UPSC ଲଞ୍ଚ କଲା ଏହି ନୂଆ ଆପ୍: ଏବେ ମୋବାଇଲରେ ମିଳିବ ନିଯୁକ୍ତ ସମ୍ବନ୍ଧୀୟ ସବୁ ସୂଚନା…

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ (UPSC) ନିକଟରେ ଏହାର ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି । ଏହି ମୋବାଇଲ ଆପ୍ ମାଧ୍ୟମରେ ସବୁ ପରୀକ୍ଷା ଏବଂ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ଅତି ସହଜରେ ମିଳିବ । ଏହି ଆପ୍ ଏବେ କେବଳ…

(Video) ଆମ୍ବୁଲାନ୍ସ ପାଇଁ ମୋଦୀ ଅଟକାଇଲେ କାର୍କେଡ୍: ସଡ଼କପଥରେ ଯାଉଥିଲେ ଗାନ୍ଧୀନଗର…

ଅହମଦାବାଦ: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ନିଜ କାର୍କେଡରୁ ରୋକିଛନ୍ତି । ଆମ୍ବୁଲାନ୍ସ ବାହାରିବା ପରେ ସେ କାର୍କେଡକୁ ଯିବା ପାଇଁ ଅନୁମତି ଦେଇଥିଲେ । ସୂଚନା…

ଆଦିପୁରୁଷର ଫାଷ୍ଟ ଲୁକ ରିଲିଜ: ଭଗବାନ ରାମଙ୍କ ଯୋଦ୍ଧା ଅବତାରରେ ନଜର ଆସିଲେ ସୁପରଷ୍ଟାର ପ୍ରଭାସ

ମୁମ୍ବାଇ:ବହୁପ୍ରତିକ୍ଷିତ ଆଦିପୁରୁଷ ଚଳଚିତ୍ରକୁ ନେଇ ବଡ ଖବର ଆସିଛି । ଆଦିପୁରୁଷର ନିର୍ଦ୍ଦେଶକ ଟୁଇଟ କରି ରିଲିଜ ଡେଟ ଜଣାଇଛନ୍ତି । ନିର୍ଦ୍ଦେଶକ ଓମ ରାଉତ ଟ୍ୱିଟରରେ ଫିଲ୍ମର ଟିଜରର ରିଲିଜ ଘୋଷଣା କରି ଲେଖିଛନ୍ତି,…

(VIDEO)ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର: ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁ ରେ ସାଙ୍ଘାତିକ ଅୟେଯାଗ ଆସିଛି । ଅଭିନେତ୍ରୀ କରାଇଦେବା ଆଳରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ପାଖାପାଖି ୧ ବର୍ଷଧରି ଜୋରଜବରଦସ୍ତି ଶାରିରୀକ…

ଜନ୍ମମାସ ଦେଖି ଜାଣନ୍ତୁ ଝିଅମାନଙ୍କ ବ୍ୟକ୍ତିତ୍ୱ: ଲୁଛି ରହିଥାଏ ଅନେକ ରହସ୍ୟ

ହିନ୍ଦୁ ଧର୍ମରେ ଅନ୍ୟ ଶାସ୍ତ୍ର ପରି ଜ୍ୟୋତିଷ ଶାସ୍ତ୍ର ରହିଛି । ଯାହା ମାଧ୍ୟମରେ ଆମେ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି କଥା ଜାଣିପାରିଥାଉ । ତେବେ ଏହି ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ମାସ ବିଷୟରେ ମଧ୍ୟ…

ବଢିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ଟଙ୍କା ବୃଦ୍ଧି ପାଇବ ଆପଣଙ୍କ ସାଲାରୀ?

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ଡିଏରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବୃଦ୍ଧିପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁଲାଇ…

ଘୋଷଣା ହେଲା ଟି-୨୦ ବିଶ୍ୱକପର Prize Money: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ…

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ଏବେ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଆଇସିସି ଘୋଷଣା କରିଛି ଟୁର୍ଣ୍ଣାମେଣ୍ଟର ପ୍ରାଇଜ…

ଏହି ଭିଟାମିନ ଅଭାବରୁ ହୋଇଥାଏ କ୍ୟାନ୍ସରର ଆଶଙ୍କା: ଖାଦ୍ୟରେ ତୁରନ୍ତ ସାମିଲ କରନ୍ତୁ ଏହି ଜିନିଷ

ଶରୀରରକୁ ସୁସ୍ଥ ରହିବା ପାଇଁ ଆମେ ପ୍ରେତ୍ୟକ ଦିନ ସୁସମ ଏବଂ ପୁଷ୍ଟିକର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ସାରଯୁକ୍ତ ଖାଦ୍ୟ କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା…

ରବିନ୍ଦ୍ର ଜାଡେଜାଙ୍କ ଦମଦାର କମବ୍ୟାକ: ମାଞ୍ଜରେକରଙ୍କୁ ଟ୍ୱିଟ କରି ପୁଣି ଆସିଲେ ଚର୍ଚ୍ଚାକୁ

ନୂଆଦିଲ୍ଲୀ: ଆହତ ସମସ୍ୟା ପରେ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ପୁଣିଥରେ ମାରିଛନ୍ତି ଏକ ଜବରଦସ୍ତ କମବ୍ୟାକ । ତେବେ ଇଣ୍ଡିଆନ କ୍ରିକେଟ ଟିମକୁ ନୁହେଁ ବରଂ ସେ ସୋସିଆଲ ମିଡିଆରେ…

ପଦ ଛଡାଇନେବ ଜେଲଦଣ୍ଡ! ନିର୍ବାଚନରୁ ୬ ବର୍ଷ ଦୂରେଇ ପାରନ୍ତି ମହମ୍ମଦ ମୋକିମ

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଆସିଛି ଏକ ବଡ ଚାଲେଞ୍ଜ । ଏବେ ରାଜନୀତିର ଦୋଛକିରେ ଫସିଛନ୍ତି ଖୋଦ ବିଧାୟକ ମହମ୍ମଦ ମୋକିମ । ଏମିତି ପରିସ୍ଥିତିରେ ସେ ଫସିଛନ୍ତି ଯେ, ହାତରେ ଥିବା ବିଧାୟକ ପଦ…