fbpx

କଂଗ୍ରେସର ନୂତନ ଅଧ୍ୟକ୍ଷ ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଅଭିଯୋଗ ଉପରେ ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ: କଣ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧୀ ପରିବାରର ରିମୋଟ୍ କଣ୍ଟ୍ରୋଲରେ ଚାଲିବ ? ଏହି ଅଭିଯୋଗ ଉପରେ ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି, ଅଧ୍ୟକ୍ଷ ନିର୍ବାଚନ ଲଢୁଥିବା…

ସାଇକେଲରେ ପଞ୍ଜାବ ରୁ ଦିଲ୍ଲୀ ଯାତ୍ରା; କାହିଁକି ଏମିତି କଲେ ୧୩ ବର୍ଷର ବାଳକ କାରଣ ଜାଣିଲେ ଆପଣ ମଧ୍ୟ ହେବେ ତାଜୁବ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆଜିର ପିଲାମାନଙ୍କର ମନ ଏବଂ ହୃଦୟରେ ଏତେ ପ୍ରାଧାନ୍ୟ ଲାଭ କରିଛି ଯେ ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ଏପରି ଏକ ଘଟଣାରେ, ପଞ୍ଜାବର ଜଣେ ୧୩ ବର୍ଷର ବାଳକ ନିଜ ପସନ୍ଦ ୟୁ…

ଆବାସିକ କୋଠାରେ ଲାଗିଲା ନିଆଁ ;ଜୀବନ ବଞ୍ଚାଇବା ପାଇଁ ବାଲକୋନୀରୁ ଡେଇଁଲେ ଲୋକ

ମୁମ୍ବାଇ:ଶନିବାର ମୁମ୍ବାଇର ନିୟୁ ତିଲକ ନଗର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୨:୪୩ ସମୟରେ ଉକ୍ତ ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ…

ଆମାଜନରେ ଜଙ୍ଗଲରେ ମିଳିଲା ସର୍ବ ବୃହତ ଗଛ;ବୈଜ୍ଞାନିକ ଆରମ୍ଭ କରିଲେ ଅନୁସନ୍ଧାନ

ବ୍ରାଜିଲିଆ:୩ ବର୍ଷର ଯୋଜନା, ୪ ଅଭିଯାନ, ଘନ ଜଙ୍ଗଲରେ ୨ ସପ୍ତାହ ବିପଜ୍ଜନକ ଯାତ୍ରା ପରେ ବୈଜ୍ଞାନିକମାନଙ୍କର ଏକ ଦଳ ଶେଷରେ ଆମାଜନ ଜଙ୍ଗଲର ଉଚ୍ଚତମ ଗଛ ଖୋଜି ପାଇବାରେ ସଫଳ ହୋଇଛନ୍ତି। ଏହି ଗଛଟି ୨୫ ମହଲା କୋଠା ପରି…

Team Indiaରେ ମିଳିଲାନି ଚାନ୍ସ: ଏବେ ଅନ୍ୟ ଦଳ ତରଫରୁ ଖେଳିବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଟେଷ୍ଟ ପ୍ଲେୟର ଏବେ ଦଳ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଏହି ଖେଳାଳି । ଭାରତୀୟ ଦଳରେ ସୁଯୋଗ ନ ମିଳିବାରୁ ସେ ଏବେ ଆଉ ଏକ…

ଏହି ସମୟରେ ଭୁଲରେ ବି ଖାଆନ୍ତୁ ନାହିଁ କାକୁଡି: ହୋଇଥାଏ ଏହି ସବୁ ସମସ୍ୟା

ଆମେ ସୁସ୍ଥ ରହିବା ପାଇଁ ଏବଂ ଫିଟ୍ ରହିବା ପାଇଁ ଅନେକ ପ୍ରକାର ସୁସମ ଖାଦ୍ୟ ଖାଇବା ସହ ବିଭିନ୍ନ ପ୍ରକାର ଫଳ ମଧ୍ୟ ଖାଇଥାଉ । ସେହିପରି ମୋଟାପଣ କମାଇବା ପାଇଁ ଏବଂ ଶରୀରରେ ଜଳୀୟ ଅଶଂ ନ କମିବା ପାଇଁ ଆମେ ପ୍ରାୟତଃ…

Press Conference କରି ଗୁମର ଖୋଲିଲେ ରାହୁଲ କହିଲେ..

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଏକ ମାସ ପୂରଣ କରିଛନ୍ତି। ଶନିବାର ଦିନ କର୍ଣ୍ଣାଟକର ତୁରୁଭେକ୍ରେ ୩୪ ମିନିଟର ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଲୋକ ମାନଙ୍କ ସହ ଯୋଡି ହେଇଥିଲେ । ଏହି ସମୟରେ…

ସାପ ହେଉଛନ୍ତି ଘରର ଅନନ୍ୟ ସଦସ୍ୟ: ବିଷଧର ନାଗ-ନାଗୁଣୀଙ୍କ ସହ ରହୁଛନ୍ତି ସାରା ପରିବାର

ମାଲକାନାଗିରି: ସାପ ନାଁ ଶୁଣିଲେ ମଣିଷ ଭୟରେ ଥରି ଉଠେ । କିନ୍ତୁ ଅନେକ ଲୋକ ବିଭିନ୍ନ ସ୍ଥାନରେ ସେମାନଭ୍କ ସହ ଖେଳୁଥିବାର ନଜର ରହିଛି । ଏମିତି ଜଣେ ପରିବାର ହେଉଛି ମାଲକାନାଗିରିର ନୀଳକଣ୍ଠ ଭୂମିଆଙ୍କ ପରିବାର । ନାଗ…

IASଙ୍କ ଟ୍ୱିଟ ହେଲା ଭାଇରାଲ; ୟୁଜର୍ସ କହିଲେ ସମ୍ପୂର୍ଣ ତଥ୍ୟ ନଜାଣି କରନ୍ତୁ ନାହିଁ ଟ୍ୱିଟ

ନୂଆଦିଲ୍ଲୀ: ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଚିତ୍ର ଭାଇରାଲ ହେଉ ଥିବାର ଦେଖିଛୁ। ସବୁ ଟ୍ୱିଟ କେବଳ ଭାଇରାଲ ହେଇ ନଥାଏ କିଛି ଟ୍ୱିଟ ଏପରି ଥାଏ ଯାହା ଲୋକ ମାନଙ୍କୁ ଠିକ ବାଟକୁ ଆଣିବା ପାଇଁ କାର୍ଯ୍ୟ କରି ଥାଏ।…

ଧିରେ ଧିରେ ଖୋଲୁଛି ରହସମୟୀ ବ୍ଲାକମେଲରଙ୍କ ଗୁମର: ଭାଇରାଲ ହେଉଛି ଭିଡିଓ

ଭୂବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରହସ୍ୟମୟୀ ମହିଳାଙ୍କ ଭିଡିଓ ଭାଇରାଲ ହେବାର ଲାଗିଛି । ଯେଉଁ ଭିଡିଓରେ ଜଣେ ମହିଳା ଓ ପୁରୁଷଙ୍କ ସହ ସେ ଥିବା ଜଣାପଡିଛି । ତେବେ ସେହି ଭିଡିଓରେ ସେହି ମହିଳା କୌଣସି ଏକ ହୋଟେଲରେ…