ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା: ହିମସ୍ଖଳନରେ ଫସିଲେ ପର୍ବତାରୋହୀ ଦଳ, ୨୦ ମୃତ ଆଶଙ୍କା…
ଉତ୍ତରାଖଣ୍ଡ ଗରୱାଲରେ ହିମସ୍ଖଳନ ଯୋଗୁଁ ୨୮ ରୁ ଅଧିକ ପର୍ବତାରୋହୀ ଫସିରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୨୦ ଜଣକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୂଯାୟୀ ଉତ୍ତରାଖଣ୍ଡରେ ନେହରୁ ପର୍ବତାରୋହଣ…