ନୂଆବର୍ଷରେ ବଡ ଝଟକା ; ବୃଦ୍ଧି ହେଲା ସୁନା ଦର, ରୂପା ବି ହେଲା ମହଙ୍ଗା

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ସୁନା-ରୂପା ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି । ଜାନୁୟାରୀ ୨ ତାରିଖ ଅର୍ଥାତ ଆଜି, ସୁନା ମୂଲ୍ୟ ବମ୍ପର ବମ୍ ସହିତ ୫୫,୦୦୦ ସ୍ତର ଅତିକ୍ରମ କରିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ…

ଆପଣଙ୍କ ପାଖରେ ଏହି ୪ଟି ଅଭ୍ୟାସ ଥିଲେ ସାବଧାନ; ମାନସିକ ସ୍ୱାସ୍ଥ୍ୟ ଉପରେ ପକାଇଥାଏ ଖରାପ ପ୍ରଭାବ

ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ । କାରଣ ଆମ ମସ୍ତିକ ହିଁ ଆମର ଜୀବନର ସମସ୍ତ କାର୍ଯ୍ୟ କରିବାରେ ଆମକୁ ସାହାଯ୍ୟ କରିଥାଏ । ତେବେ ଏପରି କିଛି ଲୋକ ଅଛନ୍ତି…

ମେଡିକାଲ ପିଜି ପାଇଁ ଏଥର ଦେବାକୁ ପଡିବ ନେକ୍ସଟ ପରୀକ୍ଷା, ନହେଲେ ମିଳିବ ନାହିଁ..

ଭୁବନେଶ୍ୱର: ଏଣିକି ପିଜିରେ ନାମ ଲେଖେଇବା ପାଇଁ ଆଉ ନିଟ ପରୀକ୍ଷା ଦେବାକୁ ପଡିବ ନାହିଁ । ଆସନ୍ତା ବର୍ଷରୁ ଏହି ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଏହା ପରିବର୍ତ୍ତେ ଶେଷ ବର୍ଷ ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ…

(Video)ହକି ବିଶ୍ୱ କପ ସହିତ ପୁଣି ଫେରିଲା ‘ଓଲି’,ଜାଣନ୍ତୁ କାହିଁକି ହକି ପୋଷ୍ଟରରେ ରହିଛି ଏହି କଇଁଛ ମାସ୍କଟ

ଭୁବନେଶ୍ୱର:ହକି ବିଶ୍ୱକପ ପାଇଁ ଏବେ ଦୁଇ ସ୍ମାର୍ଟ ସିଟି ତଥା ରାଉରକେଲା ଆଉ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସଜ୍ଜିତ ହୋଇଛି । ଏହା ପାଇଁ ରାସ୍ତା ଘାଟ ଠାରୁ ଆରମ୍ଭ କରି ସବୁ ଠାରେ ବଡ ବଡ ପୋଷ୍ଟ ମଧ୍ୟ ଲାଗିଛି । ଆପଣ…

ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି; ଆଇସିୟୁରୁ ବାହାରି ୱାର୍ଡରେ ଭର୍ତ୍ତି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରିବାର ଲାଗିଛି । ଫଳରେ ତାଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ଏଥିସହିତ ସେଠାରେ…

ପାକିସ୍ତାନ କ୍ରିକେଟ୍ ରେ ଚର୍ଚ୍ଚାରେ ଏବେ ଶ୍ୱଶୁର-ଜ୍ୱାଇଁ ଯୋଡି

ନୂଆଦିଲ୍ଲୀ :ଆଜିକାଲି ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ଦେଖାଦେଇଛି, ନିକଟରେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ ମଧ୍ୟ ପରିବର୍ତ୍ତନ ହେଇଛନ୍ତି। ଏହା ସହିତ ପାକିସ୍ତାନ କ୍ରିକେଟ୍ ଦଳର ଚୟନର ନିର୍ଦ୍ଦେଶ ଏବେ…

ଆନିମଲ ସୁଟିଂ ସମୟରେ ଭୟରେ ଥିଲେ ରଣବୀର କପୁର; କମ୍ଫଟ ଜୋନରୁ ବାହାରେ ହୋଇଛି ଫିଲ୍ମ

ବଲିଉଡ ଅଭିନେତା ରଣବୀର କପୁର ଏକ କନ୍ୟା ସନ୍ତାନର ବାପା ହେବା ପରଠାରୁ ସର୍ବଦା ଲାଇମ୍ ଲାଇଟ୍ ରେ ରହି ଆସୁଛନ୍ତି । ଏଥିସହିତ ସେ ନିଜର ଷ୍ଟାଇଲ ଏବଂ ଲୁକ୍ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ରଣବୀର…

ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଏହା ସର୍ବନିମ୍ନ ,କେନ୍ଦ୍ର ଉପରେ ହାବି ହେଉଛି ନବୀନଙ୍କ ସୁପରିଚାଳିତ ମଡେଲ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ନୀତି ଆଉ ଆଦର୍ଶର ଡେଙ୍ଗୁରା ସାରା ଦେଶରେ ବାଜୁଛି । ଯାହା ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇ ପାରୁଛି । କେବଳ ଏତିକି ନୁହେଁ ଶିକ୍ଷା, କ୍ରୀଡା,ସ୍ୱାସ୍ଥ୍ୟ ଠାରୁ ଆରମ୍ଭ…

ବିମୁଦ୍ରିକରଣକୁ ନେଇ ସୁପ୍ରିମକୋର୍ଟର ବଡ ରାୟ:ଖାରଜ ହେଲା ସବୁ ଯାଚିକା

ନୂଆଦିଲ୍ଲୀ: ବିମୁଦ୍ରିକରଣକୁ ନେଇ ସୁପ୍ରିମକୋର୍ଟର ବଡ ରାୟ । କହିଲେ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା । ଏହା ସହିତ ସମସ୍ତ ଯାଚିକା କୁ ଖାରଜ କରିଲେ ସୁପ୍ରିମକୋର୍ଟ । ସୂଚନାମୁତାବକ ଶୀତ ଅବକାଶ ପରେ ପ୍ରଥମ ଦିନରେ…

ସ୍କୁଲରେ ଅନୁପସ୍ଥିତ ହେବାରୁ ବହିଷ୍କୃତ ହେଲେ ୧୦ ଶିକ୍ଷକ;କାରଣ ଦର୍ଶାଅ ନୋଟିସ୍ ଜାରୀକଲେ ଡିଇଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବେନିୟମ ଭାବରେ ଦୀର୍ଘଦିନ ଧରି ସ୍କୁଲରେ ଅନୁପସ୍ଥିତ ରହୁଥିବା ୧୦ ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ତେବେ ଡିଇଓ ଏହି ଶିକ୍ଷକ/ ଶକ୍ଷୟତ୍ରୀମାନଙ୍କୁ ବହିଷ୍କାର…