ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଅନ୍ୟ ଗୋଷ୍ଠୀର ଯୁବକ; ଘଟଣାରେ ଯୁବକ ଗୁରୁତର

ବାଲେଶ୍ୱର: ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଅନ୍ୟ ଏକ ଗୋଷ୍ଠୀର କିଛି ଯୁବକ ହାଣିଛନ୍ତି । ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ରେମୁଣା ଗୋପୀନାଥ ମନ୍ଦିର ଛକ ନିକଟରେ…

ଜାଣନ୍ତୁ ଶୀତଦିନେ ଗୁଡ଼ ଖାଇବାର ଲାଭ; ବର୍ତ୍ତମାନ ଠାରୁ ଆରମ୍ଭ କରନ୍ତୁ ଖାଇବା

ଯେତେବେଳେ ବି ଆମକୁ କିଛି ମିଠା ଖାଇବାର ମନ ହୋଇଥାଏ ସେତେବେଳେ ଆମେ ବଜାରରୁ ମିଠା କିଣୁ କିମ୍ବା ଚିନି ବ୍ୟବହାର କରି ଘରେ ମିଠା ପ୍ରସ୍ତୁତ କରୁ । ତେବେ ଆଉ ଏକ ଜିନିଷ ଅଛି ଯାହାକୁ ଆମେ ମିଠା ଖାଇବାର ଲୋଭକୁ ଶାନ୍ତ…

କେଉଁଠାରେ ରହିଛି ବିଶ୍ୱର ସର୍ବବୃହତ ରେଲୱେ ଷ୍ଟେସନ; ଜାଣନ୍ତୁ କଣ ରହିଛି ଆଶ୍ଚର୍ଯ୍ୟ କଥା

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସର୍ବଦା କମ୍ ଖର୍ଚ୍ଚ ସହ ନିରାପଦ ବୋଲି କୁହାଯାଏ । ଯାତ୍ରା କରିବାର ସମୟ ମଧ୍ୟ ଏଥିରେ କମ୍ ରହିଥାଏ । ଯଦି ମାନବ ସଭ୍ୟତାର ବିକାଶକୁ ବଢାଉଥିବା ଉଦ୍ଭାବନଗୁଡିକର ଏକ ତାଲିକା…

ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ଅବସରରେ ମଞ୍ଚସ୍ଥ ହେବ ‘ମୁଁ ଚକରା କହୁଛି’ ନାଟକ

ଭୁବନେଶ୍ୱର: ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ୨୦୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏକ ନାଟକ ମଞ୍ଚସ୍ଥ ହେବାକୁ ଯାଉଛି । ଏହି ଜୟନ୍ତୀ ସମାରୋହ ଜାନୁଆରୀ ୨ ତାରିଖ ଦିନ ‘ସୂଚନା ଏବଂ ଲୋକସମ୍ପର୍କ ବିଭାଗ’ ପକ୍ଷରୁ ପାଳନ…

ଛୁଟି ଦିନରେ ବି ଦର୍ଶକଙ୍କ ପାଇଁ ଖୋଲା ରହିବ ଲୋକସେବା ଭବନ ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସର ସବୁ ଛୁଟିଦିନରେ ଲୋକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ ବୋଲି ସୂଚନା ମିଳିଛି । ଚତୁର୍ଥ ଶନିବାର ବ୍ୟତୀତ ରବିବାର, ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି ଦିନ ଗୁଡ଼ିକ…

ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ‘ସ୍ମାର୍ଟ ଫୋନ୍‍ ମନା’, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‍ ବାରଣ କରାଯାଇଛି । ସେବାୟତ, ଅଧିକାରୀ କିମ୍ବା କର୍ମଚାରୀ ସମସ୍ତଙ୍କ ପାଇଁ ସ୍ମାର୍ଟ ଫୋନ୍‍ କଟକଣା କଡ଼ାକଡ଼ି କରାଯାଇଛି । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା…

ଗାଡ଼ି ଚଳାଇବା ସମୟରେ ଫୋନ୍ ବ୍ୟବହାର ପାଇଁ ମୃତ୍ୟୁବରଣ କରିଛନ୍ତି ୧୦୪୦; ରିପୋର୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଡ୍ରାଇଭରଙ୍କ ଅସାବଧାନତା…

ମୃତ୍ୟୁ ଭିକ୍ଷା ମାଗୁଥିଲେ ହନି ସିଂ , କହିଲେ ମୋ ସହ ଯାହା ହେଇଛି ମୋ ଶତ୍ରୁ ମାନଙ୍କ ସହ କେବେ ନ ହେଉ

ମୁମ୍ବାଇ: ସିଙ୍ଗର ତଥା ରାପର ହନି ସିଙ୍ଗଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହି ସିଙ୍ଗର ଜଣକ ସବୁ ଠାରେ ସୁପରିଚିତ । ଏହା ସହିତ ସେ ତାଙ୍କ ଜୀବନରେ ବହୁ ସୁଖ ଦୁଃଖ ଦେଖିଛନ୍ତି । କିନ୍ତୁ ନିକଟରେ ହନି…

ନୂଆବର୍ଷରେ ଆସିଲା ଦୁଃଖଦ ଖବର; ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଦେଶରେ ବିଭିନ୍ନ ଅଞ୍ଚଳରେ ଖୁସିର ମାହୋଲ ଦେଖାଯାଇଛି । ଉତ୍ସବ ମୁଖର ହୋଇଛି ଦେଶ ବିଦେଶ । କିନ୍ତୁ ଏହି ଖୁସି ସମୟରେ ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।…

ଭାଙ୍ଗିଲା ଗତବର୍ଷର ରେକର୍ଡ; ନୂଆ ବର୍ଷ ପାଇଁ ବିକ୍ରି ହେଲା ୧ ବିଲିୟନ ୧୧ କୋଟି ମୂଲ୍ୟର ମଦ

ଜୟପୁର:ରାଜସ୍ଥାନରେ ନୂତନ ବର୍ଷର ଉତ୍ସବରେ ବହୁ ମଦ ବିକ୍ରି ହେଇଛି। ଦୁଇ ଦିନରେ ତଥା ୩୦ ଏବଂ ୩୧ ଡିସେମ୍ବରରେ ରାଜ୍ୟରେ ୧ ଅରବ ୧୧ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା। ସୂଚନାନୁସାରେ, ଏହି ଦୁଇ ଦିନରେ ସମଗ୍ର…