅନ୍ଦୋଳନ: ଫେବୃଆରୀ ୨ ସପ୍ତାହରେ ପୁଣି ହୋଇପାରେ…
ଭୁବନେଶ୍ୱର:ସାମୟିକ ଭାବରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ଫେବୃଆରୀ ୧୫ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସ୍ଥଗିତ ରହିଥିବା ଜଣାପଡିଛି । ତେବେ ଏନେଇ ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛିନ୍ତି…